ବ୍ୟୁରୋ ରିପୋର୍ଟ: ମୟଙ୍କ ଅଗ୍ରୱାଲ ଖେଳିବେ ରୋହିତଙ୍କ ସ୍ଥାନରେ। ୧ ଜୁଲାଇରେ ହେବାକୁ ଥିବା ଭାରତ ବନାମ ଇଂଲଣ୍ଡ ଭିତରେ ରୋହିତଙ୍କ ସ୍ଥାନରେ ଖେଳିବେ ମୟଙ୍କ। ରୋହିତ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ।

ମୟଙ୍କ ଭାରତୀୟ ଦଳରେ ହୋଇଛନ୍ତି ସାମିଲ। ମୟଙ୍କ ଲଣ୍ଡନ ଅଭିମୁଖେ ବହାରିଯାଇଛନ୍ତି। ଏହି ଟେଷ୍ଟ ମ୍ୟାଚ ଇଂଲଣ୍ଡ ବିପକ୍ଷରେ ଭାରତ ପାଇଁ ଅଟେ ଗୁରୁତ୍ୱପୂର୍ଣ୍ଣ। ବିରାଟ କୋହଲିଙ୍କ କ୍ୟାପଟେନସିରେ ଟିମ ଇଣ୍ଡିଆର ଏହି ଟେଷ୍ଟରେ ୨-୧ ରେ ଅଛି ଆଗୁଆ। ଭାରତକୁ ଏହି ଟେଷ୍ଟ ସିରିଜ ଜିତିବାକୁ ହେଲେ ମ୍ୟାଚ ଡ୍ର କିମ୍ବା ଜିତିବାକୁ ହେବ। ରାହୁଲ ଏହି ଗ୍ରସ୍ତରେ ନାହାନ୍ତି।
ରୋହିତଙ୍କ ଖେଳିବେ ଅଟେ ଆବଶ୍ୟକ। ଭଲ ଓପ୍ନର ସହିତ ସେ ଭଲ କ୍ୟାପଟେନ ବି। ଓପ୍ନର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ। ତେବେ ଅପରପକ୍ଷରେ ଯଦି ରୋହିତ ନ ଖେଳନ୍ତି ତେବେ କିଏ ହେବ ଟିମ ଇଣ୍ଡିଆର କ୍ୟାପଟେନ? ପନ୍ତ, ବୁମରା ନା ବିରାଟ ? କଣ ଆପଣଙ୍କ ମତ କମେଣ୍ଟରେ ଜଣାଇପାରିବେ।
Mayank Agarwal on his way to join team India for the 5th Test. pic.twitter.com/ER6faY1A0U
— Mufaddal Vohra (@mufaddal_vohra) June 27, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।