ବ୍ୟୁରୋ ରିପୋର୍ଟ: ଇଣ୍ଡିଆନ ପ୍ରିମୀୟର ଲିଗ (IPL) ରେ କେତେକ ଯୁବ ଖେଳାଳି ବ୍ୟାଟିଂ ଏବଂ ବୋଲିଂରେ ପ୍ରଭାବିତ କରିଛନ୍ତି। ରାଜସ୍ଥାନର ରିୟାନ ପରାଗ ଏହିପରି ଖେଳାଳି ଯିଏ ଆକର୍ଷଣୀୟ ଫିଲଡିଂରେ ଲୋକଲୋଚନକୁ ଆସିଛନ୍ତି। ରାଜସ୍ଥାନର ବୋଲିଂ କୋଚ୍ ମାଲିଙ୍ଗା ତାଙ୍କର ଫିଲଡିଂରେ ପ୍ରଭାବିତ ହୋଇଛନ୍ତି ଓ ତାରିଫ କରିଛନ୍ତି।

ରାଜସ୍ଥାନର ଅଫିସିଆଲ ଇଂସ୍ଟଅଗ୍ରାମରେ କଥାବାର୍ତ୍ତା ବେଳେ ମାଲିଙ୍ଗା କହିଛନ୍ତି କି ‘ମୁଁ ପୂର୍ବ ୧୫ ମ୍ୟାଚରେ ରିୟାନଙ୍କ ଫିଲଡିଂର ବାସ୍ତବରେ ମଜା ଉଠାଉଛି। ସେ ଆଥଲେଟିକ ଅଟନ୍ତି ଯାହା ପାଇଁ ସେ ଖେଳରେ ରହନ୍ତି। ମାଲିଙ୍ଗା ଆଗକୁ କହିଲେ କି ଆମେ ସମସ୍ତେ ଜାଣିଛେ କି ତାଙ୍କୁ ବ୍ୟାଟିଂରେ ଏତେ ମୌକା ମିଳିନାହିଁ ହେଲେ ମୈଦାନରେ ଯେଉଁ ଉର୍ଜା ସେ ନିଜ ଖେଳରେ ଆଣନ୍ତି ତାହା ଅଦ୍ଭୁତ। ମୋତେ ଲାଗୁନି କି ଆପଣ ଏମିତି ଫିଲଡ଼ରଙ୍କୁ ଅନ୍ୟ କୌଣସି ଟିମରେ ଦେଖିପାରିବେ ମୁଁ ତାଙ୍କ ଉର୍ଜାଙ୍କୁ ନେଇ ବହୁତ ଖୁସି।
IPL 2022 ରେ ଆଜି ଫାଇନାଲ ମ୍ୟାଚ ଅଛି। ଯାହାକି ଗୁଜରାଟ ଏବଂ ରାଜସ୍ଥାନ ଭିତରେ ଖେଳା ଯାଉଛି। ଏହି ମ୍ୟାଚରେ ଆଗ ବ୍ୟାଟିଂ କରୁଛି ରାଜସ୍ଥାନ ରୟାଲସ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।