ସଚିନଙ୍କ ଦଳରେ ସ୍ଥାନ ପାଇଲେନି ଧୋନି, କୋହଲି ଏବଂ ରୋହିତ! ଦେଖନ୍ତୁ କିଏ କିଏ ପାଇଲେ ସ୍ଥାନ!

ବ୍ୟୁରୋ ରିପୋର୍ଟ: ୨୦୨୨ ଆଇପିଏଲ ସିଜିନ-୧୫ ଇତି ମଧ୍ୟରେ ଶେଷ ହୋଇ ଯାଇଛି। ଏହାର ଫାଇନାଲ ମ୍ୟାଚ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଗୁଜରାଟ ଟାଇଟନ୍ସ ଏବଂ ରାଜସ୍ଥାନ ରୟାଲସ ମଧ୍ୟରେ ଖେଳା ଯାଇଥିଲା। ଏହି ମ୍ୟାଚକୁ ଗୁଜରାଟ ଟାଇଟନ୍ସ ୭ ୱିକେଟରେ ଜିତି ନେଇଥିଲା। କିନ୍ତୁ ଏହାପରେ ସମସ୍ତ ପୂର୍ବତନ ବଡ଼ ବଡ଼ ଖେଳାଳି ଆଇପିଏଲରେ ଉତ୍ତମ ପ୍ରଦର୍ଶନ କରିଥିବା ବଡ଼ ବଡ଼ ଖେଳାଳିଙ୍କୁ ନେଇ ନିଜର ମନ ପସନ୍ଦ ଦଳ ଚୟନ କରିଛନ୍ତି। ସେହିପରି ପୂର୍ବତନ ବରିଷ୍ଠ ଖେଳାଳି ସଚିନ ରମେଶ ତେନ୍ଦୁଲକର ଇତି ମଧ୍ୟରେ ନିଜ ଚୂଡାନ୍ତ ଏକାଦଶ ଚୟନ କରିଛନ୍ତି।

Google

ସଚିନ ତେନ୍ଦୁଲକରଙ୍କ ଚୂଡାନ୍ତ ଏକାଦଶରେ ବହୁତ ବହୁତ ବଡ଼ ବଡ଼ ଖେଳାଳିମାନେ ମଧ୍ୟ ସ୍ଥାନ ପାଇଁ ନାହାନ୍ତି। ରୋହିତ ଶର୍ମା, ବିରାଟ କୋହଲି ଏବଂ ମହେନ୍ଦ୍ର ସିଂ ଧୋନି ଭଳି ବଡ଼ ବଡ଼ ଖେଳାଳିମାନେ ମଧ୍ୟ ସଚିନଙ୍କ ଏହି ଚୂଡାନ୍ତ ଏକାଶରେ ସ୍ଥାନ ପାଇ ନାହାଁନ୍ତି। ଯେଉଁମାନେ ଏହି ଚଳିତ ଆଇପଏଲରେ ଭଲ ପ୍ରଦର୍ଶନ କରିଛନ୍ତି ,ସେମାନଙ୍କୁ ସଚିନ ତେନ୍ଦୁଲକ ନିନ ନିଜ ଦଳରେ ସାମିଲ କରିଚାଲିଛନ୍ତି। ତେବେ ସଚିନଙ୍କ ଏହି ଦଳ ହେଉଛି, ଜୋସ ଵଟଲର ଏବଂ ଶିଖର ଧାୱନ ଓପନର ଭାବରେ ରହିଛନ୍ତି। ସୂଚନାଯୋଗ୍ୟ ଯେ, ଜୋସ ଵଟଲର ଚଳିତ ସିଜିନରେ ଅରେଞ୍ଜ କ୍ୟାପ ହାସଲ କରିଛନ୍ତି। ଏହାପରେ ରହିଛନ୍ତି କେ ଏଲ ରାହୁଲ , ହାର୍ଦିକ ପାଣ୍ଡ୍ୟା ଏବଂ ଡେଭିଡ ମିଲର। ଏହି ଦଳରେ ଗୁଜରାଟ ଟାଇଟନ୍ସ ଦଳର ହାର୍ଦିକ ପାଣ୍ଡ୍ୟା ଅଧିନାୟକ ଭାବରେ ଦାୟୀତ୍ବ ତୁଲାଇବେ।

Google

ଏହାପରେ ରହିଛନ୍ତି ଲିୟମ ଲିଭିଙ୍ଗଷ୍ଟୋନ, ଦିନେସ କାର୍ତ୍ତିକ ଏବଂ ରସିଦ ଖାନ। ସେମାନେ ଫିନିସର ଭୂମିକା ତୁଲାଇବେ। ବୋଲରରେ ରହିଛନ୍ତି ଯଶପ୍ରୀତ ବୁମରା, ମହମ୍ମଦ ସାମୀ ଏବଂ ୟୁଜବେନ୍ଦ୍ର ଚାହଲ। ବ୍ୟାଟ୍ସମ୍ୟାନ ଏବଂ ବୋଲରମାନଙ୍କୁ ଗଢ଼ା ଯାଇଥିବା ବେଳେ ଅନ୍ୟ ଖେଳାଳିମାନେ ମଧ୍ୟ ନିଜ ଖେଳରେ ପ୍ରଦର୍ଶନ କରୁଛନ୍ତି। ଏହି ଦଳରେ ବିରାଟ କୋହଲି, ରୋହିତ ଶର୍ମା ଆଦି ଖେଳାଳି ନାହାନ୍ତି। ତାଙ୍କ ବିନା ଅନୁପସ୍ଥିତିରେ ଦଳର ଚୂଡାନ୍ତ ଏକାଦଶ ବଛା ଯାଇଛି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *