ସନ୍ଦୀପ ଶର୍ମା ଦେବେ ଯଶପ୍ରୀତ ବୁମରାଙ୍କୁ କଡା ଟକ୍କର , ଉଭୟଙ୍କ ରେକର୍ଡ ଏମିତି…

ବ୍ୟୁରୋ ରିପୋର୍ଟ: IPL 2022 ମାର୍ଚ୍ଚ ୨୬ ରୁ ଆରମ୍ଭ ହେବାର ଅଛି।  ବୁମରା IPL ରେ ମୁମ୍ବାଇ ଆଡେ ସାମିଲ ଅଛନ୍ତି। ବିଶ୍ୱର ଅନ୍ୟତମ ବୋଲର ସେ ଅଟନ୍ତି। ତାଙ୍କର ରେକର୍ଡ ସହ ତାଙ୍କର ଚତୁର ବୋଲିଂ ଉଚ୍ଚ କୋଟିର ଅଟେ।  ପଞ୍ଜାବ ବିପକ୍ଷରେ ବୁମରାଙ୍କୁ ଟକ୍କର ଦେଇପାରନ୍ତି ସନ୍ଦୀପ ଶର୍ମା।

୨୦୧୩ IPL ରେ ସନ୍ଦୀପ ଶର୍ମା IPL କୁ ଆସିଥିଲେ। ମାତ୍ର ସନ୍ଦୀପ ଶର୍ମା ଏତେ ଲାଇମଲାଇଟକୁ ଆସିପାରିନାହାଁନ୍ତି।  ପାୱାର ପ୍ଲେ ସମେତ ଶେଷ ଓଭରରର ବି ସନ୍ଦୀପ ଶର୍ମା ବୋଲିଂ କରିବାରେ ମାହୀର। IPL ରେ ବୁମରା ୧୩୦ ଟି ୱିକେଟ ଅକ୍ତିଆର କରିବାରେ ସଫଳ ରହିଥିବା ବେଳେ  ସନ୍ଦୀପ ୧୧୨ ଟି ୱିକେଟ ନେଇଛନ୍ତି। ବୁମରା ୧୦୬ ମ୍ୟାଚ ଖେଳିଥିବା ବେଳେ ସନ୍ଦୀପ ୯୬ ମ୍ୟାଚ ଖେଳିଛନ୍ତି। ୨୩.୦୪ ବୁମରାଙ୍କର ଆଭରେଜ ଥିବା ବେଳେ ୨୫.୪୩ ସନ୍ଦିପଙ୍କ ଆଭରେଜ ଅଟେ।

Google

ଷ୍ଟ୍ରାଇକ ରେଟ ସନ୍ଦିପଙ୍କ ୧୯.୬ ଥିବା ବେଳେ ୧୮.୬ ବୁମରାଙ୍କ ଆଭରେଜ। ଇକୋନୋମି  ବୁମରାଙ୍କ ୭.୪୨ ଥିବା ବେଳେ ୭.୭୭ ସନ୍ଦିପଙ୍କ ରହିଛି।  ଉଭୟ ଭଲ ବୋଲିଂ କରିବାରେ ମାହିର ଅଟନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

One Comment on “ସନ୍ଦୀପ ଶର୍ମା ଦେବେ ଯଶପ୍ରୀତ ବୁମରାଙ୍କୁ କଡା ଟକ୍କର , ଉଭୟଙ୍କ ରେକର୍ଡ ଏମିତି…”

Leave a Reply

Your email address will not be published. Required fields are marked *