ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଟିମରେ ନାହାନ୍ତି କେ ଏଲ ରାହୁଲ କଣ ମିଳିବ ସଂଜୁ ସାମସନଙ୍କୁ ଚାନ୍ସ?

ଆପଣ ମାନେ ପ୍ରାୟ ଜାଣିଥିବେ ଭାରତ ଏବଂ ୱେଷ୍ଟ ଇଣ୍ଡିଜ ମଧ୍ୟ ୫ ଦିନିଆ ଟି-୨୦ ସିରିଜ ଆରମ୍ଭ ହେବାକୁ ଯାଉଛି। ଆପଣ ମାନେ ଜାଣିଥିବେ ଭାରତରେ କ୍ରିକେଟର କେତେ ଲୋକପ୍ରିୟତା ଅଛି ତାହା କାହାକୁ ବି ପ୍ରାୟ ଅଛପା ନାହିଁ। ବହୁତ ଆଗରୁ ଭାରତର ଟି-୨୦ ସିରିଜ ଟିମ ଘୋଷଣା କରାଯାଇଥିଲା।

Google

ଏବେ ଭାରତର ଅଧିନାୟକ ହେଉଛନ୍ତି ରୋହିତ ଶର୍ମା ତାଙ୍କ ଅଧିନାୟକରେ ଭାରତ ବହୁତ ଭଲ ପ୍ରଦର୍ଶନ କରୁଛି।ଆଗକୁ ଟି-୨୦ ବିଶ୍ୱକପ ହେବାକୁ ଯାଉଛି ତେଣୁ ଭାରତ ଏହି ସିରିଜ ମାନଙ୍କରେ ଯେପରି ପ୍ରଦର୍ଶନ କରିବ ସେ ତାର ଟି-୨୦ ବିଶ୍ୱକପ ଦାବିଦାର ସେତିକି ବୋଲି ଜଣା ପଡିବ।

କାରଣ ଭାରତର ଏପରି ଦୁଇ ପାଖିଆ ସିରିଜ ହିଁ ଭାରତର ଶକ୍ତିକୁ ଦେଖାଇବ ବୋଲି କୁହାଯାଇଛି। ୱେଷ୍ଟ ଇଣ୍ଡିଜ ଟି-୨୦ରେ ଏକ ଟାଣୁଆ ଟିମ ବୋଲି ସମସ୍ତେ ଜାଣିଛନ୍ତି ତେଣୁ ଭାରତର ଟିମ ଯଦି ୱେଷ୍ଟ ଇଣ୍ଡିଜକୁ ହରାଇ ପାରିଲା ତେବେ ଭାରତକୁ ଟି-୨୦ ଏକ ଭଲ ଦାବିଦାର ବୋଲି ବିବେଚନା କରାଯିବ।ଏବେ ସମଗ୍ର ବିଶ୍ୱ କ୍ରିକେଟରେ ଭାରତ ଏକ ଦାବିଦାର ଟିମ। ତେଣୁ ଯଦି ଭାରତକୁ ଟି-୨୦ ବିଶ୍ୱକପ ରେ ଦାବିଦାର ସାବ୍ୟସ୍ତ କରିବାର ଅଛି ତାହେଲେ ଏହି ଟି-୨୦ ସିରିଜକୁ ନିହାତି ଜିତିବାକୁ ପଡିବ।

Google

ଭାରତ ଏହା ପୂର୍ବରୁ ୱେଷ୍ଟ ଇଣ୍ଡିଜ ସାଙ୍ଗରେ ଥିବା ଦିନିକିଆ ସିରିଜକୁ ଜିତି ନେଇଛି। ଯେଉଁଥିରେ ଭାରତର ଉଭୟ ବୋଲର ଆଉ ବ୍ୟାଟ୍ସମାନ ଭଲ ପ୍ରଦର୍ଶନ କରିଛନ୍ତି ମାତ୍ର ମଧ୍ୟ କ୍ରମରେ ଥିବା ଖେଳାଳି ମାନେ ଏତେ ଉଚ୍ଚକୋଟୀର ପଦର୍ଶନ କରିପାରିନାହାନ୍ତି। ଭାରତର ଅଧିନାୟକ ମଧ୍ୟ ଏହି କିଛି ସମୟ ହେଲା ଅଧିକ ରନ ସଂଗ୍ରହ କରିପାରି ନାହାନ୍ତି।

ତେଣୁ ଏହି ସିରିଜ ତାଙ୍କୁ ରନ ସଂଗ୍ରହ କରିବାରେ ସହାୟକ ହେବ ବୋଲି ଲୋକମାନେ ଅନୁମାନ ରଖିଛନ୍ତି। ଟି-୨୦ରେ ଭାରତ କିଛି ବର୍ଷ ହେବ ବହୁତ ଭଲ ପଦର୍ଶନ କରି ଆସିଛି। ମାତ୍ର ଏହାର ପୂର୍ବ ବର୍ଷ ଯେଉଁ ଟି-୨୦ ବିଶ୍ୱକପ ହୋଇଥିଲା ସେଥିରେ ଭାରତ ବହୁତ ନିରାଶ ପଦର୍ଶନ କରିଥିଲା। ଏହା ଭାରତର ଦର୍ଶକ ମାନଙ୍କୁ ବହୁତ ମର୍ମାହତ କରିଥିଲା। ତେଣୁ ଟିମ ଇଣ୍ଡିଆ ନିଜ ଦଳରେ ପିଲା ମାନଙ୍କୁ ଅଦଳ ବଦଳ କରି ପରୀକ୍ଷା ଜାରି ରଖିଛି। ତେବେ ସାମସନ ଜଣେ ଉଚ୍ଚକୋଟୀର ଖେଳାଳି ଅଟନ୍ତି। ସେ IPL ରେ ରାଜସ୍ଥାନର କ୍ୟାପଟେନ ଅଟନ୍ତି। ତେବେ ମଧ୍ୟ କ୍ରମରେ ସଂଜୁ ସାମସନ ସୁନ୍ଦର ବ୍ୟାଟିଂ କରିପାରନ୍ତି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *