SBI ତାର ଗ୍ରାହକଙ୍କୁ କଲା ସତର୍କ! କଣ ସତରେ ସମାପ୍ତ ହୋଇଯିବ ବ୍ୟାଙ୍କିଙ୍ଗ ସେବା? ପଢନ୍ତୁ ପୁରା ଖବର

ଭାରତର କଥା କହିବାତ SBI ହେଉଛି ଭାରତରେ ସବୁଠୁ ଅଧିକ କାର୍ଯ୍ୟକାରୀ ହେଉଥିବା ବ୍ୟାଙ୍କ। ତେବେ ଏବେ ଏସବିଆଇ ଗ୍ରାହକଙ୍କ ପାଇଁ ଏକ ବଡ଼ ସତର୍କ ସୂଚନା ଜାରିକରିଛି। ତେବେ ଏସବିଆଇ ତାର ୪୦ କୋଟି ଗ୍ରାହକଙ୍କୁ କହିଦେଇଛିକି କି ଯଦି କୌଣସି ଗ୍ରାହକ ୨୦୨୨ ମାର୍ଚ୍ଚ ୩୧ ମଧ୍ୟରେ ଆଧାର ସହିତ ପ୍ୟାନ କାର୍ଡ ଲିଙ୍କ ନହେବ ତେବେ ଅକାଉଣ୍ଟ ବନ୍ଦ କରିଦିଆଯିବ। ଏହି ବୟାନ SBI ନିଜ ଟ୍ୱିଟର ଜରିଆରେ ଗ୍ରାହକଙ୍କୁ ଜଣାଇଦେଇଛି।

Google
ଏପରି ହେବ ଆଧାର ଓ ପ୍ୟାନ ଲିଙ୍କ:

ତେବେ ଆସନ୍ତୁ ଜାଣିବା କିପରି ଆପଣ ଆଧାର ଓ ପ୍ୟାନଙ୍କୁ ଲିଙ୍କ କରିପାରିବେ। ପ୍ରଥମେ ଆପଣ ଇନକମ ଟ୍ୟାକ୍ସର ୱେବସାଇ www.incometaxindiaefiling.gov.in/home କୁ ଯିବେ।ଏହା ପରେ ଏହାର ବାମ ପାଶ୍ୱରେ ଆଧାରର ଏକ ଅପ୍ସନ ଥିବା ସେହକୁ ଟଚ କରିବେ।ଆଉ ଏକ ନୂଆ ପେଜ ଖୋଲିଯିବ। ଏହା ପରେ ଆଧାର କାର୍ଡ ନା ଓ ପାନ କାର୍ଡ ନାମ ଦେବାକୁ ହେବ। ଏହା ସହ ଯଦି ଆପଣଙ୍କ ଆଧାରରେ କେବଳ ଜନ୍ମ ତାରିଖ ଅଛି ବର୍ଷ ନାହିଁ ତେବେ ଆପଣ I have only year of birth in aadhaar card’ ବକ୍ସରେ ଟଚ କରିବେ।ଏହା ପରେ ଆପଣଙ୍କ ମୋବାଇଲକୁ ଆସିଥିବା ଓଟିପି ଦେଇ ଅତି ସହଜରେ ଦୁଇଟା ଜାକୁ ଲିଙ୍ଗ କରିପାରିବେ।

ପ୍ୟାନ ଓ ଆଧାର ଲିଙ୍କ କରିବାର ଉପାୟ: ଯଦି ଆପଣ ୱେବସାଇଟକୁ ଯାଇ କରିପାରୁ ନାହାନ୍ତି ତେବେ SMS ସାହାଯ୍ୟରେ ଅତି ସହଜରେ ପ୍ୟାନ ଓ ଆଧାରକୁ ଲିଙ୍କ କରିପାରିବେ। ଏହା ପାଇଁ ନିଜ ମେସଯ ବକ୍ସକୁ ଯାଇ UIDPAN<12-digit Aadhaar><10-digit PAN> ମ୍ୟାସେଜ ଲେଖି ୫୬୧୬୧ କିମ୍ବା ୫୬୭୬୭୮ ନମ୍ବରକୁ ପଠାଇ ଦିଅନ୍ତୁ। ଏହା ପରେ ଅତି ସହଜରେ ଲିଙ୍କ ହୋଇଯିବ। ଏହି ବର୍ଷ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବ୍ୟାଙ୍କ କରିବାକୁ କହିଥିଲା କିନ୍ତୁ ଲୋକଙ୍କ ଅସୁବିଧାକୁ ଦେଖି ଏହାକୁ ୨୦୨୨ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କରିଦିଆଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *