୬ମ ଥର ପାଇଁ ନର୍ଭସ ୯୦ ରେ ଆଉଟ ହେଲେ ଶିଖର ଧାୱନ! ୩ ବର୍ଷ ହେବ ଲଗାଇନାହାନ୍ତି ଶତକ!

ବ୍ୟୁରୋ ରିପୋର୍ଟ: ୱେଷ୍ଟ ଇଣ୍ଡିଜ ବିରୁଦ୍ଧରେ ଭାରତୀୟ ଟିମ ପ୍ରଥମ ODI ମ୍ୟାଚରେ ହାସଲ କରିଛି ବିଜୟ। ଶିଖର ଧାୱନ ଖେଳିଛନ୍ତି ଜବରଦସ୍ତ ପାରି। ସେ ଶତକ କରିପାରିନଥିଲେ ହେଲେ ମ୍ୟାଚ ବିଜୟୀ ପାରି ଖେଳିଥିଲେ। ସେ ୯୭ ରନ କରି ଆଉଟ ହୋଇଥିଲେ ଫାଷ୍ଟ ODI ରେ।

Google

ସେ ଫାଷ୍ଟ ODI ରେ ୯୯ ବଲରେ କରିଥିଲେ ୯୭। ସେ ୩ ଟି ଛକା ଓ ୧୦ ଟି ଚୌକା ଲଗାଇଥିଲେ।

ସେ ନିଜ କ୍ୟାରିୟରରେ ୬ ଥର ନର୍ଭସ ନାଇଣ୍ଟିରେ ଆଉଟ ହୋଇଥିଲେ। ସଚିନ ହିଁ ଧାୱନଙ୍କ ଠାରୁ ଅଧିକ ଧର ନର୍ଭସ ନାଇଣ୍ଟିରେ ଆଉଟ ହୋଇଛନ୍ତି। ସଚିନ ୧୭ ଥର ନର୍ଭସ ନାଇଣ୍ଟିରେ ଆଉଟ ହୋଇଛନ୍ତି।

Google
ପାଖାପାଖି ୩ ବର୍ଷ ହେଲା ହୋଇନି ଶତକ:

ପାଖପାଖି ୩ ବର୍ଷ ହେବ ଶତକ ଲଗାଇନାହାନ୍ତି ଶିଖର ଧାୱନ। ୨୦୧୯ ରେ ଏହି ଜବରଦସ୍ତ ବ୍ୟାଟ୍ସମାନ ଲଗାଇଥିଲେ ଶତକ। ସେ ଏହା ଅଷ୍ଟ୍ରେଲିଆ ବିପକ୍ଷରେ ଲଗାଇଥିଲେ। ଏହା ପରେ ସେ ୩ ଥର ନର୍ଭସ ନାଇଣ୍ଟି ରେ ଆଉଟ ହୋଇଛନ୍ତି। ୯୭ ରନର ପାରି ପୂର୍ବରୁ ଧାୱନ ୨୦୨୦ ରେ ଅଷ୍ଟ୍ରେଲିଆ ବିରୁଦ୍ଧରେ ରାଜକୋଟରେ ୯୭ ରନରେ ହୋଇଥିଲେ ଆଉଟ। ଏମିତିକି ସେ ୯୮ ରନରେ ଇଂଲଣ୍ଡ ବିରୁଦ୍ଧରେ ହୋଇଥିଲେ ଆଉଟ। ତେବେ ସେ ଜଣେ ଉଚ୍ଚକୋଟୀର ଖେଳାଳି ଅଟନ୍ତି। IPL ରେ ସେ 2022 ରେ ପଞ୍ଜାବ ଟିମରେ ଥିଲେ ସାମିଲ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *