କୋହଲିଙ୍କର ଟେଷ୍ଟ ଅଧିନାୟକ ପଦବୀ ଛାଡିବା ଉପରେ ପୁଣି କହିଲେ ରବି ଶାସ୍ତ୍ରୀ। ସେ କହିଲେ କି କୋହଲି ଆରାମ ରେ ଆହୁରି ୨ ବର୍ଷ ଅଧିନାୟକତ୍ତ୍ୱ କରି ପାରିଥାନ୍ତେ। ତେବେ ତାଙ୍କ କହିବା କଥା କି କିଛି ଲୋକଙ୍କୁ ତାଙ୍କ ସଫଳତା ହଜମ ହେଲା ନାହିଁ ତେଣୁ ସେମାନେ ତାଙ୍କ ଚେଷ୍ଟା ମାଧ୍ୟମରେ ତାଙ୍କୁ ଆହୁରି ତଳକୁ ଡାଉନ କରିବାକୁ ଲାଗିଲେ। କୋହଲିଙ୍କର ଆଲୋଚକ ମାନଙ୍କ ଉପରେ ରାଗିଲେ ଶାସ୍ତ୍ରୀ।

ତାଙ୍କ କହିବା କଥା କି ଆଇସିସି ଟ୍ରଫି ଜିତିବା ସବୁକିଛି ନୁହଁ ଆଉ ରାହୁଲ ଦ୍ରଭିଡ ମଧ୍ୟ ତାଙ୍କ ସମୟରେ ଗୋଟେ ବି ବିଶ୍ୱକପ ଜିତି ପାରି ନଥିଲେ। ଗାଙ୍ଗୁଲିଙ୍କ କହିବା କଥା କି ସଚିନ ମଧ୍ୟ ପ୍ରାୟ ୬ଟି ବିଶ୍ୱ କପ ଖେଳିବା ପରେ ଶେଷ ବିଶ୍ୱକପ ଜିତିବାରେ ସଖ୍ୟମ ହେଇଥିଲେ। ଆଇସିସି ଟ୍ରଫି ଜିତିବା ହି ସବୁ ସଫଳତାର କାରଣ ନୁହଁ। ସେ ଆହୁରି ଅନେକ ଦିନ ଯାଏ ସଫଳତା ପାଇ ପାରିଥାନ୍ତେ। ଆହୁରି ୨ ବର୍ଷ ଯାଏ ସେ ଅଧିନାୟକ ରହି ପାରି ଥାନ୍ତେ। କିଛି ଲୋକ ମାନଙ୍କୁ ତାଙ୍କ ସଫଳତା ହଜମ ହେଲା ନାହିଁ। ସେ ଆହୁରି ଅନେକ ଦିନ ଯାଏ ସଫଳ ଅଧିନାୟକ ଭାବେ ରହି ପାରିଥାନ୍ତେ। ତାଙ୍କ ବିରୋଧୀ ମାନଙ୍କ ଉପରେ ଭଡକୀ ଗଲେ ରବି ଶାସ୍ତ୍ରୀ।
ତାଙ୍କ ସମୟରେ ଭାରତ ସବୁଠୁ ବଡ଼ ଟେଷ୍ଟ ପ୍ଲେଇଁ ନେସନ ଭାବେ ଠିଆ ହେଲା ଆଉ ଭାରତ ସଫଳତା ପ୍ରାପ୍ତ କଲା ଆଉ ତାହା ଜାଣିବା ପରେ ମଧ୍ୟ ତାଙ୍କ ବିରୋଧୀ ମାନଙ୍କର ଏପରି ସାହାସ ଥିଲା କି ସେମାନେ ତାଙ୍କ ସଫଳତାକୁ ଆଉ ହଜମ କରିପାରିଲେ ନାହିଁ। ତେବେ ଆଇସିସି ଟ୍ରଫି ହିଁ ସବୁକିଛି ନୁହଁ ଆଉ ଏହା ହି ତାଙ୍କ ସଫଳତାର ଶ୍ରେୟ ଦେଇ ନଥାଏ। ତେବେ ଏହା ହି କାରଣ କି ତାଙ୍କ ସଫଳତା କାହାକୁ ହଜମ ହେଲା ନାହିଁ ଆଉ ସେମାନେ ତାଙ୍କ ଉପରେ ଏତେ ଚାପ ପକାଇଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।