ମହମ୍ମଦ ସାମୀ ନହେଲେ ମହମ୍ମଦ ସିରାଜ! ଭାରତକୁ ବିଜୟ ଦେବାରେ ପାଲଟିଲେ ହିରୋ

ସାଙ୍ଗମାନେ ମହମ୍ମଦ ସାମି ଅର୍ଥାତ ଟିମ ଇଣ୍ଡିଆର ଲାଲା।ପ୍ରଥମ ମ୍ୟାଚ ସାଉଥ ଆଫ୍ରିକା ବିପକ୍ଷରେ ଚମତ୍କାର ବୋଲିଂ କରି ଦଳକୁ ବିଜୟ ହାସଲ କରିବାରେ ଯୋଗଦାନ ଦେଇଥିଲେ। ଯେଉଁଠି ଟିମ ଇଣ୍ଡିଆ ଟେଷ୍ଟ ମ୍ୟାଚ ଜିତି ନଥିଲା। ଯେଉଁଠି କେବଳ ଦୁଇଟି ଟିମ ସାଉଥ ଆଫ୍ରିକାକୁ ହରାଇ ଥିଲା। ସେଠାରେ ଟିମ ଇଣ୍ଡିଆର ଲାଲା ସୁନ୍ଦର ପ୍ରଦର୍ଶନ କରି ଦଳକୁ ବିଜୟ ଦେବାରେ ଭୂମିକା ଗ୍ରହଣ କରିଥିଲେ। ଯେତେବେଳେ ବି ସୁଯୋଗ ମିଳେ ମହମ୍ମଦ ସାମି ନିଜ ଦଳ ପାଇଁ ସୁନ୍ଦର ପ୍ରଦର୍ଶନ କରିବାର ଜଣା ଯାଆନ୍ତି। ସେ ଟିମ ଇଣ୍ଡିଆ ପାଇଁ ୱିକେଟ ନିଅନ୍ତି ଓ ମ୍ୟାଚ ଜିତାନ୍ତି କିନ୍ତୁ ମହମ୍ମଦ ସାମୀ ଯଦି ଟିମ ଇଣ୍ଡିଆ ଦଳରେ ନ ରହିବେ ତେବେ ତାଙ୍କ ଜାଗା କିଏ ନେବ?

Google

ମହମ୍ମଦ ସାମି ନିଜ ଦଳ ଇଣ୍ଡିଆ ପାଇଁ ଭଲ ପ୍ରଦର୍ଶନ କରିଛନ୍ତି। ତେଣୁ ତାଙ୍କୁ ଆସୁଥିବା ODI ସିରିଜରେ ସେଥିରୁ ଆରାମ ମିଳିଛି। କାରଣ ସେ ଲଗାତାର ବହୁତ କ୍ରିକେଟ ଖେଳିଲେଣି। ସେ ଆଇପିଏଲ, ଟି-୨୦ , ODI ଖେଳନ୍ତି।ତେଣୁ ସାମୀଙ୍କ ଭଳି ମଜଭୁତ ବୋଲରଙ୍କୁ ଦେଶର ଆବଶ୍ୟକ ଅଛି। ଯଦି ମହମ୍ମଦ ସାମୀ ନୁହେଁ ତେବେ କିଏ ।ଏ ନେଇ ପ୍ରଶ୍ନ ଉଠୁଛି। ତେବେ ସେ ହେଉଛନ୍ତି ମହମ୍ମଦ ସିରାଜ। ତାଙ୍କୁ ଟିମ ଇଣ୍ଡିଆ ମୀୟାଁ ଭାଇ କହି ସମ୍ବୋଧନ କରିଥାଏ। ସେ ଟିମ ଇଣ୍ଡିଆର ଜଣେ ମଜଭୁତ ବୋଲର। ସେ ମହମ୍ମଦ ସାମିଙ୍କ ସହ ମ୍ୟାଚରେ ଖେଳନ୍ତି।

ଯଦି ମହମ୍ମଦ ସାମି ନାହାନ୍ତି ତେବେ ତାଙ୍କ ଜାଗାରେ ମହମ୍ମଦ ସିରାଜ। ସିରାଜ ମଧ୍ୟ ବିତି ଯାଇଥିବା କିଛି ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲେ।

Google

ସେ ଆଇପିଏଲରେ ଭଲ ପ୍ରଦର୍ଶନ କରିଛନ୍ତି। ସେ ଆରସିବି ପାଇଁ ଭଲ ଖେଳିଥିଲେ। ସେ ODI, ଟି-୨୦ରେ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି। ଏଥି ପାଇଁ ମହମ୍ମଦ ସିରାଜ ଯେଉଁ ଭରସା ଟିମ ଇଣ୍ଡିଆ ପାଇଁ ଦେଖିଥିଲେ ଓ ସେ ଯେଉଁ ଖେଳ ଦେଖେଇଥିଲେ ଏହି କାରଣରୁ ତାଙ୍କ ଭିତରେ ଟିମ ଇଣ୍ଡିଆର ମହମ୍ମଦ ସାମୀଙ୍କୁ ଦେଖିବାକୁ ମିଳୁଛି। ଯଦି କେତେବେଳେ ସାମି ଥିବେ କି ନଥିବେ କାମ ସିରାଜ କରିବେ। ସେ ଟିମ ଇଣ୍ଡିଆର ଗୋଟିଏ ଭଲ ବୋଲର ଭାବେ ପରିଚିତ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *