SA vs IND: ଟିମ ଇଣ୍ଡିଆକୁ ଲାଗିଲା ଶକ୍ତ ଧକ୍କା! ନିର୍ଣ୍ଣାୟକ ଟେଷ୍ଟ ପୂର୍ବରୁ ଦଳରୁ ବାହାରିଲେ ଏହି ଷ୍ଟାର ଖେଳାଳି

ଭାରତ ଏବଂ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ୨ଟି ଟେଷ୍ଟ ସରିଯାଇଛି। ପ୍ରଥମ ଟେଷ୍ଟ ଭାରତ ଜିତିଥିବା ବେଳେ ଦ୍ୱିତୀୟ ଟେଷ୍ଟ ସାଉଥ ଆଫ୍ରିକା ଜିତି ଯାଇଥିଲା। ତିନୋଟି ମ୍ୟାଚ ବିଶିଷ୍ଟ ଏହି ସିରିଜ ୧-୧ ରେ ବରାବର ଅଛି। ତେବେ ବିଶେଷ ରିପୋର୍ଟ ଅନୁସାରେ ଶେଷ ଟେଷ୍ଟ ମ୍ୟାଚ ପୂର୍ବରୁ ଟିମରୁ ବାହାରିଛନ୍ତି ପ୍ରେସର ମହମ୍ମଦ ସିରାଜ। ସେ ସୁନ୍ଦର ଫର୍ମରେ ଥିଲେ।

Google

ତେବେ ପ୍ରଶ୍ନ ଉଠୁଛି କି କିଏ ନେବ ମହମ୍ମଦ ସିରାଜଙ୍କ ଜାଗା? ଦଳରେ ସାରଦୁଲ ଠାକୁର ଏବଂ ମହମ୍ମଦ ସାମୀଙ୍କ ପରି ବୋଲର ଥିବା ବେଳେ ୩ୟ ବୋଲର ରୂପେ ଦଳରେ କିଏ ଖେଳିବେ?

ଅପରପକ୍ଷରେ କହିବା ତ ସିରାଜଙ୍କ ବଦଳରେ ଦଳରେ ଉମେଶ ଯାଦବ କିମ୍ବା ଇଶାନ୍ତ ଶର୍ମାଙ୍କୁ ସାମିଲ କରାଯାଇପାରେ। ଏହି ନିର୍ଣ୍ଣାୟକ ଟେଷ୍ଟ ଯେଉଁ ଦଳ ଜିତିବ ସେ ସିରିଜ ଜିତିବ। ତେବେ ଏହି ଟେଷ୍ଟ ମ୍ୟାଚ ପୂର୍ବରୁ ସୁଇଂ ବୋଲର ସିରାଜ ବାଦ ପଡିଯାଇଛନ୍ତି। ବିଶେଷ ରିପୋର୍ଟ ଅନୁସାରେ ଯାହା ଜଣା ଯାଉଛି ସେ ଆଘାତରୁ ଠିକ ଭାବରେ ଭଲ ହୋଇନାହାନ୍ତି।

ତେବେ ଦ୍ୱିତୀୟ ଟେଷ୍ଟରେ କ୍ୟାପଟେନ କେ ଏଲ ରାହୁଲ ବନିଥିଲେ। କାରଣ ଏହି ଟେଷ୍ଟ ମ୍ୟାଚ ବିରାଟ କୋହଲି ଖେଳୁନଥିଲେ। ତେବେ ଶେଷ ଟେଷ୍ଟରେ କୋହଲି ଖେଳିପାରନ୍ତି ବୋଲି ଅନୁମାନ କରାଯାଉଛି। ତେବେ ଆପଣଙ୍କ ମତରେ ସିରାଜଙ୍କ ଜାଗାରେ କିଏ ଖେଳିଲେ ଦଳ ପାଇଁ ଭଲ ହେବ ତାହା ଜଣାଇବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *