ବଡ଼ ଖବର: ସାଉଥ ଆଫ୍ରିକା ବିପକ୍ଷ ODI ମ୍ୟାଚରେ ଖେଳିବେନି ବିରାଟ କୋହଲି! କିଏ ନେବ ତାଙ୍କ ଜାଗା? ପଢନ୍ତୁ ପୁରା ଖବର

ଆପଣମାନେ ପ୍ରାୟତଃ ବିରାଟ କୋହଲିଙ୍କୁ ଜାଣିଥିବେ। ସେ କେବଳ ଟେଷ୍ଟ ଦଳର କ୍ୟାପଟେନ ଅଛନ୍ତି। ଟି-୨୦ ରୁ ଅଧିନାୟକ ପଦ ସେ ଛାଡ଼ିଦେଇଥିବା ବେଳେ ସୂତ୍ର ଅନୁସାରେ ODI କ୍ୟାପଟେନସି ତାଙ୍କୁ BCCI ଛଡ଼ାଇଦେଇଥିଲା। ତେବେ ସାଉଥ ଆଫ୍ରିକା ଗ୍ରସ୍ତ ପାଇଁ ଟେଷ୍ଟ ଦଳ ଘୋଷଣା ହୋଇଯାଇଥିବା ବେଳେ ଦିନିକିଆ ଦଳକୁ ନେଇ ପ୍ରଶ୍ନ ଉଠୁଛି।

ହେଲେ ବିଶେଷ ରିପୋର୍ଟରୁ ଯାହା ଜଣା ଯାଉଛି ବିରାଟ କୋହଲି ସାଉଥ ଆଫ୍ରିକା ବିପକ୍ଷରେ ହେବାର ଚାନ୍ସ ଥିବା ODI ରେ ଖେଳିବେ ନାହିଁ। ପ୍ରଶ୍ନ ଉଠୁଛି କି ସାଉଥ ଆଫ୍ରିକା ପରି କଣ୍ଡିସନରେ ଅନୁଭବ ଥିବା ଖେଳାଳି ଦଳ ପାଇଁ ଉଚିତ ସାବ୍ୟସ୍ତ ହୋଇପାରନ୍ତି।

 

ତେବେ ଏହା ପ୍ରଶ୍ନ କି କିଏ ନେବ କୋହଲିଙ୍କ ଜାଗା? ତେବେ ଅନ୍ୟ କଥା କହିବା ତ ରୋହିତ ଶର୍ମା ଟେଷ୍ଟ ସିରିଜରୁ ଆଘାତ କାରଣରୁ ବାହାରି ଯାଇଛନ୍ତି ବୋଲି ଜଣା ଯାଇଛି। BCCI ଟ୍ୱିଟ କରି ଏହାର ସୂଚନା ଦେଇଛି। ଦଳ ପାଖରେ ଭଲ ଭଲ ଖେଳାଳି ଉପଲବ୍ଧ ଅଛନ୍ତି। ହେଲେ କିଏ କୋହଲିଙ୍କ ଜାଗା ନେବ ତାହା ଦେଖିବା ରହିଲା।

ଆପଣଂକୁ କଣ ଲାଗୁଛି କେଉଁ ଖେଳାଳି ବିରାଟ କୋହଲି ଯଦି ନ ଖେଳନ୍ତି ତେବେ କିଏ ଖେଳିଲେ ଦଳ ପାଇଁ ଭଲ ହେବ ତାହା କମେଣ୍ଟ କରି ଜଣାନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *