IND vs NZ: ଟେଷ୍ଟ ଚମ୍ପିୟାନସିପ ପାଇଁ କାଲିଠୁ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ କଡା ଲଢେଇ! କିଏ ମରିବ ବାଜି? ଶୁଭମନ ଗିଲଙ୍କୁ ନେଇ ଆସିଲା ବଡ଼ ଅପଡେଟ

ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ୨୫ ନଭେମ୍ବରରୁ ଖେଳାଯିବ ବୋଲି ସିଡ୍ୟୁଲ ହୋଇଛି। ଏହି ମ୍ୟାଚରେ ଅଧିକ ସମ୍ଭାବନା ଅଛି କି ଭାରତୀୟ ଟିମ ମ୍ୟାନେଜମେଣ୍ଟ ଶୁଭମନ ଗିଲଙ୍କୁ ଓପନିଙ୍ଗ କରାଇବେ । ଆପଣ ଭାବୁଥିବେ ହଁ ସେ ଓପନିଙ୍ଗ ହିଁ କରିଥାନ୍ତି ହେଲେ କହିରଖିବୁ ରାହୁଲ ଆଘାତ ନହୋଇଥିଲେ ସେ ବୋଧେ ମଧ୍ୟକ୍ରମରେ ଖେଳିଥାନ୍ତେ। ଏହାକୁ ନେଇ ବହୁତ ଚର୍ଚ୍ଚା ଚାଲିଥିଲା।

Google

ବଡ଼ ଖେଳାଳିଙ୍କ ଅନୁପସ୍ଥିତରେ ଗିଲଙ୍କ ଯୋଗଦାନ ବହୁତ ଦରକାର ହୋଇପାରେ। ପ୍ରଥମ ଟେଷ୍ଟରେ ବିରାଟ କୋହଲି ଖେଳିବେ ନାହିଁ ଓ ରାହାଣେ ଅଧିନାୟକତ୍ୱ କରିବେ। ରୋହିତ ଏହି ପୁରା ଟେଷ୍ଟ ସିରିଜରେ ଖେଳିବେନି ତେଣୁ ଶୁଭମନ ଗିଲଙ୍କ ପାଖରେ ପୁରା ମୌକା ଅଛି ନିଜ ପ୍ରତିଭା ଦେଖାଇବା ପାଇଁ।

କୋହଲି ମୁମ୍ବାଇ ଟେଷ୍ଟରେ ଫେରିବେ ଓ ରୋହିତ ଶର୍ମା ଦକ୍ଷିଣ ଆଫ୍ରିକା ସିରିଜରେ ଫେରିବେ। ସେହିପରି କେ ଏଲ ରାହୁଲ ପାରିର ଆରମ୍ଭ କରିପାରନ୍ତି ଓ ମୟଙ୍କ ଅଗ୍ରୱାଲ ତାଙ୍କ ସହ ଓପନିଙ୍ଗ କରିପାରନ୍ତି। ସେହିପରି ଚେତନ ଶର୍ମାଙ୍କ ଅନୁଗାମୀରେ ଚୟନ ଟିମରେ କୋହଲିଙ୍କ ସହ ମଧ୍ୟକ୍ରମରେ ଆଉ ଏକ ବ୍ୟାଟ୍ସମ୍ୟାନ ଆବଶ୍ୟକ ଯିଏକି ବିପକ୍ଷ ଟିମକୁ ଅସୁବିଧାରେ ପକାଇପାରିବ। ହେଲେ ଏହି କ୍ରମରେ ଗିଲ ଖେଳିଥାନ୍ତେ ମାତ୍ର ଏବେ ଆୟର କିମ୍ବା ସୂର୍ଯ୍ୟକୁମାର ଯାଦବଙ୍କ ଭିତରୁ କିଏ ଜଣେ ଖେଳିପାରନ୍ତି ବୋଲି ଜଣା ଯାଉଛି।

Google

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଋଦ୍ଧିମାନ ସାହା ମୁଖ୍ୟ ୱିକେଟ କିପର ଅଟନ୍ତି। ରୋହିତ, କୋହଲି ଓ ପନ୍ତଙ୍କ ବିନା ମଧ୍ୟକ୍ରମରେ ବ୍ୟାଟ୍ସମାନଙ୍କ ଠୁ ଭଲ ଖେଳ ସାବ୍ୟସ୍ତ କରିପାରନ୍ତି। ସୂର୍ଯ୍ୟକୁମାର ଯାଦବ ଏବଂ ଶ୍ରେୟାସ ଆୟରଙ୍କ ପାଖରେ ଭଲ ଶର୍ଟ ଅଛି ଓ ସେ ଦ୍ୱିତୀୟ ନୂଆ ବଲରେ ମଧ୍ୟ ଭଲ ବ୍ୟାଟିଙ୍ଗ କରିପାରିବେ ବୋଲି ଅନୁମାନ କରାଯାଉଛି।

ପରାଜପେ କହିଛନ୍ତି,”କେଏଲ ରାହୁଲ ମଧ୍ୟ ନିଜ କ୍ୟାରିୟରର ଆରମ୍ଭରେ ମଧ୍ୟକ୍ରମରେ ବ୍ୟାଟିଙ୍ଗ କରିଥିଲେ ଓ ସଫଳତା ପାଇଥିଲେ। ଯୁବ ବ୍ୟାଟ୍ସମ୍ୟାନଙ୍କୁ ସ୍ଥାନ ବଦଳାଇ ଖେଳିବାରେ କୌଣସି ଅସୁବିଧା ହେବ ନାହିଁ”। ଗିଲ ଯଦି ମଧ୍ୟକ୍ରମରେ ଭଲ ବ୍ୟାଟିଙ୍ଗ କରିବେ ତେବେ ରୋହିତ ଓ କୋହଲି ଆସିବା ପରେ ରାହାଣେ ଓ ପୂଜାରାଙ୍କ ଉପରେ ପ୍ରେସର ରହିବ। ହେଲେ ରାହୁଲ ଆଘାତ ହେବା ପରେ ଏବେ ଗିଲ ଓପ୍ନର ଭାବେ ଓହ୍ଲାଇପାରନ୍ତି ବୋଲି ଅନୁମାନ କରାଯାଉଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *