ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ୩ୟ ଟି-୨୦ ମ୍ୟାଚରେ ଜବରଦସ୍ତ ବ୍ୟାଟିଂ କରିଛନ୍ତି ସୂର୍ଯ୍ୟ କୁମାର ଯାଦବ। ସେ ଏହି ମ୍ୟାଚରେ ଶତକ ହାସଲ କରିଛନ୍ତି। ସେ ୫୫ ବଲରେ ୧୧୭ ରନ କରିଥିଲେ। ତାଙ୍କର ଏହି ପାରିରେ ସାମିଲ ଥିଲା ୧୪ ଟି ଚୌକା ଓ ୬ ଟି ଛକା। ରୋହିତ, ପନ୍ତ ଏବଂ କୋହଲି ଜଲଦି ଆଉଟ ହୋଇଯିବା ପରେ ପାରି ସମ୍ଭାଳିଥିଲେ ଶ୍ରେୟସ ଅୟର ଏବଂ ସୂର୍ଯ୍ୟ କୁମାର ଯାଦବ।

ଶ୍ରେୟସ ଅୟର ୨୩ ବଲରେ ୨୮ କରି ଆଉଟ ହୋଇଯାଇଥିଲେ। ଇଂଲଣ୍ଡ ଆଗ ବ୍ୟାଟିଂ କରି କରିଥିଲା ୨୧୫ ରନ। ଏହି ମ୍ୟାଚରେ ଆକର୍ଷଣୀୟ ବ୍ୟାଟିଂ ଦେଖେଇଥିଲେ ସୂର୍ଯ୍ୟ କୁମାର ଯାଦବ। ସେ ଦମଦାର ବ୍ୟାଟିଂ କରିଥିଲେ। ଲଗାଇଥିଲେ ଆକର୍ଷଣୀୟ ଶତକ।
ଇଂଲଣ୍ଡ ପକ୍ଷରୁ ବଟଲର ୧୮, ରଏ ୨୭, ଡେଭିଡ ମଲାନ ୭୭, ଲିଭିଙ୍ଗଷ୍ଟୋନ ୪୨ କରିଥିଲେ। ଆଉ କେତେକ ବ୍ୟାଟ୍ସମାନ ମଧ୍ୟ କିଛି କିଛି ଯୋଗଦାନ ଦେଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।