ସୂର୍ଯ୍ୟ କୁମାର ଯାଦବ ଧୋନି ଓ କୋହଲିଙ୍କୁ ଗୋଟିଏ ଶବ୍ଦରେ ଦେଲେ ଉତ୍ତର। ଚାରିଆଡେ ଭାଇରଲ।

ଟିମ ଇଣ୍ଡିଆରର କ୍ୟାପଟେନ ବିରାଟ କୋହଲି ଓ ପୂର୍ବ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି ବର୍ତ୍ତମାନ ବିଶ୍ୱ କ୍ରିକେଟର ଦୁଇଟି ବଡ଼ ନାମ ଅଟେ। ଦୁହିଁଙ୍କ ଉପଲବ୍ଧି କହିବାର ଆବଶ୍ୟକ ନାହିଁକି ସେ କେତେ ବଡ଼ ଖେଳାଳି ଅଟନ୍ତି। ଏହି ଦୁଇ ଖେଳାଳି ଟିମ ଇଣ୍ଡିଆକୁ ଶୀର୍ଷରେ ପହଁଞ୍ଚାଇବା ପାଇଁ କୌଣସି ପ୍ରୟାସକୁ ହାତଛଡା କରିନାହାଁନ୍ତି। ଏହା ଏପରି କଥା ଯାହାକୁ ସମସ୍ତେ ଜାଣିଛନ୍ତି ଓ ବୁଝିଛନ୍ତି। ଏହି ଦୁହିଁଙ୍କୁ ନେଇ ଜଣେ ପ୍ରଶଂସକ ଯେବେ ସୂର୍ଯ୍ୟକୁମାର ଯାଦବଙ୍କୁ ପ୍ରଶ୍ନ କଲେ ତ ମୁମ୍ବାଇ ଇଣ୍ଡିଆନ୍ସର ଏହି ବ୍ୟାଟ୍ସମ୍ୟାନ ଦେଲେ ଏହିପରି ପ୍ରତିକ୍ରିୟା।

Google

ସୂର୍ଯ୍ୟକୁମାର ଇଂଷ୍ଟାଗ୍ରାମରେ ନିଜ ଫ୍ୟାନସଙ୍କ ପାଇଁ ପ୍ରଶ୍ନ ଉତ୍ତର ରଖିଥିଲେ। ଏହି ସମୟରେ ପ୍ରଶଂସକ ତାଙ୍କୁ ବିରାଟ କୋହଲି ଓ ମହେନ୍ଦ୍ର ସିଂହ ଧୋନିଙ୍କୁ ଗୋଟିଏ ଶବ୍ଦରେ ପ୍ରକାଶ କରିବାକୁ କହିବାର ନଜର ଆସିଥିଲେ। ଏହାର ଉତ୍ତରରେ ସୂର୍ଯ୍ୟକୁମାର ଧୋନିଙ୍କ ପାଇଁ ଲିଜେଣ୍ଡ ଓ କୋହଲିଙ୍କ ପାଇଁ ପ୍ରେରଣା ଶବ୍ଦ କହିବାର ନଜର ଆସିଥିଲେ। ଏହା ସହ ଆଉଜଣେ ପ୍ରଶଂସକ ତାଙ୍କୁ ରୋହିତ ଶର୍ମାଙ୍କୁ ଗୋଟେ ଶବ୍ଦରେ ପ୍ରକାଶ କରିବାକୁ କହିଥିଲେ ତ ସୂର୍ଯ୍ୟକୁମାର ରୋହିତଙ୍କ ନିମନ୍ତେ “ହିଟମ୍ୟାନ” ଶବ୍ଦ ବ୍ୟବହାର କରିବାର ନଜର ଆସିଥିଲେ।

ସୂର୍ଯ୍ୟକୁମାରଙ୍କୁ ଯେବେ ତାଙ୍କର ବେଷ୍ଟ ପାରି ବିଷୟରେ ପଚରାଗଲା ସେ ଏହି ବର୍ଷ ଇଂଲଣ୍ଡ ସହ ଖେଳିଥିବା ଟି-୨୦ ସିରିଜରେ ନିଜର ଡେଭ୍ୟୁ ମ୍ୟାଚକୁ କହିଥିବାର ଜଣା ଯାଇଥିଲେ। ସେହି ମ୍ୟାଚରେ ସୂର୍ଯ୍ୟକୁମାର ଜୋଫ୍ରା ଆର୍ଚ୍ଚରଙ୍କୁ ଫାଇନ ଲେଗରେ ଛକା ମାରି ଡେବ୍ୟୁ ମ୍ୟାଚ ଆରମ୍ଭ କରିବାର ନଜର ଆସିଥିଲେ। ଏହି ମ୍ୟାଚରେ ସେ ଅର୍ଦ୍ଧଶତକ ମଧ୍ୟ ମାରିବାର ନଜର ଆସିଥିଲେ।

Google
ସୂର୍ଯ୍ୟକୁମାର ଇଂଲଣ୍ଡ ବିରୁଦ୍ଧରେ ଅନ୍ତରାଷ୍ଟ୍ରୀୟ ଡେବ୍ୟୁ କରିଥିଲେ:

ସୂର୍ଯ୍ୟକୁମାରଙ୍କ ପାଇଁ ଏହି ବର୍ଷ ଭଲ ଯାଇଛି। ଘରୋଇ କ୍ରିକେଟ ଓ ଆଇପିଏଲରେ ଭଲ ପ୍ରଦର୍ଶନ ପରେ ତାଙ୍କୁ ଇଂଲଣ୍ଡ ବିରୁଦ୍ଧରେ ଘରୋଇ ସିରିଜରେ ଟିମରେ ବଛାଗଲା। ସେ ଇଂଲଣ୍ଡ ବିରୁଦ୍ଧରେ ୩ ଟି ଟି-୨୦ ମ୍ୟାଚରେ ୧୮୫ ରୁ ଅଧିକ ଷ୍ଟାଇକରେଟରେ ୮୯ ରନ ବନେଇଥିଲେ। ଏଥିରେ ଏକ ଅର୍ଦ୍ଧଶତକବି ସାମିଲ ଥିଲା।

ସେ ଆଇପିଏଲର ପୂର୍ଵ ବର୍ଷ ମଧ୍ୟ ସୁନ୍ଦର ପ୍ରଦର୍ଶନ କରି ମୁମ୍ବାଇକି ୫ମ ଥର ଟ୍ରଫି ଜିତାଇବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭେଇଥିଲେ। ସେବେ ଏହି ବ୍ୟାଟ୍ସମ୍ୟାନ ୧୬ ଟି ମ୍ୟାଚରେ ୪୮୦ ରନ ବନେଇଥିଲେ। କରୋନା ପାଇଁ ଆଇପିଏଲ ୨୦୨୧ ପୋଷ୍ଟପନଡ଼ ହେବା ପୂର୍ବରୁବି ସୂର୍ଯ୍ୟକୁମାର ୭ ଟି ମ୍ୟାଚରେ ୧୭୩ ରନ ବନେଇବାର ନଜର ଆସିଥିଲେ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *