ବ୍ୟୁରୋ ରିପୋର୍ଟ: ସାଉଥ ଆଫ୍ରିକା ଖେଳାଳିଙ୍କ କୋଭିଡ ଟେଷ୍ଟ କରାଯାଇଛି ଯିଏକି ଭାରତ ଗ୍ରସ୍ତରେ ଆସିଛନ୍ତି। ତେବେ ଦଳର ସବୁ ସଦସ୍ୟଙ୍କ ରିପୋର୍ଟ ନେଗେଟିଭ ଆସିଛି ଏବଂ ଦଳ ପ୍ରାକ୍ଟିସ ଆରମ୍ଭ କରିଛି। କେଶବ ମହାରାଜ ଏବଂ ତବରେଜ ସାମସି କଡା ପରିଶ୍ରମ କରୁଛନ୍ତି ବୋଲି ବିଶେଷ ରିପୋର୍ଟରୁ ଜଣା ଯାଇଛି। ସ୍ପିନ ବୋଲିଂ ପ୍ରାକ୍ଟିସ ଆଡମ ମାର୍କମ କରୁଛନ୍ତି ବୋଲି ବିଶେଷ ରିପୋର୍ଟରୁ ଜଣା ଯାଇଛି।

ଅନେକ ଦିନ ପରେ ଟିମକୁ ଫେରିଥିବା ଭଲ ଖେଳାଳି ୱେନ ପାର୍ନେଲ ପ୍ରାକ୍ଟିସ ବି କରିଛନ୍ତି। ମୁଖ୍ୟ କୋଚ୍ ବାଉଚରଙ୍କ ସହ ରସି ଭାନ ଡର ଡସେନ ପ୍ରାକ୍ଟିସ କରୁଥିଲେ। ତେବେ ଆଉ କିଛି ଖେଳାଳି ବି ମାର୍କ ବାଉଚରଙ୍କ ଟିପ୍ସ ନେଉଥିଲେ ବୋଲି ବିଶେଷ ସୂତ୍ରରୁ ଜଣା ଯାଇଛି। IPL 2022 ରେ ସୁନ୍ଦର ଫର୍ମରେ ଥିବା ଡାଭିଡ ମାଳଦୀପରେ ଛୁଟି ମନାଉଛନ୍ତି।
ଜୁନ ୯ ରେ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ପ୍ରଥମ ମ୍ୟାଚ ଭାରତ ଏବଂ ସାଉଥ ଆଫ୍ରିକା ବିପକ୍ଷରେ ଖେଳାଯିବାର ଅଛି। ୨ ଦଳ ମଧ୍ୟ ୫ଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳାଯିବାର ଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।