ବ୍ୟୁରୋ ରିପୋର୍ଟ: ଭାରତ ଆଉ ୱେଷ୍ଟ ଇଣ୍ଡିଜ ମଧ୍ୟରେ ଟି-୨୦ ସିରିଜ ଆରମ୍ଭ ହେବାର ଅଛି। ଏହି ଟି-୨୦ ସିରିଜ ଟି ୫ ଦିନିଆ ହେବାକୁ ଯାଉଛି ଏହାର ମାନେ ହେଉଛି ଭାରତ ଏବଂ ୱେଷ୍ଟ ଇଣ୍ଡିଜମଧ୍ୟରେ ୫ଟି ଟି-୨୦ ମ୍ୟାଚ ହେବାର ଅଛି।

ଏହାର କିଛି ଦିନ ପୂର୍ବରୁ ଦିନିକିଆ ସିରିଜ ମଧ୍ୟ ୱେଷ୍ଟ ଇଣ୍ଡିଜ ମଧ୍ୟରେ ଖେଳା ଯାଇଥିଲା ଯାହାକୁ ଭାରତ ଜିତି ଯାଇଛି ଆଉ ଏହି ସିରିଜରେ ହୋଇଥିବା ତିନୋଟି ଯାକ ମ୍ୟାଚକୁ ଭାରତ ୩-୦ ରେ ଜିତି ଯାଇଛି। ଟି-୨୦ ହେବ କି ନାହିଁ ଆଶଙ୍କା ସୃଷ୍ଟି ହୋଇଛି କାରଣ ଗୋଟିଏ ଦଳ ତାର ଟି-୨୦ ଦଳ ମ୍ୟାଚ ହେବାର ୨୪ ଘଣ୍ଟା ପୂର୍ବରୁ ଘୋଷଣା କରି ଦିଅନ୍ତି।
ମାତ୍ର ୱେଷ୍ଟ ଇଣ୍ଡିଜ କ୍ଷେତ୍ରରେ ଏହାର ବିପରୀତ ଦେଖିବାକୁ ମିଳୁଛି।ସେମାନେ ଏ ପର୍ଯ୍ୟନ୍ତ ତାଙ୍କର ଟି-୨୦ ୧୫ ଜଣିଆ ଦଳ ଘୋଷଣା କରି ନାହାନ୍ତି। ଖେଳ ଆରମ୍ଭ ହେବା ପୂର୍ବରୁ ଏ ସବୁ ଜିନିଷ ହେବା ଦରକାର ମାତ୍ର ୱେଷ୍ଟ ଇଣ୍ଡିଜ ତାର ଦଳ ଘୋଷଣା କରିନାହିଁ।

ଯେହେତୁ ସେ ତାର ଦଳ ଘୋଷଣା କରି ନାହିଁ ତେଣୁ ଟି-୨୦ ହେବ କି ନାହିଁ ତାହା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଇଛି।କିନ୍ତୁ ଭାରତ ତାର ଟି-୨୦ ଦଳ ବହୁତ ପୂର୍ବରୁ ଘୋଷଣା କରି ସାରିଛି ଯେଉଁଠି ରୋହିତ ଶର୍ମା ସମେତ ହାର୍ଦିକ ପାଣ୍ଡ୍ୟା,ସୂର୍ଯ୍ୟ କୁମାର ଯାଦବ ସମେତ ବହୁତ ଖେଳାଳି ରହିଛନ୍ତି। ଏକ ଟି-୨୦ ଦଳ ଘୋଷଣା କରିବା ବେଳେ ସେଥିରେ ୧୫ ଜଣିଆ ଦଳ ଘୋଷଣା କରାଯାଇଥାଏ। ଯେଉଁମାନେ କି ଟି-୨୦ ଖେଳିବାକୁ ମନୋନୀତ ହୋଇଥାନ୍ତି। ୱେଷ୍ଟ ଇଣ୍ଡିଜର ଲୋକ ମାନେ ମଧ୍ୟ ଆଉ କ୍ରିକେଟ ଦେଖିବାକୁ ଭଲ ପାଉ ନାହାଁନ୍ତି।
ଏବେ ସେଠାରେ ଦର୍ଶକ ସଂଖ୍ୟା ମଧ୍ୟ କମିବାରେ ଲାଗିଛି ଯେଉଁ ଦିନିକିଆ ସିରିଜ ହୋଇଥିଲା ସେଥିରେ ମଧ୍ୟ ବହୁତ କମ ଲୋକ ଖେଳ ଦେଖିବାକୁ ଆସୁଥିଲେ ଯାହାକି ଏକ ଚିନ୍ତାର ବିଷୟ ପାଳିଟିଛି। ତାଙ୍କର କିକେଟ ବୋର୍ଡ ମଧ୍ୟ ଏହି ବିଷୟରେ ସେମିତି କିଛି ବଡ ପଦକ୍ଷେପ ନେଉ ନାହାନ୍ତି।

ତାଙ୍କୁ ଯେବେ ପଚରା ଗଲା ସେ କାହିଁକି ସେତେ ସମୟ ହେଲା ତାଙ୍କର ଟି-୨୦ ଦଳ ଘୋଷଣା କରି ନାହାନ୍ତି ସେ ଏହାର କୌଣସି ଉତ୍ତର ଦେଇ ନାହାନ୍ତି।ତେଣୁ ଏହା ଭାରତରେ ଥିବା କ୍ରିକେଟ ପ୍ରେମୀଙ୍କୁ ବହୁତ ଅସୁବିଧାରେ ପକାଇଛି କି କଲି ଟି-୨୦ ହେବ କି ନାହିଁ।ତେଣୁ ଏହା ଉପରେ ଆମ ଭାରତର କ୍ରିକେଟ ବୋର୍ଡ କିଛି ପଦକ୍ଷେପ ନେବା ଦରକାର ବୋଲି ଲୋକମାନେ ଆଶା କରିଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।