ବ୍ୟୁରୋ ରିପୋର୍ଟ: ଇଂଲଣ୍ଡ ଘୋଷଣା କରିଛି ପ୍ଲେଇଁ ଇଲେଭନ। ୧ ଜୁଲାଇରୁ ଖେଳାଯିବାର ଅଛି ୫ମ ଟେଷ୍ଟ ମ୍ୟାଚ ଏଜବେଷ୍ଟନରେ ଖେଳାଯିବାର ଅଛି। ଜେମ୍ସ ଆଣ୍ଡରସନ ପାଇଛନ୍ତି ଦଳରେ ସ୍ଥାନ। ୱିକେଟ କିପର ସାମ ବିଲିଙ୍ଗସ ମଧ୍ୟ ପାଇଛନ୍ତି ସ୍ଥାନ। ରିପୋର୍ଟ ଅନୁସାରେ ବେନ ଫୋକ୍ସ କରୋନା ପଜିଟିଭ ହେବା ପରେ ତାଙ୍କୁ ପ୍ଲେଇଁ ଇଲେଭେନରୁ ବାହାର କରାଯାଇଛି।
ବେନ ଫୋକ୍ସଙ୍କ ଛଡା ଜେମି ଓଭରଟନ ବି ପଡିଛନ୍ତି ବାଦ। କୋହଲିଙ୍କ ନେତୃତ୍ୱରେ ଭାରତ ୨-୧ ରେ ଅଛି ଆଗୁଆ। ଶେଷ ମ୍ୟାଚ ଭାରତକୁ ଜିତିବା ପାଇଁ ହେଲେ ମ୍ୟାଚ ଜିତିବାକୁ ହେବ କିମ୍ବା ଡ୍ର କରିବାକୁ ହେବ।
Our XI for the fifth LV= Insurance Test with @BCCI ?
More here: https://t.co/uXHG3iOVCA
??????? #ENGvIND ?? pic.twitter.com/xZlULGsNiB
— England Cricket (@englandcricket) June 30, 2022
ଆଣ୍ଡରସନ ୬୫୦ ୱିକେଟ ନେବାରୁ ଗୋଟିଏ ୱିକେଟ ଦୂରରେ ଅଛନ୍ତି। କ୍ୟାପଟେନ ବେନ ଷ୍ଟୋକସଙ୍କ କ୍ୟାପଟେନସିରେ ଇଂଲଣ୍ଡ ଜିତିଥିଲା ନ୍ୟୁଜିଲାଣ୍ଡ ବିପକ୍ଷରେ। ଦଳରେ ଜୋ ରୁଟ ଅଛନ୍ତି ଯିଏକି ଜଣେ ଜବରଦସ୍ତ ଖେଳାଳି। ଦଳ ପାଖରେ ବେୟାରଷ୍ଟୋ ଅଛନ୍ତି ଯିଏକି ସୁନ୍ଦର ଫର୍ମରେ ଅଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।