୨୦୨୨ ପାଇଁ ଜାରି ହେଲା ଭାରତୀୟ ଦଳର ସିଡ୍ୟୁଲ! ଏହି ଏହି ଦଳ ସହ ଅଛି ଭାରତର ମ୍ୟାଚ, ପଢନ୍ତୁ ପୁରା ଖବର

ଭାରତୀୟ ଟିମ ଦକ୍ଷିଣ ଆଫ୍ରିକାକୁ ପ୍ରଥମ ଟେଷ୍ଟ ମ୍ୟାଚରେ ହରାଇ ବର୍ଷ ୨୦୨୧ର ଶେଷ କରିଛି। ବର୍ଷ ୨୦୨୨ରେ ମଧ୍ୟ ଭାରତୀୟ ଟିମ ଏହି ଟିମର ସାମ୍ନା କରିବ। ଏହି ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚ ୩ ଜାନୁଆରୀରୁ ଜୋହାନବର୍ଗରର ଖେଳା ଯିବାର ଅଛି। ଖାସ କଥା ଏହାକି ବର୍ଷ ୨୦୨୨ରେ ଦକ୍ଷିଣ ଆଫ୍ରିକା ଟିମ ଭାରତ ଗ୍ରସ୍ତ କରିବ। ଆସନ୍ତୁ ଜାଣିବା ଭାରତର ୨୦୨୨ ସିଡ୍ୟୁଲ ଉପରେ।

Google

ଭାରତୀୟ ଟିମ ୨୦୨୨ର ପ୍ରଥମ ମ୍ୟାଚ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖେଳିବାର ଅଛି। ଏହା ପରେ କେପଟାଉନରେ ସିରିଜର ତୃତୀୟ ଟେଷ୍ଟ ମ୍ୟାଚ ଖେଳାଯିବାର ଅଛି। ଏହା ପରେ ଦୁଇ ଟିମ ମଧ୍ୟରେ ତିନୋଟି ଏକଦିବସିୟ ମ୍ୟାଚ ଖେଳାଯିବ ଯାହାର ଆରମ୍ଭ ୧୯ ଜାନୁଆରୀରୁ ପାର୍ଲରେ ଖେଳାଯିବାର ଅଛି। ଏହି ସିରିଜ ଏକଦିବସିୟ ବିଶ୍ୱକପର ସୁପରଲିଗର ଅଂଶ ହେବ। ଦ୍ୱିତୀୟ ଏକଦିବସିୟ ୨୧ ଜାନୁଆରୀରେ ସେହି ପାର୍ଲରେ ଖେଳାଯିବାର ଚାନ୍ସ ଅଛି । ତୃତୀୟ ଏକଦିବସିୟ ୨୩ ଜାନୁଆରୀକୁ କେପଟାଉନରେ ଖେଳାଯିବାର ଚାନ୍ସ ଅଛି।

ଫେବୃୟାରୀରେ ୱେଷ୍ଟଇଣ୍ଡିଜ ଟିମ ଭାରତ ଗ୍ରସ୍ତ କରିବ। ସିରିଜର ପ୍ରଥମ ଏକଦିବସିୟ ଅହମ୍ମଦାବାଦରେ ୬ ଫେବୃୟାରୀକୁ ଖେଳାଯିବାର ଅଛି। ଏହା ପରେ ରାୟପୁରରେ ଦ୍ୱିତୀୟ ଏକଦିବସିୟ ୯ ଫେବୃୟାରୀକୁ ଆଉ ତୃତୀୟ ଏକଦିବସିୟ ଇଡେନ ଗାର୍ଡନ କଲିକତାରେ ୧୨ ଫେବୃଆରୀକୁ ଖେଳାଯିବାର ଅଛି। ଏହା ପରେ ଦୁଇ ଟିମ ମଧ୍ୟରେ ଟି-୨୦ ମ୍ୟାଚ ମଧ୍ୟ ଖେଳାଯିବାର ଅଛି। ପ୍ରଥମ ଟି-୨୦ କଟକରେ ୧୫ ଫେବୃଆରୀକୁ ,ଦ୍ୱିତୀୟ ଟି-୨୦ ବିଶାଖାପାଟନମରେ ୧୮ ଫେବୃଆରୀକୁ ଓ ତୃତୀୟ ଟି-୨୦ ତିରୁଅନନ୍ତପୁରମରେ ୨୦ ଫେବୃଆରୀକୁ ଅନୁଷ୍ଠିତ ହେବାର ଅଛି।

Google

ଏହା ପରେ ଶ୍ରୀଲଙ୍କା ଟିମ ଭାରତ ଗ୍ରସ୍ତ କରିବ ଓ ଦୁଇଟି ଟେଷ୍ଟ ମ୍ୟାଚ ଖେଳିବାର ଚାନ୍ସ ଅଛି। ଏହା ପରେ ଦୁଇ ଟିମ ମଧ୍ୟରେ ୩ ଟି ଟି-୨୦ ମ୍ୟାଚର ସିରିଜ ଖେଳାଯିବ ବୋଲି ଜଣା ଯାଉଛି। ପ୍ରଥମ ଟେଷ୍ଟ ୨୫ ଫେବୃଆରୀକୁ ବାଙ୍ଗଲୋରରେ ଖେଳାଯିବାର ଅଛି। ଦ୍ୱିତୀୟ ଟେଷ୍ଟ ୫ ମାର୍ଚ୍ଚକୁ ମୋହାଲିରେ ଖେଳାଯିବାର ଅଛି। ପ୍ରଥମ ଟି-୨୦ ୧୩ ମାର୍ଚ୍ଚକୁ ମୋହାଲିରେ ,ଦ୍ୱିତୀୟ ଟି-୨୦ ୧୫ ମାର୍ଚ୍ଚକୁ ଧର୍ମଶାଳାରେ ଓ ତୃତୀୟ ଟି-୨୦ ୧୮ ମାର୍ଚ୍ଚକୁ ଲଖନଉରେ ଖେଳାଯିବାର ଚାନ୍ସ ଅଛି।

ଦକ୍ଷିଣ ଆଫ୍ରିକା ଟିମ ଜୁନରେ ଭାରତ ଗ୍ରସ୍ତ କରିବ ଓ ୫ ଟି ଟି-୨୦ ମ୍ୟାଚ ଖେଳିବ। ସିରିଜର ୫ ଟି ଯାକ ମ୍ୟାଚ ୧୦,୧୨,୧୪,୧୭ ଓ ୧୯ ଜୁନକୁ ଚେନ୍ନାଇ, ବେଙ୍ଗଲୋର, ନାଗପୁର,ରାଜକୋଟ ଓ ନୂଆଦିଲ୍ଲୀ ରେ ଖେଳାଯିବାର ଅଛି।

Google

ଏହା ପରେ ଭାରତୀୟ ଟିମ ଇଂଲଣ୍ଡ ଯିବାର ଅଛି ଓ ତିନୋଟି ଟି-୨୦ ଓ ତିନୋଟି ଏକଦିବସିୟ ମ୍ୟାଚ ଖେଳିବାର ଅଛି। ଏହି ସମୟରେ ଗୋଟେ ଟେଷ୍ଟ ମ୍ୟାଚ ମଧ୍ୟ ଖେଳାଯିବାର ଅଛି। ପ୍ରଥମ ଟି-୨୦ ୭ ଜୁଲାଇକୁ ସାଇଥମପଟନରେ ଖେଳାଯିବାର ଚାନ୍ସ ଅଛି, ଦ୍ୱିତୀୟ ଟି-୨୦ ବର୍ମୀଘଂମରେ ୯ ଜୁଲାଇକୁ, ତୃତୀୟ ଟି-୨୦ ୧୦ ଜୁଲାଇକୁ ନୋଟିଘଂମରେ ଅନୁଷ୍ଠିତ ହେବାର ଚାନ୍ସ ଅଛି। ଏକଦିବସିୟ ସିରିଜ ୧୨ ଜୁଲାଇକୁ ଆରମ୍ଭ ହେବ ଯାହାର ପ୍ରଥମ ମ୍ୟାଚ ଓଭାଲରେ ଖେଳାଯିବ। ଦ୍ୱିତୀୟ ୧୪ ଜୁଲାଇକୁ ଲର୍ଡ଼ସରେ ଓ ତୃତୀୟ ୧୭ ଜୁଲାଇକୁ ମଞ୍ଚେଷ୍ଟରରେ ଖେଳାଯିବ। ନଭେମ୍ବରରେ ଟି-୨୦ ବିଶ୍ୱକପ ୨୦୨୨ ଆୟୋଜନ ଅଷ୍ଟ୍ରେଲିଆରେ ହେବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published.