Asia Cup 2022 ରେ ଭାରତ ଓ ପାକିସ୍ତାନ ବିପକ୍ଷରେ ହୋଇଥିଲା ଏକ ମ୍ୟାଚ ଯେଉଁଥିରେ ପାଣ୍ଡ୍ୟା, କୋହଲି, ଜାଡେଜା ଆକର୍ଷଣୀୟ ବ୍ୟାଟିଂ କରି ଦଳକୁ ଦେଇଥିଲେ ବିଜୟ। ଏହି ମ୍ୟାଚରେ ବୋଲର ବି କରିଥିଲେ ଜବରଦସ୍ତ ବୋଲିଂ। ଭୁବନେଶ୍ୱର କୁମାର, ଅର୍ସଦୀପ ସିଂ କରିଥିଲେ ଆକର୍ଷଣୀୟ ବୋଲିଂ।

ତେବେ ଭାରତ ୩୧ ଅଗଷ୍ଟରେ ହଙ୍କକଙ୍ଗ ବିପକ୍ଷରେ ଖେଳୁଛି। ଯଦି ଭାରତ ଏହି ମ୍ୟାଚ ଜିତିଯାଏ ତେବେ ଭାରତ TOP-4 ରେ କ୍ବାଲିଫାଏ କରିବା ଦ୍ୱିତୀୟ ଟିମ ହୋଇଯିବ। ଆଫଗାନିସ୍ତାନ ପ୍ରଥମ ଟିମ ଭାବରେ କରିଛି କ୍ବାଲିଫାଏ।
ଯଦି ହଙ୍କକଙ୍ଗ ଆଜି ଭାରତ ଠୁ ହାରିଯାଏ ଏବଂ ପାକିସ୍ତାନ ତାର ଆଗ ମ୍ୟାଚରେ ହଙ୍କକଙ୍ଗକୁ ହରେଇଦିଏ ତେବେ ପାକିସ୍ତାନ TOP-4 ରେ ପଂହଁଚିଯିବ ଏବଂ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବ ଆଉ ଏକ ମୁକାବିଲା।

ଭାରତର ପ୍ରଥମ ମ୍ୟାଚରେ ପାକିସ୍ତାନ ହାରିଥିଲା। ରୋହିତଙ୍କ କ୍ୟାପଟେନସି, ବିରାଟଙ୍କ ଜରୁରୀ ପାରି,ଭୁବି ଓ ପାଣ୍ଡ୍ୟାଙ୍କ ଜବରଦସ୍ତ ବୋଲିଂ,ଅର୍ସଦୀପଙ୍କ ଦମଦାର ବୋଳିବ, ପାଣ୍ଡ୍ୟା ଓ ଜାଡେଜାଙ୍କ ଫିନିସିଙ୍ଗ ଦେଇଥିଲା ଭାରତକୁ ବିଜୟ।
ତେବେ ଭାରତ ଏହି ଏସିଆ କପ ଜିତିବାର ପ୍ରବଳ ଦାବିଦାର। ଦଳରେ ଅନେକ ଖେଳାଳି ଫର୍ମରେ ଅଛନ୍ତି। ପାଣ୍ଡ୍ୟା ଜବରଦସ୍ତ କମବ୍ୟାକ କରିଛନ୍ତି। ପାକିସ୍ତାନ ବିରୁଦ୍ଧରେ ସେ ଅଲରାଉଣ୍ଡର ପ୍ରଦର୍ଶନ କରିଥିଲେ। ବ୍ୟାଟିଂ ଓ ବୋଲିଂ ରେ କରିଥିଲେ ଜବରଦସ୍ତ ପ୍ରଦର୍ଶନ। ଜାଡେଜା ପାଣ୍ଡ୍ୟା ସହ ପାର୍ଟନରସିପ କରି କରିଥିଲେ ଆକର୍ଷଣୀୟ ବ୍ୟାଟିଂ।