ଜିମ୍ବାୱେ ବିପକ୍ଷରେ ଭାରତୀୟ ଦଳ ଲଗାତାର ଅଧିକ ଥର ଜିତିବାର ରେକର୍ଡ ନିଜ ନାମରେ କରିଛି। ପୂର୍ବ ମ୍ୟାଚରେ ଭାରତୀୟ ଦଳ ଏହି ରେକର୍ଡ କରିଥିଲେ ଆଉ ଆଜି ମ୍ୟାଚ ମ୍ୟାଚରେ ଏହି ରେକର୍ଡକୁ ଆହୁରି ଆଗକୁ ନେଇଛନ୍ତି। ଲଗାତାର ୧୪ ଥର ପାଇଁ ଭାରତୀୟ ଦଳ ଜିମ୍ବାୱେକୁ ହରାଇଛନ୍ତି। ଭାରତୀୟ ଦଳର ଶେଷ ଥର ପାଇଁ ଜିମ୍ବାୱେ ଠାରୁ ଯଦି କୌଣସି ମ୍ୟାଚ ହାରିଥିଲା ସେ ହେଉଛି ଜୁନ ୨୦୧୦ ରେ।

ତେଣୁ ଲଗାତାର ପ୍ରାୟ ୧୨ ବର୍ଷ ପର୍ଯ୍ୟନ୍ତ ଭାରତୀୟ ଦଳ ଜିମ୍ବାୱେକୁ ହରାଉଛି ଆଉ ନିଜ ନାମରେ ରେକର୍ଡ କରିଛି ୧୪-୦। ଲଗାତର ୧୪ ନମ୍ବର ବିଜୟ ଭାରତୀୟ ଦଳ ଆଜି କରିଛି। ୨ ନମ୍ବର ମ୍ୟାଚ ଜିତିବା ପରେ ଭାରତୀୟ ଦଳ ଲଗାତାର ୧୪ ଥର ପାଇଁ ଜିମ୍ବାୱେକୁ ପରାସ୍ତ କରିଛି।ଯଦି ଆମେ ଏହି ଜିତିବା ରେକର୍ଡକୁ ଦେଖିବା ତାହେଲେ ଭାରତୀୟ ଦଳର ଲଗାତାର ୧୨ ଟି ମ୍ୟାଚ ବାଙ୍ଗଲାଦେଶ ଠୁ ଜିତିଥିଲେ। ୧୯୮୮ ଠାରୁ ଆରମ୍ଭ କରି ୨୦୦୭ ପର୍ଯ୍ୟନ୍ତ ଭାରତୀୟ ଦଳ ବାଙ୍ଗଲାଦେଶ ବିପକ୍ଷରେ ଭାରତୀୟ ଦଳ ଅଜୟ ରହିଥିଲା। ଆଉ ୧୨ ଟି ଦିନିକିଆ ମ୍ୟାଚରେ ତାକୁ ପରାସ୍ତ କରିଥିଲା।
ତିନି ନମ୍ବର ସ୍ଥାନରେ ଅଛି ନ୍ୟୁଜିଲାଣ୍ଡ ଯାହାକୁ କି ଭାରତୀୟ ଦଳ ୧୯୮୬ ଠାରୁ ଆରମ୍ଭ କରି ୧୯୮୮ ପର୍ଯ୍ୟନ୍ତ ଲଗାତାର ୧୧ ମ୍ୟାଚରେ ପରାସ୍ତ କରିଥିଲା। ଆଉ ତାପରେ ପୁଣି ଜିମ୍ବାୱେ ଅଛି ଯାହାକୁ କି ଭାରତୀୟ ଦଳର ୨୦୦୨ ଠାରୁ ଆରମ୍ଭ କରି ୨୦୦୫ ମଧ୍ୟରେ ଲଗାତର ୧୦ ଟି ମ୍ୟାଚରେ ପରାସ୍ତ କରିଥିଲା। ଏହା ଏକ ବହୁତ ବଡ଼ ରେକର୍ଡ ହୋଇ ଯାଇଛି କି ଆମ ଭାରତୀୟ ଦଳ ଲଗାତର ଜିମ୍ବାୱେ ବିପକ୍ଷରେ ୨୦୧୦ ପରଠାରୁ ଏ ପର୍ଯ୍ୟନ୍ତ ଜମା ବି ପରାସ୍ତ ହୋଇନାହିଁ।

ତେଣୁ ଜିମ୍ବାୱେ କିଛି ବର୍ଷ ହେବ ଯେପରି ଖେଳୁଛି କୁହା ଯାଇପାରେ ଯଦି ଜିମ୍ବାୱେ ବିପକ୍ଷରେ ଯଦି ଭାରତୀୟ ଦଳ ଆହୁରି ଲଗାତର ୬ଟି ମ୍ୟାଚ ବି ଖେଳେ ତାହେଲେ ଏହି ରେକର୍ଡ ୨୦-୦ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚି ଯାଇପାରେ। ଏହା ହେଉଛି ସେଇ ଜିମ୍ବାୱେ ଯିଏ ପାକିସ୍ତାନକୁ ମଧ୍ୟ ହରେଇଛି ଯାହାକୁ କି ସିଏ ୯୯ ରେ ଅଲ ଆଉଟ କରି ଦେଇଥିଲା।ଏହା ହେଉଛି ବଡ ରେକର୍ଡ ଯାହାକୁ କି ଭାରତୀୟ ଦଳ ନିଜ ନାମରେ କରିଛି।
ଏହା ହେଉଛି ଦିନିକିଆ ଖେଳ ଗୋଟିଏ ଦିନ ମଧ୍ୟରେ କିଛି ବି ହୋଇପାରେ। ଭାରତୀୟ ଦଳ ଏହି ରେକର୍ଡ ରାହୁଲଙ୍କ ଅଧିନାୟକ ଭିତରେ ବନେଇଛି। ତେଣୁ ରାହୁଲଙ୍କ ଆତ୍ମ ବିଶ୍ବାସ ପାଇଁ ମଧ୍ୟ ଏହା ବହୁତ ସହାୟକ ହୋଇପାରେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।