ଦକ୍ଷିଣ ଆଫ୍ରିକା ଗ୍ରସ୍ତ ଭାରତ ୨ୟ ଟି-୨୦ ପାଇଁ ଦୁଇ ଦେଶର ୧୧ ଜଣ ସମ୍ଭାବ୍ୟ ଖେଳାଳି ଏବଂ ଖେଳର ତଥ୍ୟ ହୋଇଛି ଜାରି। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ୧୨ ଜୁନ ୨୦୨୨ ଶନିବାର ଦିନ କଟକର ବାରବାଟୀ ପଡ଼ିଆରେ ସନ୍ଧ୍ୟା ୭ଟା ଭାରତ ସମୟ ଅନୁସାରେ ଖେଳାଯିବାର ଅଛି।

ଭାରତ ଦଳର ୧୧ ଜଣ ସମ୍ଭାବ୍ୟ ଖେଳାଳି ହେଉଛନ୍ତି:
(୧) ଋତୁରାଜ ଗାଏକୱାଡ (୨) ଇଶନ କିଶାନ (୩) ଶ୍ରେୟସ ଆୟର(୪) ରିଶଭ ପନ୍ତ (୫) ହାର୍ଦିକ ପାଣ୍ଡ୍ୟା (୬) ଦିନେଶ କାର୍ତ୍ତିକ (୭) ଅକ୍ସର ପଟେଲ (୮) ଭୁବନେଶ୍ୱର କୁମାର (୯) ହର୍ଷଲ ପଟେଲ (୧୦) ଆଭେସ ଖାନ (୧୧) ୟୁଜବେନ୍ଦ୍ର ଚାହଲ।
ଦକ୍ଷିଣ ଆଫ୍ରିକାର ସମ୍ଭାବ୍ୟ ୧୧ ଜଣ ଖେଳାଳି ହେଉଛନ୍ତି
(୧) କ୍ଵିଣ୍ଟନ ଡି କକ (୨) ତେମ୍ବା ବଭୂମା(୩)ରାଶି ଭାନ ଡର ହୁସେନ(୪) ଡାଭିଡ ମିଲର(୫) ତ୍ରିଷ୍ଟାନ ସ୍ଟବସ (୬) ୱେନ ପାର୍ନେଲ (୭) ପ୍ରିଟୋରିୟସ(୮) କେଶବ ମହାରାଜ(୯) ତବରେଜ ସାମ୍ସି(୧୦) କାଗିସୋ ରବାଡ଼ା (୧୧) ଏନରିକ ନୋର୍କିଆ।

ତେବେ ଇଣ୍ଡିଆ ଏହି ମ୍ୟାଚ ଜିତିଳେ ୧-୧ରେ ସିରିଜ ବରାବର ହେବ ଏବଂ ଯଦି ଏହି ମ୍ୟାଚ ସାଉଥ ଆଫ୍ରିକା ଜିତେ ତେବେ ୨-୦ ରେ ଆଗୁଆ ହୋଇଯିବ ସାଉଥ ଆଫ୍ରିକା। ପ୍ରଥମ ମ୍ୟାଚରେ ଟିମ ଇଣ୍ଡିଆ ପକ୍ଷରୁ ଇଶାନ କିଷାନ ସୁନ୍ଦର ବ୍ୟାଟିଂ କରିଥିବା ବେଳେ ସାଉଥ ଆଫ୍ରିକା ପକ୍ଷରୁ ଡାଭିଡ ମିଲର ଆକର୍ଷଣୀୟ ବ୍ୟାଟିଂ କରିଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶ ବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗ ସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।