ବଡ଼ ଖୁଲାସା: ଭାରତର ହେଡ କୋଚ୍ ହେବା ପାଇଁ ପ୍ରଥମ ପସନ୍ଦ ନଥିଲେ ରାହୁଲ ଦ୍ରାଭିଡ, ଅଷ୍ଟ୍ରେଲିଆର ଏହି ଖେଳାଳି ମନା କରିବାରୁ ଦ୍ରାଭିଡ଼ ହେଲେ କୋଚ୍! ଖବର ଭାଇରାଲ୍

ତେବେ ରବି ଶାସ୍ତ୍ରୀଙ୍କ ଅବସର ପରେ ରାହୁଲ ଦ୍ରାବିଡ ଭାରତୀୟ ଦଳର ପ୍ରଶିକ୍ଷକ ହୋଇ ସାରିଛନ୍ତି। ତେବେ ଏକ କଥା ଶୁଣିବାକୁ ମିଳୁଛି କି ରାହୁଲ ଦ୍ରାବିଡ ଭାରତୀୟ ଦଳର ପ୍ରଶିକ୍ଷକ ପାଇଁ ପ୍ରଥମ ପସନ୍ଦ ନଥିଲେ। ସେ ଭାରତୀୟ ଦଳର ପ୍ରଶିକ୍ଷକ ପାଇଁ ଦ୍ୱିତୀୟ ପସନ୍ଦ ଥିଲେ। ତେବେ ପ୍ରଥମ ପସନ୍ଦ ପାଇଁ ଅଷ୍ଟ୍ରେଲିଆର ପୂର୍ବତନ ବ୍ୟାଟ୍ସମ୍ୟାନ ରିକି ପଣ୍ଟିଂଙ୍କୁ ଭାରତୀୟ ଦଳର ପ୍ରଶିକ୍ଷକ ହେବା ପାଇଁ ପ୍ରସ୍ତାବ ଦିଆ ଯାଇଥିଲା।

କିନ୍ତୁ ସେ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ।ତେବେ ସୂଚନା ଅନୁସାରେ ତାଙ୍କୁ ଯେତେବେଳେ ଭାରତୀୟ ଦଳର ପ୍ରଶିକ୍ଷକ ହେବା ପାଇଁ କୁହା ଯାଇଥିଲା ସେ ସେହି ସମୟରେ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲସର ମୁଖ୍ୟ ପ୍ରଶିକ୍ଷକ ଭାବରେ ଦୁବାଇରେ ଥିଲେ। ସେ ଏହି କଥାକୁ ନେଇ ଅନେକ ଲୋକଙ୍କ ସହିତ କଥା ମଧ୍ୟ ହୋଇଥିଲେ।ତେବେ ସମସ୍ତେ ତାଙ୍କ ସହିତ କାର୍ଯ୍ୟ କରିବାକୁ ବହୁତ ଆଗ୍ରହୀ ଥିଲେ। ଏହା ସହିତ ସେ ଭାରତୀୟ ଦଳର ପ୍ରଶିକ୍ଷକ ହେବା ପାଇଁ ଇଛୁକ ମଧ୍ୟ ଥିଲେ।

କିନ୍ତୁ ସେ କହିଥିଲେ କି ଭାରତୀୟ ଦଳର ପ୍ରଶିକ୍ଷକ ହେବା ପାଇଁ ତାଙ୍କର କୌଣସି ଅସୁବିଧା ନାହିଁ କିନ୍ତୁ ସେ ଏହା ହେବା ପରେ ସେ ନିଜର ୬ ବର୍ଷର ପୁଅକୁ ସଠିକ ଭାବରେ ସମୟ ଦେଇ ପାରିବେ ନାହିଁ ବୋଲି କହିଥିଲେ। ଏହା ସହିତ ସେ କହିଥିଲେ କି ସେ ଏହି ଦଳର ପ୍ରଶିକ୍ଷକ ହେବା ପରେ ଅଧିକାଂଶ ସମୟ ଭାରତୀୟ ଦଳ ସହିତ ବିତାଇବେ ଯାହା ଫଳରେ ସେ ନିଜର ପରିବାର ଓ ନିଜର ପୁଅକୁ ସମୟ ଦେଇ ପାରିବେ ନାହିଁ। ଏହା ସହିତ ସେ ଏହି କାରଣରୁ ଏହି ପ୍ରସ୍ତାବକୁ ମନା କରି ଦେଇଥିଲେ ବୋଲି କହିଛନ୍ତି।

ଏହା ବ୍ୟତୀତ ସେ କହିଥିଲେ କି ସେ କେବଳ ନିଜର ପରିବାରକୁ ସମୟ ଦେବା ପାଇଁ ଏହି ପ୍ରସ୍ତାବକୁ ମନା କରି ଦେଇଥିଲେ। ଏହା ସହିତ ସେ କହିଥିଲେ କି ସେ ନିଜର ପୁଅ ସହିତ ଏକ ବର୍ଷର ୩୬୫ ଦିନରୁ ପ୍ରାୟ ୩୦୦ ଦିନ ବିତାଇବା ପାଇଁ ଚାହୁଁଛନ୍ତି। ସେହି କାରଣରୁ ସେ ଏହା ପ୍ରସ୍ତାବକୁ ମନା କରି ଦେଇଥିଲେ। ଏହି କାରଣରୁ ସେ ଅଷ୍ଟ୍ରେଲିଆ ଦଳର ପ୍ରଶିକ୍ଷକ ହେବା ପାଇଁ ମଧ୍ୟ ମନା କରି ଦେଉଥିଲେ ବୋଲି କହିଛନ୍ତି। ଏହା ସହିତ ସେ ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲସ ଦଳର ପ୍ରଶିକ୍ଷକ ଅଛନ୍ତି।

ତେବେ ତାଙ୍କର ଅଧୀନରେ ଏହି ଦଳ ବହୁତ ଭଲ ପ୍ରଦର୍ଶନ କରୁଛନ୍ତି। ବୋଧ ହୁଏ ଏହାକୁ ନଜରରେ ରଖି ତାଙ୍କୁ ଭାରତୀୟ ଦଳର ପ୍ରଶିକ୍ଷକ ହେବା ପାଇଁ ପ୍ରସ୍ତାବ ଦିଆ ଯାଇଥିଲା। କିନ୍ତୁ ସେ ଏହି ପ୍ରସ୍ତାବକୁ ମନା କରି ଦେଇଛନ୍ତି।ଏହା ସହିତ ସେ ଏହାର କାରଣ ନିଜର ପରିବାର ବୋଲି କହିଛନ୍ତି। ତେବେ ରାହୁଲ ଦ୍ରାବିଡଙ୍କ ପ୍ରଶିକ୍ଷଣରେ ୧୯ ବର୍ଷରୁ କମ ଭାରତୀୟ ଦଳ ବିଶ୍ଵକପ ବିଜୟୀ ହୋଇ ପାରିଥିଲା। ତେବେ ତାଙ୍କର ପ୍ରଶିକ୍ଷଣରେ ଭାରତୀୟ ଦଳ ଆଗାମୀ ସମୟରେ କିପରି ପ୍ରଦର୍ଶନ କରୁଛି ଏହା ଦେଖିବାକୁ ବାକି ରହିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *