IND vs SA: କୋହଲିଙ୍କ ବିନା ଟେଷ୍ଟରେ ଭାରତୀୟ ଟିମର ଶୋଚନୀୟ ପରାଜୟ! ସାଉଥ ଆଫ୍ରିକା କ୍ୟାପଟେନ ଖେଳିଲେ ମ୍ୟାଚ ବିଜୟୀ ପାରି

ଟେଷ୍ଟରେ କୋହଲି ଙ୍କ ବିନା ଭାରତୀୟ ଦଳ ର କୌଣସି ସତ୍ତା ହିଁ ନାହିଁ ଏହା ଏଥି ପାଇଁ କୁହାଯାଉଛି ଯେ ଭ୍ରମଣକାରୀ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗ ରେ ଖେଳୁ ଥିବା ଦ୍ଵିତୀୟ ଟେଷ୍ଟ ମ୍ୟାଚ ଖେଳୁଥିବା ଟେଷ୍ଟ ମ୍ୟାଚ ବର୍ଷା ଯୋଗୁ ବିଳମ୍ବରେ ଆରମ୍ଭ ହୋଇଥିଲା,ପରିସ୍ଥିତି ମଧ୍ୟ ଭାରତୀୟ ଦଳ ର ଅନୁକୂଳ ରେ ମଧ୍ୟ ଥିଲା ମାତ୍ର ୩୪ ଓଭର୍ ର ଖେଳ ବାକି ଥିଲା ସମସ୍ତ କ୍ରୀଡାବିତ୍ ଙ୍କ ଏହା ମତ ଥିଲା କି ଭାରତ ବିନା ବାଧାରେ ଏହି ମ୍ୟାଚ୍ ଜିତିଯିବ କାରଣ ଏହା ପୂର୍ବରୁ। ଭାରତ ପ୍ରଥମ ଟେଷ୍ଟ ମ୍ୟାଚ ଜୋହାନ୍ସବର୍ଗ ରେ ଖେଳି ଦକ୍ଷିଣ ଆଫ୍ରିକା କୁ ୨୪୧ ରନ କରିବାକୁ ଦେଇନଥିଲେ ମାତ୍ର ଆଜି ଦକ୍ଷିଣ ଆଫ୍ରିକା ଦଳ ବହୁତ୍ ଆରାମ ରେ ଏହି ମ୍ୟାଚ୍ ଜିତିଯାଇଥିଲେ ।

Google

ତାଙ୍କର ଓପନିଂ ବ୍ୟାଟ୍ସମ୍ୟାନ୍ ସୁନ୍ଦର ଭାବରେ ଖେଳକୁ ଆରମ୍ଭ କରିଥିଲେ ପରେ ,ତାଙ୍କର ଅଧିନାୟକ ଡିନ ଏଲଗାର ଙ୍କ ଚମକ୍ତ୍ତାର ପ୍ରଦର୍ଶନ ଏବଂ ବବୁମା ମଧ୍ୟ ଭଲ ପାରି ର ପ୍ରଦର୍ଶନ କରି ଦକ୍ଷିଣ ଆଫ୍ରିକା କୁ ବିଜୟ ଗାମୀ କରାଇଥିଲେ । ପ୍ରଥମ ପାରୀ ରେ ଭାରତୀୟ ଅଧିନାୟକ ରାହୁଲ ଙ୍କ ପ୍ରଦର୍ଶନ ଅତ୍ୟନ୍ତ ଖରାପ ଥିଲା ଏବଂ ଭାରତୀୟ ଦଳ ମାତ୍ର ୨୦୨ ରନ କରି ପାରିଥିଲା ଯାହାର ପ୍ରତି ଉତ୍ତରରେ ଦକ୍ଷିଣ ଆଫ୍ରିକା ୨୨୯ ରନ କରି ୨୭ ରନ ରେ ଆଗୁଆ ଥିଲା ଦ୍ଵିତୀୟ ପାରି ରେ ଭାରତ ମାତ୍ର ୨୬୬ ରନ କରି ଅଲ୍ ଆଉଟ୍ ହୋଇଯାଇଥିବା ବେଳେ ଦକ୍ଷିଣ ଆଫ୍ରିକା ୭ ୱିକେଟ୍ ରେ ଏହି ମ୍ୟାଚ୍ କୁ ଜିତି ଯାଇଥିଲା ,ଏହା ସହ ଦ୍ଵିତୀୟ ମ୍ୟାଚ୍ ରେ ଭାରତୀୟ ଅଧିନାୟକ ରାହୁଲ ଙ୍କ ଖେଳ ପରିଚାଳନା ଭିନ୍ନ ଥିଲା।

ଭାରତୀୟ ଅଧିନାୟକ ବିରାଟ କୋହଲି ପ୍ରଥମ ମ୍ୟାଚ ରେ ଆଘାତ ପାଇଁ ଦ୍ଵିତୀୟ ମ୍ୟାଚ୍ ରେ ଖେଳି ନଥିଲେ ତାଙ୍କ ଅନୁପସ୍ଥିତିରେ ଭାରତୀୟ ଦଳରେ ସେ ଉତ୍କଣ୍ଠା ,ସାହାସ ଏବଂ ଖେଳ ପ୍ରଦର୍ଶନ ଉନ୍ନତ ମାନର ନଥିଲା ଯାହା ଫଳରେ ଭାରତୀୟ ଦଳକୁ ପରାଜିତ ହେବାକୁ ପଡ଼ିଲା ,ଆଶା କରୁଛୁ କି କୋହଲି ତୃତୀୟ ମ୍ୟାଚ୍ ପୂର୍ବରୁ ସୁସ୍ଥ ହୋଇ ଖେଳିବାକୁ ଆସିବେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *