ବ୍ୟୁରୋ ରିପୋର୍ଟ: ଭାରତ ଏବଂ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଖେଳାଯାଉଛି ପ୍ରଥମ ODI। ଯଶପ୍ରୀତ ବୁମରା, ରୋହିତ ଶର୍ମା, ବିରାଟ କୋହଲି, ଋଷଭ ପନ୍ତ ଖେଳୁନାହାନ୍ତି ଏହି ମ୍ୟାଚ। ଅନୁଭବୀ କ୍ରିକେଟର ଶିଖର ଧାୱନ ଅଟନ୍ତି ଟିମର କ୍ୟାପଟେନ।

ଭାରତର ଦବଦବା ୱେଷ୍ଟ ଇଣ୍ଡିଜ ଉପରେ ରହିଛି। ୨୦୦୬ ଠୁ ଗୋଟିଏ ବି ସିରିଜ ହାରିନି ଟିମ ଇଣ୍ଡିଆ। ଇତିହାସରେ ଭାରତୀୟ ଟିମ ଅଛି ମଝଭୁତ। ୧୧ ଟି ଦ୍ୱିପାଖିୟ ସିରିଜ ୨୦୦୬ ପର ଠାରୁ ଭାରତ ଓ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଖେଳାଯାଇଛି ଯେଉଁଥିରେ ଭାରତ ସବୁ ଜିତିଛି।
ଭାରତ ୪ ଥର ୱେଷ୍ଟ ଇଣ୍ଡିଜ ଗ୍ରସ୍ତ କରିଥିବା ବେଳେ ୱେଷ୍ଟ ଇଣ୍ଡିଜ ୭ ଥତ ଭାରତ ଗ୍ରସ୍ତରେ ଆସିଛି। ୨୦୦୯ ରୁ ୨୦୧୯ ଭିତରେ ଇଣ୍ଡିଜରେ ଭାରତ ୧୭ ଟି ମ୍ୟାଚ ଖେଳିଛି। ଯେଉଁଥିରେ ଡ୍ର ୩ ଟି ରହିଥିବା ବେଳେ ଭାରତ ୧୦ ଟି ଜିତିଥିବା ବେଳେ ଇଣ୍ଡିଜ ୪ଟି ଜିତିଛି। ଦୁଇ ଦେଶ ଭିତରେ ୧୩୬ ଟି ODI ମ୍ୟାଚ ଖେଳା ଯାଇଛି। ଭାରତ ୬୭ ଟି ଏବଂ ୱେଷ୍ଟ ଇଣ୍ଡିଜ ୬୩ ଟି ଜିତିଛି ଓ ୪ଟି ଡ୍ର ରହିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।