IND vs ENG: ଆଜି ଦ୍ୱିତୀୟ T-20, କିଏ ଜିତିବ? ଦଳକୁ ଫେରିବେ କୋହଲି ଓ ବୁମରା!

ବ୍ୟୁରୋ ରିପୋର୍ଟ: ଭାରତୀୟ ଦଳ ପ୍ରଥମ ଟି-୨୦ ମ୍ୟାଚ ଜିତିଥିଲା ୫୦ ରନରେ। ତେବେ ଦ୍ୱିତୀୟ ଟି-୨୦ ମ୍ୟାଚ ଆଜି ଖେଳାଯିବାର ଅଛି। ଦଳକୁ ଫେରିବେ କୋହଲି, ପନ୍ତ, ବୁମରା,ଜାଡେଜା, ଅୟର। ତେବେ ଦ୍ୱିତୀୟ ଟି-୨୦ ର ପ୍ଲେଇଁ ଇଲେଭେନରେ ହୋଇପାରେ ବଡ଼ ପରିବର୍ତ୍ତନ।

Google

ତେବେ ଆଜି ବିରାଟ ନିଜର ଝଲକ ଦେଖେଇପାରନ୍ତି। ଦୀପକ ହୁଡ୍ଡାଙ୍କ ଜାଗାରେ ବ୍ୟାଟିଂ କରିପାରନ୍ତି ଏହି ବିଶ୍ୱ ବିଜୟୀ ବ୍ୟାଟ୍ସମାନ। ହୁଡ୍ଡା ପ୍ରଥମ ଟ୍ୱେଣ୍ଟି ମ୍ୟାଚରେ କରିଥିଲେ ୩୩ ରନ। ବିଶ୍ୱକପ ପୂର୍ବରୁ ବିରାଟଙ୍କ ପାଇଁ ଏହି ଇଂଲଣ୍ଡ ବିପକ୍ଷର ମ୍ୟାଚ ଅଟେ ଗୁରୁତ୍ୱପୂର୍ଣ୍ଣ।

ଅର୍ସଦୀପଙ୍କ ଜାଗାରେ ଖେଳିପାରନ୍ତି ଯଶପ୍ରୀତ ବୁମରା। ରବୀନ୍ଦ୍ର ଜାଡେଜା ଅକ୍ସର ପଟେଲଙ୍କ ପାଇଁ ଖେଳିପାରନ୍ତି। ତେବେ ଯଦି ପନ୍ତ ଜାଗା ପାଆନ୍ତି ତେବେ ଦିନେସ କାର୍ତ୍ତିକ ଏହି ମ୍ୟାଚ ନ ଖେଳିପାରନ୍ତି। ତେବେ ଆପଣଙ୍କ ଅନୁମାନ କଣ ଆଜି କିଏ ଜିତିବ କମେଣ୍ଟରେ ଜଣେଇପାରିବେ।

Google

ତେବେ ଇଂଲଣ୍ଡ ଦଳ ମଧ୍ୟ ଅଛି ମଝଭୁତ।ଦଳର ନୂଆ କ୍ୟାପଟେନ ହୋଇଥିଲେ ଜୋସ ବଟଲର।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *