ଟିମ ଇଣ୍ଡିଆ ପାଇଁ ଶକ୍ତ ଝଟକା! ମେଲବର୍ଣ ଟେଷ୍ଟର ନାୟକ ହେଲା କ୍ରିକେଟ ଠୁ ଦୂର! ପଢନ୍ତୁ ପୁରା ଖବର

ବ୍ୟୁରୋ ରିପୋର୍ଟ: ବର୍ତ୍ତମାନ ଭାରତୀୟ ଟିମରୁ ବାହାରେ ଥିବା ଅଜିଙ୍କ୍ୟ ରାହାଣେ ଆଘାତ ହୋଇଯାଇଛନ୍ତି। ରାହାଣେ କହିଛନ୍ତି ଏହି ବର୍ଷ ଆଇପିଏଲରେ କେକେଆର ତରଫରୁ ଖେଳିବା ସମୟରେ ତାଙ୍କ ମାଂସପେଶୀରେ ଯେଉଁ ଆଘାତ ଲାଗିଥିଲା ତାହା ଠିକ ହେବାକୁ ୬-୮ ସପ୍ତାହ ଲାଗିବ ବୋଲି ବିଶେଷ ରିପୋର୍ଟରୁ ଜଣା ଯାଇଛି। ରାହାଣେଙ୍କୁ କେକେଆରର ୧୩ ତମ ଲିଗ ମ୍ୟାଚ ସମୟରେ ଆଘାତ ଲାଗିଥିଲା। ଯାହା ପରେ ସେ ବାକି ମ୍ୟାଚରୁ ବାହାର ହୋଇଯାଇଥିଲେ।

Google

ରାହାଣେ ପିଟିଆଇକୁ କହିଛନ୍ତି,”ଏହି ଆଘାତ ଦୃଲବଶାଳୀ ଅଟେ। ମୋର ରିହୈବିଲିଟେସନ ଭଲରେ ଚାଲୁଛି। ମୁଁ ପୂର୍ବରୁ ୧୦ ଦିନ ପର୍ଯ୍ୟନ୍ତ ଏନସିଏରେ ରହିଥିଲି ଓ ଏବେ ପୁଣି ସେଠାକୁ ଯାଉଛି”। ସେ ଆଗକୁ କହିଛନ୍ତି,”ଏବେ ମୋର ପୁରା ଧ୍ୟାନ କେବଳ ଭଲ ହେବା ଅଟେ। ଜଲ୍ଦି ଭଲ ହୋଇ ଗ୍ରାଉଣ୍ଡକୁ ଫେରିବା ଅଟେ। ମତେ ଜଣାନାହିଁ ମୁଁ କେବେ ସମ୍ପୂର୍ଣ ଭଲ ହେବି କିନ୍ତୁ ଏଥିରେ ୬-୮ ମାସ ସମୟ ଲାଗିପାରେ। ମୁଁ ଏହା ଉପରେ ପୁରା ଧ୍ୟାନ ଦେଉଛି”।

ଅଳ୍ପଦିନ ତଳେ ସରିଥିବା ଆଇପିଏଲ ୨୦୨୨ରେ ରାହାଣେ କେକେଆର ତରଫରୁ ୭ ମ୍ୟାଚରେ ମାତ୍ର ୧୩୩ ରନ କରିଥିଲେ କିନ୍ତୁ ଭଲ ଅନୁଭବ କରାଇଥିଲେ। ଭାରତର ୨୦୨୦-୨୧ର ଅଷ୍ଟ୍ରେଲିଆ ଗ୍ରସ୍ତରେ ମେଲବର୍ଣ ଟେଷ୍ଟରେ ୧୧୨ ରନର ରାହାଣେ ଯେଉଁ ମ୍ୟାଚ ବିଜୟୀ ପାରି ଖେଳିଥିଲେ ତାକୁ ବିଶେଷ କହିଛନ୍ତି। ସେ କହିଛନ୍ତି,”ନିଶ୍ଚିତ ରୂପରେ ସେ ପାରି ବହୁତ ବିଶେଷ ଅଟେ। ମତେ ଲାଗୁଛି କି ବିଦେଶରେ ଏହା ମୋର ଶ୍ରେଷ୍ଠ ଶତକ ଅଟେ”।

Google

ରାହାଣେ କହିଛନ୍ତି,”ଆଡିଲେଡ଼ରେ ଯାହା ହେଲା ଆମେ ୩୬ ରନରେ ଅଲଆଉଟ ହୋଇଗଲୁ ଓ ସେହି ମ୍ୟାଚ ହାରିଗଲୁ। ଏହା ପରେ ଅଲଗା ମାନସିକତା ସହ ମେଲବର୍ଣ ଯିବା ଶତକ ମାରିବା ଓ ଜିତିବା ବିଶେଷ ଅଟେ। ମୋ ଶତକ ସେଠାରେ ଏଥିପାଇଁ ଖାସ ଥିଲା କାରଣ ଆମେ ସେହି ମ୍ୟାଚ ଜିତିଥିଲୁ ଓ ଶେଷରେ ସିରିଜ ମଧ୍ୟ ଜିତିଲୁ”।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *