ବ୍ୟୁରୋ ରିପୋର୍ଟ: ବାମହାତୀ ବୋଲର ଅଶ୍ରଦୀପ ସିଂ ସୁନ୍ଦର ଫର୍ମରେ ଅଛନ୍ତି। ପାଖାପାଖି ପୂର୍ବ ୩ ବର୍ଷ ହେବ ସେ ସୁନ୍ଦର ବୋଲିଂ କରୁଛନ୍ତି। ଜାତୀୟ ଦଳରେ ସେ ଖୁବ ଶୀଘ୍ର ଖେଳିପାରନ୍ତି। କିଛି ଏମିତି ପ୍ରତିକ୍ରିୟା ରଖିଛନ୍ତି ପୂର୍ବ ଭାରତର କୋଚ୍ ରବି ଶାସ୍ତ୍ରୀ। ଚାପ ବେଳେ ସେ ସୁନ୍ଦର ବୋଲିଂର ପ୍ରଦର୍ଶନ କରୁଛନ୍ତି।

ସେ ପଞ୍ଜାବ ପକ୍ଷରୁ କିଛି ଦିନ ହେବ ସୁନ୍ଦର ପ୍ରଦର୍ଶନ କରୁଛନ୍ତି। ତାଙ୍କୁ ପଞ୍ଜାବ କିଙ୍ଗସ ରିଟେନ କରିଥିଲା। ସେ ସୁନ୍ଦର ଲାଇନ ଲେନଥ ସହ ବୋଲିଂ କରୁଛନ୍ତି। ଶେଷ ଶେଷ ଓଭରରେ ବି ଆକର୍ଷଣୀୟ ବୋଲିଂର ପ୍ରଦର୍ଶନ କରୁଛନ୍ତି। ସେ ଓଭର ଆରମ୍ଭରୁ ମଧ୍ୟ ସୁନ୍ଦର ବୋଲିଂ କରୁଛନ୍ତି। ଚଳିତ ସିଜିନରେ ୮ଟି ମ୍ୟାଚ ଖେଳି ୩ଟି ୱିକେଟ ଅକ୍ତିଆର କରିଥିଲେ।
ସେ ଆହୁରି କହିଛନ୍ତି କି ଯୁବ ଖେଳାଳି ଅଶ୍ରଦିପ ସିଂ ଭଲ ବୋଲିଂର ପ୍ରଦର୍ଶନ କରୁଛନ୍ତି। ଯାହା ଦେଖିବାକୁ ଭଲ ଲାଗୁଛି। ସେ ଶାନ୍ତ ରହିବା ସହ ସୁନ୍ଦର ବୋଲିଂ କରୁଛନ୍ତି। ତେବେ ଅନ୍ୟପକ୍ଷରେ ହାଇଦ୍ରାବାଦର ଉମରାନ ମଲ୍ଲିକ ଏବଂ ମୁମ୍ବାଇର ତିଲକ ବର୍ମା ମଧ୍ୟ ଭଲ ପ୍ରଦର୍ଶନ କରୁଛନ୍ତି ବୋଲିଂ ପୂର୍ବ ଭାରତୀୟ କୋଚ୍ ରବି ଶାସ୍ତ୍ରୀ କହିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।