ତେବେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସେଞ୍ଚୁରିଅନ ଠାରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ବିଜୟ ହାସଲ କରିଛି। ଏହା ସହିତ ଭାରତ ଏହି ବିଜୟ ସହିତ ଇତିହାସ ରଚନା ମଧ୍ୟ କରି ଦେଇଛି। ତେବେ ଭାରତ ୧୧୩ ରନର ବିଶାଳ ବ୍ୟବଧାନରେ ବିଜୟ ହାସଲ କରିବା ପରେ ପ୍ରାୟ ସମସ୍ତ ଭାରତୀୟ ପ୍ରଶଂସକ ବହୁତ ଖୁସି ଥିବା ମଧ୍ୟ ଜଣା ପଡ଼ିଛି। ତେବେ ଶେଷ ଦୁଇଟି ୱିକେଟ ଲଗାତାର ଭାବରେ ଅଶ୍ଵିନୀ ନେଇ ଭାରତୀୟ ଦଳକୁ ବିଜୟ ଭେଟି ଦେଇଛନ୍ତି।
#TeamIndia WIN at Centurion 👏👏🇮🇳#SAvIND pic.twitter.com/35KCyFM4za
— BCCI (@BCCI) December 30, 2021
ତେବେ ଏହି ୨୦୨୧ ବର୍ଷର ଶେଷ ମ୍ୟାଚ ଭାରତ ବିଜୟ ସହିତ ଶେଷ କରିଛି। ତେବେ ପ୍ରଥମ ସେସନରେ ଦକ୍ଷିଣ ଆଫ୍ରିକା ୩ ୱିକେଟ ହରାଇ ଥିଲା। ଏହା ସହିତ ଭାରତକୁ ବିଜୟ ପାଇଁ ଆଉ ୩ଟି ୱିକେଟର ଆବଶ୍ୟକତା ରହିଥିଲା।ଏହା ସହିତ ଭାରତ ଏହି ବିଜୟ ପାଇବା ପାଇଁ ଦିତୀୟ ସେସନ ଆରମ୍ଭ ହେବାର ମାତ୍ର ୧୦ ମିନିଟ ମଧ୍ୟରେ ଏହି ଖେଳ ଶେଷ ହୋଇ ଯାଇଥିଲା। ଏହା ସହିତ ଭାରତ ବିଜୟ ମଧ୍ୟ ହାସଲ କରି ନେଇଥିଲା।
ତେବେ ଏହି ସମ୍ପୂର୍ଣ୍ଣ ମ୍ୟାଚ ବହୁତ ରୋମାଞ୍ଚକ ରହିଥିଲା।ଏହା ସହିତ ଭାରତ ଏହି ବିଜୟ ସହଜରେ ମଧ୍ୟ ହାସଲ କରି ନେଇଥିଲା। ଏହା ସହିତ ବଭାରତର ସମସ୍ତ ପ୍ରଶଂସକ ଏହି ବିଜୟରେ ବହୁତ ଅଧିକ ଖୁସି ଥିବେ ବୋଲି ଅନୁମାନ କରାଯାଉଛି। ତେବେ ରାହାଣେ ଓ ପୂଜାରାଙ୍କ ପ୍ରଦର୍ଶନ ଅଧିକ କିଛି ଭଲ ନଥିବା ମଧ୍ୟ ଜଣା ପଡ଼ିଛି। ତେବେ ଅନେକ ଦର୍ଶକ ସେମାନଙ୍କ ସ୍ଥାନରେ ନୂତନ ଖେଳାଳି ମାନଙ୍କୁ ସୁଯୋଗ ଦେବା ପାଇଁ ମଧ୍ୟ କହୁଛନ୍ତି।
Starting the year at the Gabba and finishing it thus at Centurion is a mighty achievement. The WTC final was the only aberration in a great year of test cricket
— Harsha Bhogle (@bhogleharsha) December 30, 2021
ତେବେ ଦଳରେ ସେମାନଙ୍କ ଭୂମିକା ବହୁତ୍ ଅଧିକ ଗୁରୁତ୍ୱପୂର୍ଣ୍ଣ ଥିବାରୁ ସେମାନଙ୍କୁ ଦଳରୁ ବାହାର କରାଯିବ କି ନାହିଁ ଏହା ଉପରେ କିଛି ମଧ୍ୟ କହି ହେବ ନାହିଁ।ଏହା ସହିତ ଏହା ଅନୁମାନ କରାଯାଉଛି କି ସେମାନଙ୍କୁ ହୁଏତ ଆହୁରି କିଛି ସୁଯୋଗ ଦିଆଯାଇ ପାରେ।ଯାହା ଫଳରେ ଏହାପରେ ଯଦି ସେମାନଙ୍କ ପ୍ରଦର୍ଶନରେ କିଛି ଉନ୍ନତି ନ ଆସିବ ତେବେ ସେମାନଙ୍କ ସ୍ଥାନରେ ନୂତନ ଖେଳାଳି ଖେଳି ପାରନ୍ତି ବୋଲି ମଧ୍ୟ ଅନୁମାନ କରାଯାଉଛି।
ଏହା ସହିତ ରୋହିତ ଶର୍ମା ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ନ ହୋଇଥିବା କାରଣରୁ ତାଙ୍କ ସ୍ଥାନରେ ଭାରତୀୟ ଦିନିକିଆ ଦଳର ଅଧିନାୟକ ଭାବରେ କିଏ ରହିବ ଏହା ମଧ୍ୟ ଏକ ବହୁତ ବଡ଼ ପ୍ରଶ୍ନ ଭାବରେ ଛିଡା ହୋଇଛି। ତେବେ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଭାରତୀୟ ଦିନିକିଆ ଦଳର ଅଧିନାୟକ ଭାବରେ ଲେକେଶ ରାହୁଲ ହୋଇପାରନ୍ତି। ତେବେ ଚୟନକର୍ତ୍ତା କାହାକୁ ଭାରତୀୟ ଦିନିକିଆ ଦଳର ଅଧିନାୟକ କରିବାକୁ ଯାଉଛନ୍ତି ଏହା ମଧ୍ୟ ଦେଖିବାକୁ ବାକି ରହିଲା। ଏହା ସହିତ ଭାରତୀୟ ଦଳ ନିଜର ପ୍ରଦର୍ଶନ ବଳରେ ପ୍ରଥମ ଟେଷ୍ଟ ମ୍ୟାଚରେ ବିଜୟ ହାସଲ କରିବା ସହିତ ୧-୦ ରେ ଶୃଙ୍ଖଳାରେ ଆଗୁଆ ରହିଛି।
Great to start off the series on a positive note. 🙌🏽 pic.twitter.com/7Be03Zj1jb
— Ajinkya Rahane (@ajinkyarahane88) December 30, 2021
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।