ବ୍ୟୁରୋ ରିପୋର୍ଟ: ସାଉଥ ଆଫ୍ରିକା ବିରୁଦ୍ଧରେ ସିରିଜ ପରେ ଭାରତୀୟ ଦଳ ଆୟରଲ୍ୟାଣ୍ଡ ବିପକ୍ଷରେ ଖେଳିବାର ଅଛି ଟି-୨୦ ସିରିଜ। ତେବେ ପ୍ଲେଇଁ ଇଲେଭେନକୁ ଫେରିପାରନ୍ତି ସୂର୍ଯ୍ୟ କୁମାର ଯାଦବ ଏବଂ ସଂଜୁ ସାମସନ। ଅୟର ଏବଂ ପନ୍ତଙ୍କ ଜାଗା ନେଇପାରନ୍ତି ଏହି ଦୁଇ ଖେଳାଳି।

କୋଚ୍ ଦାୟୀତ୍ୱ ତୁଲାଇପାରନ୍ତି ଭିଭିଏସ ଲକ୍ଷ୍ମଣ। ଅୟର ଏବଂ ପନ୍ତ ଟେଷ୍ଟ ଟିମରେ ଅଛନ୍ତି। ସୂର୍ଯ୍ୟ କୁମାର ଯାଦବ ଫେରିଛନ୍ତି ଟିମ ଇଣ୍ଡିଆକୁ। ତେବେ ସଂଜୁ ସାମସନ ମଧ୍ୟ ଖେଳିବାର ଚାନ୍ସ ଅଛି। କ୍ୟାପଟେନ ଦାୟୀତ୍ୱ ତୁଲାଇପାରନ୍ତି ହାର୍ଦିକ ପାଣ୍ଡ୍ୟା। ତେବେ ସାମସନ ନହେଲେ ଦୀପକ ହୁଡ୍ଡା ପାଇପାରନ୍ତି ଚାନ୍ସ। ନହେଲେ ଦୁଇ ଜଣ ବି ପାଇପାରନ୍ତି ଦଳରେ ସ୍ଥାନ। ହୁଡ୍ଡା ବ୍ୟାଟିଂ ସହ ବୋଲିଂ ବି କରନ୍ତି। ସେ IPL ରେ ବି ବୋଲିଂ କରିଛନ୍ତି। ଅପରପକ୍ଷରେ ସଂଜୁ ଜଣେ ଜବରଦସ୍ତ ବ୍ୟାଟମାନ। ତେବେ ହୁଡ୍ଡା ଏବଂ ସାମସନ ଦୁହେଁ ଉଚ୍ଚକୋଟୀର ଖେଳାଳି।
ତେବେ ଋତୁରାଜଙ୍କୁ ପୁଣି ଥରେ ମିଳିପାରେ ଚାନ୍ସ। ଇଶାନଙ୍କ ସହ ସେ କରିପାରନ୍ତି ଓପନିଂ। ଇଶାନ କିଷାନ ସାଉଥ ଆଫ୍ରିକା ବିପକ୍ଷରେ ଜବରଦସ୍ତ ବ୍ୟାଟିଂ କରିଥିଲେ। ତେବେ ଆପଣଙ୍କ ମତ କଣ କମେଣ୍ଟ ବିଭାଗରେ ଜଣେଇପାରିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।