ବ୍ୟୁରୋ ରିପୋର୍ଟ: ଜୁଲାଇ ୬ ରେ BCCI ୱେଷ୍ଟ ଇଣ୍ଡିଜ ଗ୍ରସ୍ତ ପାଇଁ ଘୋଷଣା କରିଥିଲେ ୧୭ ଜଣିଆ ଟିମ। ତେବେ ଏହି ଦଳରେ ନଥିଲା କୋହଲି ଏବଂ ରୋହିତଙ୍କ ନାମ। ODI ଟିମରେ ବୁମରା ଏବଂ ପନ୍ତଙ୍କୁ ବି କରାଯାଇନଥିଲା ସାମିଲ। ଏହିସବୁ ଖେଳାଳିଙ୍କୁ ଦିନିକିଆ ସିରିଜ ପାଇଁ ଦିଆଯାଇଥିଲା ବିଶ୍ରାମ। ହେଲେ ଟି-୨୦ ସିରିଜ ଖେଳିପାରନ୍ତି ଏହି ଖେଳାଳି।
ତେବେ ବିଶେଷ ରିପୋର୍ଟରୁ ଜଣା ଯାଇଛି କି ଇଂଲଣ୍ଡ ଗ୍ରସ୍ତ ପାଇଁ ଭାରତ ଜୁଲାଇ ୨୨ ରେ ୱେଷ୍ଟ ଇଣ୍ଡିଜ ଗ୍ରସ୍ତରେ ଯିବ। ତେବେ ୩ଟି ODI ଏବଂ ୫ଟି ଟି-୨୦ ମ୍ୟାଚ ଖେଳାଯିବାର ଅଛି। ତେବେ ବିଶ୍ୱକପର ତୟାରୀ ନିମନ୍ତେ ବିରାଟ, ରୋହିତ, ପନ୍ତ ଏବଂ ବୁମରାଙ୍କ ପରି ଖେଳାଳିଙ୍କୁ କରାଯାଇପାରେ ସାମିଲ।

ୱେଷ୍ଟ ଇଣ୍ଡିଜ ବିରୁଦ୍ଧରେ ଭାରତୀୟ ଦଳ: ଶିଖର ଧାୱନ (କ୍ୟାପଟେନ), ରବୀନ୍ଦ୍ର ଜାଡେଜା ( ଭାଇସ କ୍ୟାପଟେନ), ଶୁଭମନ ଗିଲ, ଋତୁରାଜ ଗାଏକୱାଡ଼, ଦୀପକ ହୁଡ୍ଡା, ସୂର୍ଯ୍ୟ କୁମାର ଯାଦବ, ଇଶାନ କିଷାନ ,ଶ୍ରେୟସ ଅୟର, ସଂଜୁ ସାମସନ, ସାରଦୁଲ ଠାକୁର, ଅକ୍ସର ପଟେଲ, ୟୁଜବେନ୍ଦ୍ର ଚାହଲ, ପ୍ରସିଦ୍ଧ କ୍ରିଷ୍ଣା, ଆଭେସ ଖାନ, ଅର୍ସଦୀପ ସିଂ, ମହମ୍ମଦ ସିରାଜ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।