ଭାରତ ପାଇଁ ବଡ଼ ସୁଯୋଗ! ଅଛି ଏଥର ଜବରଦସ୍ତ ଟିମ, କଣ ହେବ ଟି-୨୦ ବିଶ୍ୱକପ ଚମ୍ପିୟନ? କଣ ଆପଣଙ୍କ ମତ?

ଏଥର ଦମଦାର ପ୍ରଦର୍ଶନ କରୁଛି ଟିମ ଇଣ୍ଡିଆ। ସାଉଥ ଆଫ୍ରିକା ବିପକ୍ଷରେ ସିରିଜ ୨-୨ ରହିଥିବା ବେଳେ ଆୟରଲ୍ୟାଣ୍ଡରେ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଜିତିଥିଲା ୨-୦ ରେ ଭାରତ। ତେବେ ଭାରତୀୟ ଦଳ ଏଥର ମଝଭୁତ ଜଣା ଯାଉଛି।

Google

ଓପନ କରିପାରନ୍ତି ବିଶ୍ୱକପରେ ରୋହିତଙ୍କ ସହ କେ ଏଲ ରାହୁଲ। ମିଡ଼ିଲ ଅର୍ଡରରେ ଦୀପକ ହୁଡ୍ଡା/ବିରାଟ କୋହଲି, ସୂର୍ଯ୍ୟ କୁମାର ଯାଦବ ରହିପାରନ୍ତି। ତେବେ ଗେମ ଫିନିସର ଲାଇନ୍ସ ବି ଭାରତର ଅଛି ବେସ ମଝଭୁତ। ଦଳରେ ରହିପାରନ୍ତି ଋଷଭ ପନ୍ତ,ଦିନେସ କାର୍ତ୍ତିକ,ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା। ଯିଏକି ଜବରଦସ୍ତ ଗେମ ଫିନିସିଙ୍ଗ ଟଚ ଦେଇପାରିବେ। ବୋଲିଂରେ ଭୁବିଙ୍କ ସହ ବୁମରା ଏବଂ ହରସଲ କିମ୍ବା ସାମୀ ଖେଳିପାରନ୍ତି। ସାରଦୁଲ ଠାକୁର କିମ୍ବା ଦୀପକ ଚାହର ବି ସାମିଲ ହୋଇପାରନ୍ତି।

Google

ତେବେ ବିଶ୍ୱକପରେ ଭାରତୀୟ ଦଳର ବ୍ୟାଟିଂ ସହ ବୋଲିଂ ମଧ୍ୟ ବେସ ମଝଭୁତ ଅଛି। ଅଲରାଉଣ୍ଡର ମଧ୍ୟ ଦଳରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭେଇ ପାରନ୍ତି। ଟି-୨୦ କ୍ରିକେଟରେ ଅଲରାଉଣ୍ଡର ଟିମରେ ରହିବା ଦଳକୁ ଏକ ପଜିଟିଭ ମାଇଣ୍ଡ ସେଟ ଦେବା ପରି ଅଟେ। ତେବେ ପାଣ୍ଡ୍ୟା, ଜାଡେଜା, ଦୀପକ ହୁଡ୍ଡା ଦଳରେ ରହିପାରନ୍ତି। ଯାହାଫଳରେ ଦଳ ମଝଭୁତ ହୋଇପାରିବ ଏବଂ ବିଶ୍ୱକପ ଜିତିବାର ଦାବିଦାରି ଉପସ୍ଥାପନ କରିବାରେ ସଫଳ ହୋଇପାରିବ।

Google

ୟୁଜବେନ୍ଦ୍ର ଚାହଲ ମଧ୍ୟ ଦଳରେ ସାମିଲ ହୋଇପାରନ୍ତି। ତେବେ ଏହି ଦଳ ମଝଭୁତ ଜଣ ଯାଉଛି। ସୁନ୍ଦର ଓପନ ଲାଇନ୍ସ ସହ ମିଡ଼ିଲ ଅର୍ଡର ଅଛି ମଝଭୁତ। ଯାହା ଫଳରେ ଦଳ ଭଲ ଖେଳିବାର ଅନୁମାନ ଅଛି। ଗେମ ଫିନିସର ମଧ୍ୟ ଆମ ପାଖରେ ଭଲ ଅଛନ୍ତି। କଣ ଆପଣଙ୍କ ଅନୁମାନ? ଏଥର ଟି-୨୦ ବିଶ୍ଵକପ ଆସିବ ଭାରତ? କମେଣ୍ଟରେ ଜଣେଇପାରିବେ ଆପଣଙ୍କ ଅନୁମାନ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *