ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଶେଷ ଟେଷ୍ଟ ଖେଳାଯାଉଛି। ଏହି ମ୍ୟାଚରେ କୋହଲି ୧୧, ଗିଲ ୧୭, ବିହାରୀ ୨୦, ପୂଜାରା ୧୩ କରିଥିଲେ। ହେଲେ ପାରି ସମ୍ଭାଳିଥିଲେ ଋଷଭ ପନ୍ତ ଏବଂ ରବୀନ୍ଦ୍ର ଜାଡେଜା।

ପନ୍ତ ଏବଂ ଜାଡେଜା ଖେଳିଥିଲେ ଆକର୍ଷଣୀୟ ପାରି। ତେବେ ନ୍ୟୁଜ ଲେଖା ହେବା ପର୍ଯ୍ୟନ୍ତ ପନ୍ତ ୯୯ ବଲରେ ୧୨୮ କରି ନଟ ଆଉଟ ଅଛନ୍ତି। ତାଙ୍କର ଏହି ପାରିରେ ନ୍ୟୁଜ ଲେଖା ହେବା ଯାଏ ସାମିଲ ଅଛି ୧୮ ଟି ଚୌକା ଓ ୩ଟି ଛକା।
ରବୀନ୍ଦ୍ର ଜାଡେଜା ମଧ୍ୟ ଆକର୍ଷଣୀୟ ପାରି ଖେଳିଥିଲେ। ସେ ୧୨୩ ବଲରେ ୫୪ କରି ନଟ ଆଉଟ ଥିଲେ। ତାଙ୍କର ଏତିକି ରନର ପାରିରେ ସାମିଲ ଥିଲା ୭ ଟି ଚୌକା।

ତେବେ ଏହି ମ୍ୟାଚରେ ଭାରତୀୟ ଦଳର କ୍ୟାପଟେନ ବନିଛନ୍ତି ଯଶପ୍ରୀତ ବୁମରା। ୨-୧ ରେ ସିରିଜ ଆଗୁଆ ଅଛି ଟିମ ଇଣ୍ଡିଆ। ଏହି ଆଗୁଆ ବିରାଟ କୋହଲିଙ୍କ କ୍ୟାପଟେନସିରେ ଆସିଥିଲା। ତେବେ ଭାରତକୁ ସିରିଜ ଜିତିବାକୁ ହେବେ ଶେଷ ଟେଷ୍ଟ ଜିତିବାକୁ ହେବ କିମ୍ବା ଡ୍ର କରିବାକୁ ହେବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।