ଏସିଆ କପ ପାଇଁ ଜାରି ହେଲା ଭାରତର ସମ୍ଭାବିତ ଟିମ! ଦେଖନ୍ତୁ କେଉଁ କେଉଁ ଖେଳାଳି ପାଇପାରନ୍ତି ମୌକା

ଏସିଆ କପ ପାଇଁ ଟିମ ଇଣ୍ଡିଆର ଘୋଷଣା ୮ ଅଗଷ୍ଟକୁ କରାଯିବାର ଅଛି। ଏହି ଦିନ ହିଁ ଶେଷ ଦିନ ଯେଉଁ ଦିନ କି ଟିମ ଇଣ୍ଡିଆର ଘୋଷଣା କରାଯିବାର ଅଛି। ତେବେ ଏସିଆ କପରେ ଭାରତୀୟ ଦଳ ପାଇଁ ଜିତିବାର ମୌକା ରହିଛି, ଦଳ ପାଖରେ ଉଚ୍ଚକୋଟୀର ଖେଳାଳି ଅଛନ୍ତି ଏବଂ ପ୍ରାୟ ଖେଳାଳି ଫର୍ମରେ ଅଛନ୍ତି।

Google

ତେବେ ଆମେ ଆପଣଙ୍କୁ ଏକ ସମ୍ଭାବିତ ଟିମ କହିବୁ ଯେଉଁ ଟିମ ଏସିଆ କପ ଖେଳିବାକୁ ଯାଇପାରେ। ଏହି ଟିମରେ ଖେଳିବାକୁ ଥିବା ୧୫ ଜଣ ଖେଳାଳିଙ୍କ ନାମ ଜଣେଇବୁ ଆଉ ଯଦି ଆପଣଙ୍କ ଆଉ କିଛି ନାମ କହିପାରିବେ ତାହେଲେ ଆପଣ ଆମକୁ କମେଣ୍ଟ କରି ଜଣେଇ ପାରିବେ।

ତେଣୁ କୁହାଯାଇଛି ଯେ ଯେଉଁ ଖେଳାଳି ମାନେ ଜିମ୍ବାୱେ ଗସ୍ତରେ ଯିବେ ସେହି ଖେଳାଳି ମାନଙ୍କ ମଧ୍ୟରୁ ବହୁତ କମ ଖେଳାଳିଙ୍କୁ ଆପଣଙ୍କୁ ଏସିଆ କପରେ ଦେଖିବାକୁ ପାଇବେ।

Google

ଜିମ୍ବାୱେ ଯେଉଁ ଖେଳାଳି ମାନେ ଯାଉଛନ୍ତି ସେମାନେ ହେଲେ ଶିଖର ଧାୱନ,ଋତୁରାଜ ଗାଈକୱାଡ଼,ଶୁଭମନ ଗିଲ,ଦୀପକ ହୁଡ୍ଡା,ରାହୁଲ ତ୍ରିପାଠୀ,ଇସାନ କିଶନ,ସଞ୍ଜୁ ସାମସନ, ୱାସିଙ୍ଗଟନ ସୁନ୍ଦର,ସାର୍ଦୁଲ ଠାକୁର,କୁଲଦୀପ ଯାଦବ,ଅକ୍ସର ପଟେଲ,ଆଭେସ ଖାନ,ପ୍ରସିଦ୍ଧ କ୍ରିଷ୍ଣା,ମହମ୍ମଦ ସିରାଜ,ଦୀପକ ଚାହର।ଏମାନଙ୍କ ମଧ୍ୟରେ ଶିଖର ଧାୱନ ଯିଏକି ଜିମ୍ବାୱେ ଗସ୍ତରେ ଭାରତର ଅଧିନାୟକ ସମ୍ଭାଳିବାର ଅଛି।

ତେବେ ଚାଲନ୍ତୁ କେଉଁ ୧୫ ଜଣ ଖେଳାଳି ଯେଉଁ ମାନେ କି ଏସିଆ କପରେ ଖେଳି ପାରନ୍ତି। ସମସ୍ତଙ୍କ ପ୍ରଥମରେ ହେଲେ ଅଧିନାୟକ ରୋହିତ ଶର୍ମା, କେ ଏଲ ରାହୁଲ,ବିରାଟ କୋହଲି,ସୂର୍ଯ୍ୟ କୁମାର ଯାଦବ,ଶ୍ରେୟସ ଅୟର,ଦିନେଶ କାର୍ତ୍ତିକ,ହାର୍ଦିକ ପାଣ୍ଡ୍ୟା,ଋଷଭ ପନ୍ତ,ଦୀପକ ହୁଡ୍ଡା,ରବୀନ୍ଦ୍ର ଜାଡେଜା, ୟୁଜି ଚାହଲ, ଭୁବନେଶ୍ୱର କୁମାର,ଯଶପ୍ରୀତ ବୁମରା,ସାରଦୁଲ ଠାକୁର,କୂଳଦୀପ ଯାଦବ।

Google

କେ ଏଲ ରାହୁଲ ପ୍ରାୟ ଠିକ ହୋଇ ନାହାନ୍ତି ତେଣୁ ସେ ଯଦି ଭଲରେ ଠିକ ହୋଇ ଯାଆନ୍ତି ତାହେଲେ ତାଙ୍କୁ ଦଳରେ ସ୍ଥାନ ଦିଆଯିବାର ସମ୍ଭାବନା ଅଧିକ।

କୁଲଦିପ ଯାଦବ ଏକ ଏମିତି ଖେଳାଳି ଯେ କି ଏହି କିଛି ଦିନ ହେବ ଅଧିକ ମ୍ୟାଚ ଖେଳି ନାହାନ୍ତି ମାତ୍ର ସେ ଦୁଇଟି ଯାକ ସିରିଜ ଯାହାକି ୱେଷ୍ଟ ଇଣ୍ଡିଜ ହେଉ କି ଜିମ୍ବାୱେ ହେଉ ସବୁଠାରେ ତାଙ୍କୁ ସ୍ଥାନ ମିଳିଛି ତେଣୁ ସେ ବି ପ୍ରାୟ ସୁନିଶ୍ଚିତ ଏହି ଏସିଆ କପରେ ଭାଗ ନେଇପାରନ୍ତି।

Google

ଏହି ୧୫ ଜଣ ଖେଳାଳି ଏସିଆ କପରେ ଯାଇ ପାରନ୍ତି ମାତ୍ର ୨ ଅବା ୩ ଜଣଙ୍କ ନାମ ଏପଟ ସେପଟ ହେଇପାରନ୍ତି ସମ୍ଭାବିତ ଏହି ଟିମ ଏସିଆ କପ ପାଇଁ ଯିବାର ଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *