ଭାରତୀୟ ବୋଲରଙ୍କ ଜବରଦସ୍ତ ବୋଲିଂ, ୯୯ ରେ ଅଲ ଆଉଟ ପାକିସ୍ତାନ, ମ୍ୟାଚ ଜିତିଲା ଟିମ ଇଣ୍ଡିଆ

ଏହି କ୍ରିକେଟର ନ୍ୟୁଜ ୱେଷ୍ଟ ଇଣ୍ଡିଜ ରୁ ନୁହଁ ଏହା ହେଉଥିବା କମନୱେଲଥ ଗେମ ରୁ ଯେଉଁଥିରେ ଭାରତୀୟ ମହିଳା କ୍ରିକେଟ ଦଳ ୮ ୱିକେଟରେ ପାକିସ୍ତାନକୁ ପରାସ୍ତ କରିଛି। ଏହି ମ୍ୟାଚ ଜିତିବା ସହିତ ଭାରତୀୟ ଖେଳାଳି ମାନେ ନିଜର ପ୍ରଥମ ବିଜୟ ହାସଲ କରିଛନ୍ତି। ଭାରତୀୟ ମହିଳା କ୍ରିକେଟ ଦଳ ଏକ ତରଫା ଭାବରେ ପାକିସ୍ତାନକୁ ପରାସ୍ତ କରିଛି।

Google

ପାକିସ୍ତାନର ମହିଳା ଦଳ ପ୍ରଥମେ ଖେଳି ୧୦ ୱିକେଟରେ ହରାଇ ୧୮ ଉଭର ଖେଳି ୯୯ ରନ କରିଥିଲେ। ଆଉ ଭାରତକୁ ଜିତିବା ପାଇଁ ମାତ୍ର ୧୦୦ ରନର ଲକ୍ଷ୍ୟ ଦିଆ ଯାଇଥିଲା। ଭାରତୀୟ ବଲର ମେଘା ସିଂ ଙ୍କୁ ୧ ୱିକେଟ ଅକ୍ତିଆର କରିଥିଲେ ,ସ୍ନେହା ରଣା ୨ଟି ୱିକେଟ ଅକ୍ତିଆର କରିଥିଲେ। ସେଫାଳି ବର୍ମା ଗୋଟିଏ ୱିକେଟ ନେଇଥିଲା। ଭାରତୀୟ ବଲର ମାନଙ୍କର ଭଲ ପ୍ରଦର୍ଶନ ଫଳରେ ଆମ ଭାରତୀୟ ଖେଳାଳି ମାନେ ପାକିସ୍ତାନକୁ ଏତେ କମ ରନ କରିବାକୁ ଦେଇଥିଲେ।

ଯଦି ଆମେ ସ୍କୋର ବୋର୍ଡ କଥା ଆଲୋଚନା କରିବା ତାହେଲେ ପ୍ରଥମେ ପାକିସ୍ତାନ ଏକ ୱିକେଟ ହରେଇ ୫୦ ରନ ସଂଗ୍ରହ କରି ସାରିଥିଲା। ଆଉ ଆର ୪୯ ରନ କରିବା ପାଇଁ ପାକିସ୍ତାନ ନିଜର ଅନ୍ୟ ୯ ଟି ୱିକେଟ ହରେଇ ଦେଲା।

Google

ଏହି ରନ ଏକେ ବଡ ସ୍କୋର ନ ଥିଲା ମାତ୍ର ବେଳେ ବେଳେ ଏହି ସ୍କୋର କରିବାରେ ମଧ୍ୟ ଟିମ ମାନେ ଅସଫଳ ହୋଇଥାନ୍ତି ମାତ୍ର ଭାରତର ଓପ୍ନର ଖେଳାଳି ସେଫାଳି ବର୍ମା ଏବଂ ମନ୍ଧାନ ଯେପରି ପାରି ଆରମ୍ଭ କରିଥିଲେ ଏହା ଭାରତ ପାଇଁ ଜିତିବାର ବାଟ ସହଜ କରି ଦେଇଥିଲା। ଏହି ମ୍ୟାଚରେ ମନ୍ଧାନ ଭଲ ଖେଳା ଖେଳିଥିଲେ।

ଭାରତର ବହୁତ ଭଲ ଆରମ୍ଭ ହୋଇଥିଲା। ଭାରତର ଖେଳାଳି ମନ୍ଧାନ ଅର୍ଦ୍ଧ ଶତକ ଲଗାଇଥିଲେ। ଭାରତର ଅଧିକ ରନ ପ୍ରଥମ କିଛି ଓଭରରେ ହିଁ ଆସି ଯାଇଥିଲା।ଭାରତ ୫ ଓଭରରେ ୫୦ ରନ ବନେଇ ସାରିଥିଲା। ଭାରତ ନିଜର ୬ ନମ୍ବର ଓଭରରେ ସେଫାଳି ବର୍ମାଙ୍କ ହରାଇବା ପୂର୍ବରୁ ଭାରତର ସ୍କୋର ୬୧ ରନ ରେ ପହଞ୍ଚି ସାରିଥିଲା।ଆଉ ସେଫଳି ବର୍ମା ୧୬ ରନ ବନେଇ ଆଉଟ ହୋଇଥିଲେ।

Google

ଯଦି ଆପଣଙ୍କର ଆରମ୍ଭରୁ ଭଲ ଖେଳ ଖେଳିଛନ୍ତି ତାହେଲେ ଆପଣଙ୍କୁ ମ୍ୟାଚ ଜିତିବା ପାଇଁ ବେଶି କଷ୍ଟ କରିବାକୁ ପଡି ନ ଥାଏ। ଭାରତ ଆରମ୍ଭରୁ ଭଲ ଖେଳି ଥିବାରୁ ଭାରତ ଏହି ମ୍ୟାଚକୁ ଆରାମରେ ୧୧ ଓଭରରେ ହିଁ ଜିତି ଯାଇଥିଲା। ଭାରତୀୟ ଖେଳାଳି ମାନଙ୍କୁ ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ହରେଇ ଦେଇଥିଲା। ଯଦି ଆପଣ ଆପଣଙ୍କ ବିଜୟ ପାକିସ୍ତାନରୁ ଆରମ୍ଭ କରୁଛନ୍ତି ତାହାର ଏକ ଅଗଲା ମଜା ରହିଥାଏ। ଏହି ଖବର ଶୁଣିବା ପରେ ଭାରତରେ ଖୁସିର ଲହରୀ ଖେଳି ଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *