ବ୍ୟୁରୋ ରିପୋର୍ଟ: ସାଉଥ ଆଫ୍ରିକା ବିପକ୍ଷରେ ହାରିଗଲା ଟିମ ଇଣ୍ଡିଆ। ସାଉଥ ଆଫ୍ରିକା ଶେଷ ବଲରେ ହରାଇଲା। ଭାରତ ଟସ ଜିତି ୨୭୪ ରନ ୭ ୱିକେଟ ହରାଇ ବନାଇଥିଲା। ଏହାର ଜବାବରେ ସାଉଥ ଆଫ୍ରିକା ୨୭୫ ରନ ୭ ୱିକେଟ ହରାଇ ବନାଇଦେଇଥିଲା।

ୱେଷ୍ଟଇଣ୍ଡିଜ ସେମିରେ ପଂହଁଚିଯାଇଛି। ଅଷ୍ଟ୍ରେଲିଆ-ୱେଷ୍ଟଇଣ୍ଡିଜ ଏବଂ ସାଉଥ ଆଫ୍ରିକା-ଇଂଲଣ୍ଡ ମଧ୍ୟରେ ସେମି ଫାଇନାଲ ମ୍ୟାଚ ଖେଳାଯିବାର ଅଛି। ଭାରତର ଏହି ମ୍ୟାଚରେ ମନ୍ଧାନା ୭୧ ରନ ବନାଇଥିଲେ ଯେବେକି ମିତାଲି ରାଜ ୬୮ ରନ ବନାଇଥିଲେ। ସେଫାଳି ବର୍ମା ବି ସୁନ୍ଦର ପାରି ଖେଳିଥିଲେ। ସେ ୫୩ ରନ ବନାଇଥିଲେ।
ସାଉଥ ଆଫ୍ରିକା ପକ୍ଷରୁ ଲୌରା ୮୦ ବନାଇଥିବା ବେଳେ ଲାରା ଗୁଡାଲ ୪୯, ଡୁ ଫ୍ରିଜ ୫୨ ରନ କରିଥିଲେ ଯେବେକି ସେ ୬୩ ବଲ ଖେଳିଥିଲେ।

ବିଜୟ ପାଇଁ ସାଉଥ ଆଫ୍ରିକାକୁ ଶେଷ ଓଭରରେ ୭ ରନ ଆବଶ୍ୟକ ଥିଲା। ଦୀପ୍ତି ଶର୍ମା ସେହି ଓଭରରେ ସୁନ୍ଦର ବୋଲିଂ କରୁଥିଲେ। ହେଲେ ଗୋଟିଏ ଭୁଲ ପଡିଲା ଭାରି। ଶେଷ ଓଭରର ୫ମ ବଲରେ ଦୀପ୍ତି ୱିକେଟ ହାସଲ କରିଥିଲେ ମାତ୍ର ଏହି ବଲ ଅମ୍ପାୟାରଙ୍କ ଫଇସଲାରେ ନୋ ବଲ ଥିଲା। ଯାହା ଫଳରେ ୱିକେଟ ମିଳିଲାନି ଏବଂ ଫ୍ରି ହିଟ ବି ହୋଇଥିଲା। ଅତିରିକ୍ତ ଏକ ରନ ବି ମିଳିଥିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।