ରୋହିତଙ୍କ ଚିନ୍ତା ହେଲା ଦୂର? ଭାରତକୁ ମିଳିବା ଯୁବରାଜଙ୍କ ପରି ଜବରଦସ୍ତ ପ୍ଲେୟର!

ବ୍ୟୁରୋ ରିପୋର୍ଟ: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆକୁ ଏକ ଏପରି ଖେଳାଳି ମିଳିଛି ଯିଏକି ପ୍ରାୟତଃ ସବୁ ମ୍ୟାଚ ଜିତାଇପାରେ। ଏହି ବ୍ୟାଟ୍ସମ୍ୟାନ ନିଜ ବ୍ୟାଟିଙ୍ଗରେ ଜବରଦସ୍ତ ବ୍ୟାଟିଙ୍ଗ ପାଇଁ ଜଣାଯାଇଥାଏ। ଏହି ଖେଳାଳିଙ୍କ ରୂପରେ ଟିମ ଇଣ୍ଡିଆକୁ ନମ୍ବର ୪ର ବ୍ୟାଟ୍ସମ୍ୟାନ ମିଳିଗଲା ଯାହାଙ୍କ ତଲାସ ଥିଲା। ଏହି ଖେଳାଳି ଏବେ ରୋହିତ ଶର୍ମାଙ୍କ ପସଦର ଖେଳାଳି ହୋଇଯାଇଛନ୍ତି। ଏହାର କାରଣ ଏହି ବ୍ୟାଟ୍ସମ୍ୟାନଙ୍କ ସୁନ୍ଦର ପ୍ରଦର୍ଶନ ଅଟେ।

Google
ଟିମ ଇଣ୍ଡିଆର ନମ୍ବର ୪ ବ୍ୟାଟ୍ସମାନଙ୍କ ଟେନସନ ହେଲା ଦୂର:

ଟିମ ଇଣ୍ଡିଆ ମିଶନ ଟି-୨୦ ବିଶ୍ୱକପ ପାଇଁ ପ୍ରସ୍ତୁତିରେ ଅଛି। ଟିମ ଇଣ୍ଡିଆର ନମ୍ବର ୪ ବ୍ୟାଟ୍ସମାନର ଟେନ୍ସନ ଏବେ ଦୂର ନଜର ଆସୁଛି।କାରଣ ଟିମକୁ ସୂର୍ଯ୍ୟକୁମାର ଯାଦବଙ୍କ ରୂପରେ ନମ୍ବର ୪ର ବ୍ୟାଟ୍ସମ୍ୟାନ ମିଳିଛି। ଆକ୍ରାମକ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କ ପସନ୍ଦର ଖେଳାଳି ହୋଇଛନ୍ତି। ସୂର୍ଯ୍ୟ କୁମାର ଯାଦବ ଟି-୨୦ ବିଶ୍ୱକପ ବହୁତ ଜରୁରୀ ଅଟନ୍ତି। ସେ ଟପ ଅର୍ଡରରେ ବ୍ୟାଟିଙ୍ଗ କରୁଥିବାର ଦେଖାଯିବେ।

ମ୍ୟାଚ ଜିତିବା ପାଇଁ ମିଳିଲା ଯୁବରାଜଙ୍କ ପରି ଖେଳାଳି:

ସୂର୍ଯ୍ୟ କୁମାର ଯାଦବଙ୍କର ମ୍ୟାଚ ବିଜୟୀ ସାବ୍ୟସ୍ତ ହେବ ଟିମ ଇଣ୍ଡିଆ ପାଇଁ ମିଶନ ଟି-୨୦ ବିଶ୍ୱକପ ୨୦୨୨ ଓ ବିଶ୍ୱକପ ୨୦୨୩ ପାଇଁ ବଡ଼ ଭଲ ଖବର ଅଟେ। ତାଙ୍କ ଷ୍ଟାଇକରେଟ ବହୁତ ଭଲ ରହିଥାଏ। ସେ ଭାରତକୁ ଏହି ବର୍ଷ ଅକ୍ଟୋବର-ନଭେମ୍ବରରେ ଆରମ୍ଭ ହେବାକୁ ଥିବା ଟି-୨୦ ଟ୍ରଫି ଜିତାଇ ପାରନ୍ତି ଯେପରି ଯୁବରାଜ ସିଂହ ଭାରତକୁ ୨୦୧୧ ବିଶ୍ୱକପ ଜିତାଇଥିଲେ ଅନେକ ବର୍ଷ ପରେ।

Google
ଜବରଦସ୍ତ ବ୍ୟାଟିଙ୍ଗ କରିଥାନ୍ତି ଏହି ଖେଳାଳି:

ରୋହିତ ଶର୍ମା ଅଧିନାୟକତ୍ୱ ସମ୍ଭାଳିବା ପରେ ସୂର୍ଯ୍ୟକୁମାରଙ୍କୁ ବହୁତ ମୌକା ମିଳିଛି ଓ ସେ ଟିମକୁ ଜିତାଇଛନ୍ତି ମଧ୍ୟ। ସୂର୍ଯ୍ୟ କୁମାର ଭାରତ ପାଇଁ ଟି-୨୦ ଓ ଏକଦିବସିୟ ଟିମ ପାଇଁ ଜାଗା ପାଇସାରିଛନ୍ତି। ସେ ଭାରତ ପାଇଁ ୭ ଏକଦିବସିୟ ଓ ୧୪ ଟି-୨୦ ଇଣ୍ଟରନେସନାଲ ମ୍ୟାଚ ଖେଳିଛନ୍ତି।

ବ୍ୟାଟିଙ୍ଗରେ କୋୖଣସି ମୁକାବିଲା ନାହିଁ:

ସୂର୍ଯ୍ୟ କୁମାର ଯାଦବଙ୍କର ବ୍ୟାଟିଙ୍ଗରେ କୌଣସି ମୁକାବିଲା ନାହିଁ। ସେ ଯେଉଁପରି ସର୍ଟସ୍ ଖେଳିଥାନ୍ତି ଯେପରି ଡିଭିଲିୟର୍ସ ପ୍ରାୟ ନିଜ ସମୟରେ ଖେଳୁଥିଲେ। ସୂର୍ଯ୍ୟ କୁମାରଙ୍କୁ ମଧ୍ୟ ୩୬୦ ଡିଗ୍ରୀ ଖେଳାଳି କୁହାଯାଇଥାଏ।

ଟି-୨୦ ବିଶ୍ୱକପ ପାଇଁ ପ୍ରମୂଖ ସାବ୍ୟସ୍ତ ହୋଇପାରନ୍ତି:

ସୂର୍ଯ୍ୟ କୁମାର ଯାଦବଙ୍କ ଯୋଗଦାନ ଟିମ ଇଣ୍ଡିଆ ପାଇଁ ଜରୁରୀ। ଅଷ୍ଟ୍ରେଲିଆରର ଯେବେ ଟିମ ଇଣ୍ଡିଆ ବଡ଼ ଗ୍ରାଉଣ୍ଡରେ ମ୍ୟାଚ ଖେଳିବ ଏହା ତାଙ୍କୁ ଫାଇଦା ଦେବ। ପୂର୍ଵ କିଛି ବର୍ଷରୁ ସେ ଟିମ ଇଣ୍ଡିଆ ପାଇଁ ମ୍ୟାଚ ବିଜୟୀ ସାବ୍ୟସ୍ତ ହୋଇଛନ୍ତି। ପ୍ରଶଂସକଙ୍କ ମନରେ ସେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରିଛନ୍ତି।

Google
କ୍ରିକେଟ ଜଗତରେ ନିଜ ପ୍ରଭାବ ଦେଖାଇଛନ୍ତି:

ସୂର୍ଯ୍ୟକୁମାର ଯାଦବ ନିଜ ସୁନ୍ଦର ପ୍ରଦର୍ଶନ ଦ୍ଵାରା କ୍ରିକେଟ ଦୁନିଆରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ପୂର୍ଵ କିଛି ବର୍ଷରୁ ସେ ନିଜ ବ୍ୟାଟିଙ୍ଗ ଦମରେ ଟିମ ଇଣ୍ଡିଆକୁ ଅଲଗା ଅଲଗା ସଫଳତା ଦେଇଛନ୍ତି।

ଭାରତ ପାଇଁ ଏକଦିବସିୟ ଓ ଟି-୨୦ରେ କରିଛନ୍ତି ଧମାଲ:

ସୂର୍ଯ୍ୟକୁମାର ଯାଦବ ଭାରତ ପାଇଁ ଏକଦିବସିୟ ଓ ଟି-୨୦ ଫର୍ମାଟରେ ଖେଳିଛନ୍ତି। ସେ ୭ ଟି ଏକଦିବସିୟରରେ ୨୬୭ ରନ ଓ ୧୪ ଟି ଟି-୨୦ରେ ୩୫୧ ରନ କରିଛନ୍ତି। ସେ ୧୨୩ ଆଇପିଏଲ ମ୍ୟାଚରେ ୨୬୪୪ ରନ କରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *