ରୁଟ ଯିଏ କି ଟେଷ୍ଟ କ୍ରିକେଟରେ ଜଣା ଶୁଣା ନାମ। ତାଙ୍କର ଖେଳ ଷ୍ଟାଇଲ ପାଇଁ ସେ ପରିଚିତ ଅଟନ୍ତି। ସେ ବ୍ୟାଟିଂ ସହିତ ସ୍ପିନ ବୋଲିଂ ବି କରନ୍ତି। ସେ ୧୧୭ ଟି ଟେଷ୍ଟ ମ୍ୟାଚରେ ୯୮୮୯ ରନ ବନାଇଛନ୍ତି। ତାଙ୍କର ଖେଳ ଷ୍ଟାଇଲ ସହିତ ସୁନ୍ଦର ଫିଲଡିଂ ପାଇଁ ସେ ପରିଚିତ। ସେ ଫାବ ଫୋର ରେ ବି ଥିଲେ। ଫାବ ଫୋର ରେ ବିରାଟ କୋହଲି, କେନ ୱିଲିୟମସନ, ଜୋ ରୁଟ ଏବଂ ଷ୍ଟିଭ ସ୍ମିଥ ଥିଲେ।

ତାଙ୍କ ବୋଲିଂ କ୍ୟାରିଅର କଥା ଆଲୋଚନା କରିବା ତ ସେ ୧୧୭ ଟି ଟେଷ୍ଟରେ ୪୫ ଟି ୱିକେଟ ଅକ୍ତିଆର କରିବାରେ ସଫଳ ରହିଛନ୍ତି। ହେଲେ ଯାହା ଜଣା ଯାଇଛି ସେ ଟେଷ୍ଟ କ୍ୟାପଟେନ ଆଉ ଇଂଲଣ୍ଡର ନାହାନ୍ତି। ତାଙ୍କ ପରେ କିଏ ହେବ ଇଂଲଣ୍ଡର ନୂଆ ଅଧିନାୟକ। ଯାହା ଅନୁମାନ କରାଯାଉଛି ବେନ ଷ୍ଟୋକ୍ସ ଇଂଲଣ୍ଡର ନୂଆ ଟେଷ୍ଟ ଅଧିନାୟକ ପଦ ସମ୍ଭାଳି ପାରନ୍ତି। ସେ ମଧ୍ୟ ସୁନ୍ଦର ଖେଳାଳି ଅଟନ୍ତି।
An England and Yorkshire legend 😍
You should be very proud @root66!
Plenty more runs and wickets to come! #OneRose pic.twitter.com/avoB02L9fS
— Yorkshire CCC (@YorkshireCCC) April 15, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।