ଆଝାର ଗାଙ୍ଗୁଲିଙ୍କ ଠୁ ନେଇ ଧୋନି କୋହଲିଙ୍କ ପର୍ଯ୍ୟନ୍ତ ସବୁ ମାରିଲେ ଫେଲ! ୭ ଜଣ ଅଧିନାୟକ ୩୦ ବର୍ଷରେ ମଧ୍ୟ ରଚିପାରିଲେନି ଇତିହାସ

ବ୍ୟୁରୋ ରିପୋର୍ଟ: ଟିମ ଇଣ୍ଡିଆ ସାଉଥ ଆଫ୍ରିକାରେ ସିରିଜ ଜିତିବା ସ୍ଵପ୍ନ ଅଧୁରା ରହିଛି। ଚତୁର୍ଥ ଦିନରେ କେପଟାଉନ ଟେଷ୍ଟରେ ୭ ୱିକେଟରେ ହାରିଛି। ସାଉଥ ଆଫ୍ରିକା ଆଗରେ ଭାରତ ୨୧୨ ରନର ଟାର୍ଗେଟ ଦେଇଥିଲା। ଭାରତ ଏହି ସିରିଜର ୨-୧ ରେ ହାରିଯାଇଛି। କହିରଖିବୁ ରିପୋର୍ଟ ଅନୁସାରେ ୮ମ ଥର ଯାଏ ଭାରତ ଗ୍ରସ୍ତ କରିଥିଲା। ହେଲେ ଗୋଟିଏ ଜିତିପାରିନି ଟେଷ୍ଟ ସିରିଜ।

Google

୨୦୧୦-୧୧ ରେ ଟିମ ଇଣ୍ଡିଆ ଭଲ ପ୍ରଦର୍ଶନ କରିଥିଲେ। ଏମ ଏସ ଧୋନୀଙ୍କ କ୍ୟାପଟେନସିରେ ଟିମ ଇଣ୍ଡିଆ ସିରିଜକୁ ୧-୧ ରେ ବରାବର କରିବାରେ ସକ୍ଷମ ରହିଥିଲା। ସେହିପରି ଭାବେ ୧୯୯୨-୯୩ ରେ ଆଝାରୁଦ୍ଧିନଙ୍କ କ୍ୟାପଟେନସିରେ ୦-୧ ରେ ଟିମ ଇଣ୍ଡିଆ ହାରିଥିଲା।

ସଚିନଙ୍କ କ୍ୟାପଟେନସିରେ ଟିମ ଇଣ୍ଡିଆ ୧୯୯୬-୯୭ ରେ ସାଉଥ ଆଫ୍ରିକା ଠୁ ୨-୦ ରେ ହାରିଥିଲ। ୨୦୦୧-୨୦୦୨ ରେ ସୌରଭ ଗାଙ୍ଗୁଲିଙ୍କ କ୍ୟାପଟେନସିରେ ୨-୦ରେ ଟିମ ଇଣ୍ଡିଆ ହାରିଯାଇଥିଲା।

Google

ରାହୁଲ ଦ୍ରାଭିଡଙ୍କ କ୍ୟାପଟେନସିରେ ଟିମ ଇଣ୍ଡିଆ ୨୦୦୬-୦୭ ରେ ସାଉଥ ଆଫ୍ରିକା ଠୁ ୨-୧ ରେ ହାରିଥିଲ। ଏମ ଏସ ଧୋନିଙ୍କ କ୍ୟାପଟେନସିରେ ୨୦୧୦-୧୧ରେ ଟିମ ଇଣ୍ଡିଆ ୧-୧ ରେ ସିରିଜ ଡ୍ର କରିବାରେ ସକ୍ଷମ ରହିଥିଲା।

ହେଲେ ୨୦୧୩-୧୪ ରେ ଧୋନିଙ୍କ କ୍ୟାପଟେନସିରେ ଟିମ ଇଣ୍ଡିଆ ୧-୦ ରେ ସିରିଜ ହାରିଥିଲ। ୨୦୧୭-୧୮ ରେ କୋହଲିଙ୍କ କ୍ୟାପଟେନସିରେ ଟିମ ଇଣ୍ଡିଆ ସାଉଥ ଆଫ୍ରିକା ରେ ୨-୧ ରେ ସିରିଜ ହାରିଥିଲା।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *