କୋହଲିଙ୍କ ସପୋର୍ଟରେ ଟ୍ୱିଟ କଲେ ପାକିସ୍ତାନ କ୍ୟାପଟେନ! କହିଦେଲେ ଏହି ବଡ଼ କଥା

ବ୍ୟୁରୋ ରିପୋର୍ଟ: ଟିମ ଇଣ୍ଡିଆର ପୂର୍ବ କ୍ୟାପଟେନ ବିରାଟ କୋହଲିଙ୍କ ବ୍ୟାଟରୁ ଇଣ୍ଟରନେସନାଲ କ୍ରିକେଟରେ ପ୍ରାୟ ଅନେକ ଦିନ ହେବ ଶତକ ଆସିନାହିଁ। ସେ କ୍ୟାପଟେନସି ଛାଡିବା ପରେ ଏମିତି ଫର୍ମରେ ଯାଉଛନ୍ତି କି ଟିମରେ ଜାଗା ମିଳିବାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ। ଯୁବ ଖେଳାଳିଙ୍କୁ ମୌକା ମିଳିବା ଏବଂ କୋହଲିଙ୍କୁ ଜାଗାକୁ ପ୍ରାୟ କେତେକ ଜାଗାରେ ହେଉଛି ଚର୍ଚ୍ଚା।

Google

ୱେଷ୍ଟ ଇଣ୍ଡିଜ ଦୌଡ଼ରେ ଟିମ ଇଣ୍ଡିଆ ଘୋଷଣା ହୋଇଛି ଏବଂ ଏଥିରେ ନାହିଁ ବିରାଟ କୋହଲିଙ୍କ ନାମ। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆ ଖେଳିଥିଲେ ବିରାଟ କୋହଲି।

ସେ ଭଲ ଆରମ୍ଭ କରି ବି ୧୬ ରନ କରି ଆଉଟ ହୋଇଯାଇଥିଲେ। ଡାଭିଡ ୱିଲିଙ୍କ ବଲରେ ଆଉଟ ହୋଇଥିଲେ ଏହି ଦମଦାର ବ୍ୟାଟର। ସେ ୩ ଟି ଚୌକା ଲଗାଇଥିଲେ।

ପାକିସ୍ତାନର ଅଧିନାୟକ କୋହଲିଙ୍କ ସପୋର୍ଟରେ ଆସିଲେ। ଉପରେ ଦିଆଯାଇଥିବା ଟ୍ୱିଟ ଆପଣ ଦେଖିପାରୁଥିବେ। ତେବେ ଏହାକୁ ନେଇ ଆପଣଙ୍କ ମତ କଣ ତାହା ଆମକୁ କମେଣ୍ଟରେ ଜଣେଇ ପାରିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *