ବ୍ୟୁରୋ ରିପୋର୍ଟ: କ୍ରିକେଟ ପ୍ରସଂସକ ଏସିଆ କପ ୨୦୨୨କୁ ଅପେକ୍ଷା କରିଛନ୍ତି। କିନ୍ତୁ ଏହା ପୂର୍ବରୁ ଏସିଆ କପ ଟି-୨୦ ଫର୍ମାଟ ପାଇଁ ପ୍ରତିଯୋଗୀତା ପାଇଁ ୟୁଏଇ ଟିମ ଅହମ୍ମଦ ରଜାଙ୍କୁ ଅଧିନାୟକ ପଦରୁ ବାହାର କରି ଏକ ବଡ଼ ପରିବର୍ତ୍ତନ କରିଛନ୍ତି। ଏବେ ତାଙ୍କ ଜାଗରେ ସିପି ରିଜୱାନଙ୍କୁ ଅଧିନାୟକ କରାଯାଇଛି। ସେ ଭାରତର କେରଳର ବାସିନ୍ଦା ଅଟନ୍ତି।

ଏହି ଷ୍ଟାର ଖେଳାଳି ହେଲେ ଅଧିନାୟକ:
ସିପି ରିଜବାନ ଏସିଆକପ କ୍ୟାଲିଫାୟରରେ ୟୁଏଇର କ୍ରିକେଟ ଟିମର ନୂତନ ନିଯୁକ୍ତି ଅଧିନାୟକ ହୋଇଛନ୍ତି,ଯିଏକି ଉତ୍ତର କେରଳ ଜିବନ୍ତ ସମୁଦ୍ର ତଟିୟ ସହର ଥାଲାସେରିର ଅଟନ୍ତି। ଏହି ସହର ଥ୍ରୀ ଏସର ପ୍ରର୍ଯ୍ୟାୟ ଅଟେ”। କ୍ରିକେଟ କେକେ ଓ ସର୍କସ କଣ ପାଇଁ ଏହା ତିନି ଫେମସ ସିବି ରିଜବାନ ସୁନ୍ଦର ବ୍ୟାଟିଙ୍ଗ ପାଇଁ ଫେମସ ଅଟେ।
କେରଳର ରହିବା ଵାଲା ଅଟନ୍ତି:
ସିପି ରିଜବାନ ଇଞ୍ଜିନିୟରର ପ୍ରଶିକ୍ଷଣ ନେଇଛନ୍ତି ଓ ସେ ଦୁବାଇରେ ଅଛନ୍ତି। ଦୁବାଇ ଯିବା ପୂର୍ବରୁ ସେ କେରଳରେ ରାଜ୍ୟ ସ୍ତରୀୟ ଖେଳାଳି ଥିଲେ। ରିଜବାନଙ୍କ ଜନ୍ମ ୧୯୮୮ରେ କେରଳରେ ହୋଇଥିଲା। ସେ ବ୍ୟାଟିଙ୍ଗ ସହିତ ବୋଲିଙ୍ଗରେ ମଧ୍ୟ ମାହୀର ଅଟନ୍ତି। ଯୁବ ଖେଳାଳି ରିଜବାନ ୨୦୨୧ରେ ଚାରି ମ୍ୟାଚର ସିରିଜରେ ୧୦୯ ରନ କରି ଇଣ୍ଟରନେସନାଲ କ୍ରିକେଟରେ ଶତକ ଲଗାଇଥିଲେ।
CP Rizwan, electrical engineer from Kerala is UAE’s T20 captain for Asia Cup https://t.co/zZblYmPKcK
— Kunal Shah (@kunal___shah) August 21, 2022
ଅଧିନାୟକ ହେବା ପରେ ଦେଲେ ଏହି ବୟାନ:
ସିପି ରିଜବାନ କହିଛନ୍ତି ଅଧିନାୟକତ୍ୱ ମିଳିଲା ନେଇ ଖୁସି ଓ ସନମାନିତ ଅନୁଭବ କରୁଛି। ଏହା ସହିତ କହିଛନ୍ତି ଗୋଟେ ବଡ଼ ଦାଇତ୍ୱ ମିଳିଛି ଓ ଦେଶ ପାଇଁ କିଛି କରିବା ପାଇଁ ପୁରା ଚେଷ୍ଟା କରିବି। ୟୁଏଇର ରାଷ୍ଟ୍ରୀୟ ଟିମରେ ବର୍ତ୍ତମାନ ମୋ ସହିତ ୭ ଜଣ ଭାରତୀୟ ଅଛନ୍ତି। ଯେଉଁଥିରେ ତୁଳସୀ ହମିଦ,ଚିରାଗ ସୁରି,ବୃଥିୟା ଅରବିନ୍ଦ,କାର୍ତିକ ମୟପନ,ଅଲିସାନ ସରାଫୁ ଓ ଆର୍ଯ୍ୟନ ଲକରା,ସାମିଲ। ଏଥିରେ ଅଲିସାନ ଓ ତୁଳସୀ କେରଳର ଅଟନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।