ଆଇପିଏଲ ୨୦୨୨ ରେ ଉମରାନଙ୍କ ଜବରଦସ୍ତ ବୋଲିଙ୍ଗ ପରେ ଅନେକଙ୍କୁ ପସନ୍ଦ ଆସିଥିଲା। ତାପରେ ତାଙ୍କ ସାଉଥ ଆଫ୍ରିକା ଏବଂ ଆୟରଲାଣ୍ଡ ବିପକ୍ଷରେ ଭାରତୀୟ ଦଳରେ ସାମିଲ କରାଯାଇଥିଲା। ଯେଉଁଥିରେ ଉମରାନ ମଲ୍ଲିକଙ୍କ ପ୍ରଦର୍ଶନ ବହୁତ ଭଲ ରହିଥିଲା ଆଉ ସେଠାରେ ୱିକେଟ ମଧ୍ୟ ନେଇଥିଲେ।

ଏହା ପରେ ତାଙ୍କୁ କୌଣସି ବି ସିରିଜ ପାଇଁ ଭାରତୀୟ ଦଳରେ ସାମିଲ କରାଯାଇନଥିଲା। ନା ଏସିଆ କପରେ ତାଙ୍କ ନାମ ଥିଲା ନା ଜିମ୍ବାୱେ ବିପକ୍ଷ ସିରିଜରେ ତାଙ୍କ ନାମ ଥିଲା। ଏହା ପରେ ବହୁତ ପୁରୁଣା ଖେଳାଳି ତାଙ୍କୁ ଉପଦେଶ ଦେଇଥିଲେ କି ଯଦି ସେ ନିଜର ବୋଲିଙ୍ଗ ବେଗକୁ କମ କରୁଛନ୍ତି ତାହେଲେ ସେ ଅଧିକ ଲାଇନରେ ବଲ ପକେଇ ପାରିବେ। ଯାହା ଦ୍ଵାରା ସେ ଆହୁରି ଭଲ ବୋଲର ହୋଇ ପାରିବେ ମାତ୍ର ଏହି ସମୟରେ ଉମରାନଙ୍କ ସାଥି ହୋଇଛନ୍ତି ଅଷ୍ଟ୍ରେଲିଆର ପୁରୁଣା ଖେଳାଳି ମାଗ୍ରାଥ। ସେ କହିଛନ୍ତି ଉମରାନ ତମେ ୧୫୦ ରୁ କାମ ସ୍ପୀଡ଼ରେ ଫିଙ୍ଗ ନାହିଁ।
ସେ କହିଛନ୍ତି ଆପଣ କାହାକୁ ୧୫୦ ରୁ ଅଧିକ ବେଗରେ ବୋଲିଙ୍ଗ କରିବାକୁ ଶିଖେଇ ପାରିବେ ନାହିଁ ସ୍ୱାଭାବିକ ରୂପରେ ସକ୍ଷମ ଖେଳାଳି ହିଁ ଏହା କରି ପାରିବ। ସେ ପ୍ରଶ୍ନ ଉଠାଉଛନ୍ତି କି ବୋଲିଙ୍ଗରେ ସୁଧାର ଆଣିବା ପାଇଁ ଗତିକୁ କମେଇବାକୁ ପଡିବ। ସେ କହିଛନ୍ତି ମୁଁ ବୋଲରକୁ ଅଧିକ ପରିଶ୍ରମ କରି ନିଜର ଅତିରେ ସୁଧାର କରି ବୋଲିଙ୍ଗ କରୁଥିବାର ଦେଖିବା ପସନ୍ଦ କରିଥାଏ। ଆଉ ମଧ୍ୟ ସେ କହିଛନ୍ତି କି ୧୫୦ ରୁ ଅଧିକ ବେଗରେ ବୋଲିଙ୍ଗ କରୁଥିବା ଖେଳାଳି ବହୁତ କମ ଥାଆନ୍ତି।ସେ ଆଉ ମଧ୍ୟ କହିଛନ୍ତି କି ମୁଁ ଉମରାନଙ୍କୁ ଅଧିକ ବୋଲିଙ୍ଗ କରୁଥିବାର ଦେଖିନାହିଁ।

ମାତ୍ର ସେ ଭଲ ବେଗରେ ବୋଲିଙ୍ଗ କରିବାରେ ସକ୍ଷମ। ସେ କହିଛନ୍ତି କି ଆପଣଙ୍କୁ ଅଧିକ ବେଗରେ ବୋଲିଙ୍ଗ କରୁଥିବା ଖେଳାଳି ଦରକାର ଆପଣ ଜଣେ ପାଖାପାଖି ୧୫୦ ବେଗରେ ବୋଲିଙ୍ଗ କରୁଥିବା ଖେଳାଳିକୁ କହି ପାରିବେ କି ଆପଣ ଠିକ ଜାଗାରେ ବୋଲିଙ୍ଗ କରିବା ପାଇଁ ମାତ୍ର ଆପଣ ଏକ ୧୩୦ ବେଗରେ କରୁଥିବା ବୋଲରକୁ କହି ପାରିବେ ନାହିଁ କି ୧୫୦ ବେଗରେ ବୋଲିଙ୍ଗ କରିବା ପାଇଁ।ଗ ମାଗରାଥ କେବଳ ଅଷ୍ଟ୍ରେଲିଆ ନୁହଁ ପୁରା ଦୁନିଆର ସବୁଠାରୁ ଭଲ ଦ୍ରୁତ ବୋଲର ମାନଙ୍କ ମଧ୍ୟରେ ଜଣା ଯାଆନ୍ତି। ଯଦି ସେ ତାଙ୍କ ଉପରେ କିଛି କଥା କହୁଛନ୍ତି ତାହେଲେ ତାଙ୍କ କଥା ଉପରେ ଧ୍ୟାନ ଦେବା ଆବଶ୍ୟକ।
ଯଦି ଉମରାନଙ୍କ ପରି ବୋଲରଙ୍କୁ ଆପଣ ଜିମ୍ବାୱେ ପରି ସିରିଜ ପାଇଁ ଚୟନ କରୁ ନାହାନ୍ତି ତାହେଲେ ଏହା ତାଙ୍କ ଆତ୍ମଶକ୍ତି ଉପରେ ଆଘାତ ପକେଇପାରେ। ଆପଣ ଆଇପିଏଲରେ ଦେଖିଥିବେ କିପରି ସେ ପାଖାପାଖି ୧୫୬ ବେଗରେ ଵୋଲିଙ୍ଗ କରିଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।