ତେବେ ଗତ ଟି-୨୦ ବିଶ୍ଵକପରେ ଭାରତକୁ ପାକିସ୍ତାନ ୧୦ ୱିକେଟରେ ହରାଇ ଇତିହାସ ସୃଷ୍ଟି କରିଥିଲା। ଏହା ସହିତ ଭାରତକୁ ୧୦ ୱିକେଟରେ ହରାଇ ଇତିହାସ ସୃଷ୍ଟି କରିବା ପରେ ଅନେକ କଥା ଆଲୋଚନା ଓ ସମାଲୋଚନା ହୋଇଥିଲା। ତେବେ ଯେତେବେଳେ ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ଶୃଙ୍ଖଳା ସମୟରେ ବାବରଙ୍କୁ ଏହା ପଚରା ଯାଇଥିଲା କି ବିରାଟ ଓ ତାଙ୍କ ମଧ୍ୟରେ କଣ କଥା ହୋଇଥିଲା ସେହି ସମ୍ପର୍କରେ ଆଲୋଚନା କରିବା।

କହିରଖିବୁ ବିରାଟ କୋହଲି ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମାନଙ୍କ ମଧ୍ୟରେ ଜଣାଯାଏ। ତାଙ୍କର ବ୍ୟାଟିଂ ଶୈଳୀ ସହିତ ରନ କରିବାର ଦକ୍ଷତା ଉଚ୍ଚକୋଟିର ଅଟେ। ତେବେ ପ୍ରାୟତଃ ଆପଣ ଏହା ଲକ୍ଷ୍ୟ କରିଥିବେ କି ବାବର ଆଜମଙ୍କୁ ବିରାଟ ଙ୍କ ସହିତ ତୁଳନା କରାଯାଇଥାଏ। ହେଲେ ରେକର୍ଡକୁ ଲକ୍ଷ୍ୟ କଲେ ବିରାଟ ବାବରଙ୍କ ଠୁ ବହୁତ ଆଗରେ।
ଏହା ସହିତ ବିରାଟଙ୍କୁ ଅଧିନାୟକ ପଦରୁ ହଟାଯିବା ଉପରେ ବାବର କଣ କହିଥିଲେ ଏହା ସମ୍ପର୍କରେ ମଧ୍ୟ କିଛି ଜାଣିବା। ତେବେ ଯେତେବେଳେ ବାବରଙ୍କୁ ଏହା ପଚରା ଯାଇଥିଲା କି ବିରାଟ ଓ ତାଙ୍କ ମଧ୍ୟରେ କଣ କଥା ହୋଇଥିଲା ସେହି ସମୟରେ ବାବର ସେହି ପତ୍ରକାରଙ୍କ ଉପରେ କ୍ରୋଧିତ ହୋଇ ଯାଇଥିଲେ। ଏହା ସହିତ ଏହା କହିଥିଲେ କି ଏହା ସେମାନଙ୍କ ଭିତରେ ହୋଇଥିବା କଥା ଏହା ସହିତ ସେ କଣ ପାଇଁ ସେମାନଙ୍କ ଭିତରେ ହୋଇଥିବା କଥାକୁ ଏପରି ଭାବରେ ସମସ୍ତଙ୍କ ସମ୍ମୁଖରେ କହିବେ।

ଏହା ସହିତ ମ୍ୟାଚ ପରେ ବାବର ଓ ବିରାଟ ଏକାଠି ଭାବରେ କଥା ହେଉଥିବାର ଦେଖିବାକୁ ମଧ୍ୟ ମିଳିଥିଲା ଏହା ସହିତ ଏହି ଫଟୋ ସେହି ସମୟରେ ବହୁତ ଭାଇରାଲ ମଧ୍ୟ ହୋଇଥିଲା। ତେବେ ଭାରତ ୧୯୯୨ ପରଠାରୁ ପାକିସ୍ତାନ ପାଖରୁ କେବେ ମଧ୍ୟ ହାରି ନଥିଲା। ପାକିସ୍ତାନ ଓ ଭାରତ ପରସ୍ପରକୁ ବିଶ୍ୱକପରେ ୧୩ ଥର ଭେଟି ଥିଲେ ଭାରତ ୧୨ ଥର ବିଜୟୀ ହୋଇଥିବା ବେଳେ ପାକିସ୍ତାନ କେବଳ ୧ ଥର ବିଜୟୀ ହୋଇଛି।
ଏହା ସହିତ ଭାରତ ୨୦ ଓଭରରେ ୭ ୱିକେଟ ହରାଇ ୧୫୧ ରନ କରିଥିଲା। ଏହା ସହିତ ପାକିସ୍ତାନ ୧୫୨ ରନର ବିଜୟ ଲକ୍ଷ୍ୟକୁ ୧୩ ବଲ ଥାଇ ୧୦ ୱିକେଟ ହାତରେ ଥାଇ ମଧ୍ୟ ନିଜର ନାମରେ କରି ଦେଇଥିଲା। ତେବେ ଏହି ପରାଜୟ ପରେ ଭାରତକୁ ଏକ ବହୁତ ବଡ଼ ଝଟକା ମଧ୍ୟ ଲାଗିଥିଲା। ତେବେ ଭାରତକୁ ଏହି ପରାଜୟ କାରଣରୁ ଅନେକ ସଂଘର୍ଷ କରିବାକୁ ପଡ଼ିଥିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।