ପାକିସ୍ତାନ କ୍ୟାପଟେନଙ୍କ ଟ୍ୱିଟର ଜବାବ ଦେଲେ ବିରାଟ କୋହଲି! ଭାଇରଲ ଖବର, ଦେଖନ୍ତୁ ଟ୍ୱିଟ

ବ୍ୟୁରୋ ରିପୋର୍ଟ: ଲମ୍ବା ସମୟ ଧରି ଭାରତୀୟ ବ୍ୟାଟ୍ସମାନ ବିରାଟ କୋହଲିଙ୍କ ଆଗ ପରି ଏତେ ଭଲ ଫର୍ମରେ ଯାଉନାହାନ୍ତି। ଏମିତି ବେଳେ ବେଳେ ପ୍ରଶ୍ନ ତାଙ୍କର ପ୍ଲେଇଁ ଇଲେଭେନରେ ଖେଳିବା ନେଇ ବି ଉଠିଥିଲା। ସେ ଯେତିକି ମ୍ୟାଚ ଖେଳିଛନ୍ତି ସେ ସେଥିରେ ପ୍ରାୟ ନିଜର କମାଲ ଦେଖାଇଛନ୍ତି। କିଛି ଦିନ ହେବ ସେ ସେପରି ଆଗ ପରି ଫର୍ମରେ ନାହାନ୍ତି।

Google

ଏମିତିରେ ପାକିସ୍ତାନର କ୍ୟାପଟେନ କୋହଲିଙ୍କ ସମର୍ଥନରେ ଟ୍ୱିଟ କରିଥିଲେ। ତେବେ ସେ ଟ୍ୱିଟ କରିବା ପରେ ଖୁବ ଚର୍ଚ୍ଚାରେ ରହିଥିଲେ। ହେଲେ ସେହି ଟ୍ୱିଟର ରିପ୍ଲାଏ କରିଛନ୍ତି ଭାରତର ଦମଦାର ବ୍ୟାଟ୍ସମାନ ବିରାଟ କୋହଲି।

ବିରାଟଙ୍କ ସହ ବିଶ୍ୱକପ ବେଳର ଏକ ଫଟୋ ପାକିସ୍ତାନ କ୍ୟାପଟେନ ପୋଷ୍ଟ କରିଥିଲେ। ଏବଂ ସେ କୋହଲିଙ୍କ ସପୋର୍ଟରେ କହିଥିଲେ ତେବେ ଆସିଯାଇଛି କୋହଲିଙ୍କ ରିପ୍ଲାଏ।

ବିରାଟ ଟ୍ୱିଟର ରିପ୍ଲାଏ ଦେଇ ଲେଖିଲେ କି, ବହୁତ ଧନ୍ୟବାଦ. ବଢି ଚାଲ ଏବଂ ଚମକୁ ଥାଅ। ଶୁଭକାମନା। ତେବେ ଏହି ଟ୍ୱିଟ କୋହଲିଙ୍କ ଭାଇରଲ ହେଉଛି।

ବିରାଟଙ୍କ ନାମରେ ଅଛି ୭୦ ଶତକ:

ନିଜ ଦମରେ ବିରାଟ କୋହଲି ଭାରତକୁ କେତେକ ମ୍ୟାଚ ଜିତାଇଛନ୍ତି। ତାଙ୍କ ନାମରେ ୭୦ ଶତକ ଅଛି। ସେ ଲମ୍ବା ସମୟ ଧରି ଭାରତୀୟ ବ୍ୟାଟିଂର ମୁଖ୍ୟ ଥିଲେ। ଯେବେ ସେ କ୍ରିଜକୁ ଓହ୍ଲାଉଥିଲେ ଦୁନିଆର ବଡ଼ ବଡ଼ ବୋଲର ବୋଲିଂ କରିବାକୁ ଭୟ କରୁଥିଲେ। ଭାରତୀୟ ଟିମ ପକ୍ଷରୁ ବିରାଟ ୧୦୨ ଟି ଟେଷ୍ଟ ମ୍ୟାଚ, ୨୬୦ ଟି ODI ଏବଂ ୧୦୨ ଟି ଟି-୨୦ ମ୍ୟାଚ ଖେଳିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *