ପାକିସ୍ତାନୀ ଖେଳାଳି ପାକିସ୍ତାନୀ ଟିମକୁ ହିଁ ଚେତାବନୀ ଦେଇଛନ୍ତି। ଆଉ କେଉଁ ବ୍ୟାଟ୍ସମ୍ୟାନଙ୍କ ଠାରୁ ବଞ୍ଚିବାର ଅଛି ତାକୁ ମଧ୍ୟ କହିଛନ୍ତି। କେଉଁ ଖେଳାଳିକୁ କମ ନ ଭାବିବା ପାଇଁ ଚେତାବନୀ ଦେଇଛନ୍ତି। ସେ ହେଉଛନ୍ତି ପାକିସ୍ତାନୀ ଖେଳାଳି ୟାସିଦ ଶାହା। ସେ ପାକିସ୍ତାନ ଖେଳାଳି ମାନଙ୍କୁ କହିଛନ୍ତି ସେମାନେ ବିରାଟ କୋହଳିଙ୍କ ଠାରୁ ସାବଧାନ ରହିବା ଦରକାର। ସେ କହିଛନ୍ତି ବିରାଟ କୋହଳିଙ୍କ ବ୍ୟାଟିଂ ବହୁ ଦିନ ହେବ ଠିକରେ ଚାଲିନାହିଁ ମାତ୍ର ସମସ୍ତ ପାକିସ୍ତାନି ଖେଳାଳି ତାଙ୍କୁ କମ ଭାବିବା କଥା ନୁହଁ।

ବିରାଟ କୋହଲିଙ୍କର ରେକର୍ଡ ମଧ୍ୟ ପାକିସ୍ତାନ ବିପକ୍ଷରେ ବହୁତ ଭଲ ରହିଛି। ସେ ପାକିସ୍ତାନ ବିପକ୍ଷରେ ୭ ଟି ଇନିସରେ ୭୭.୭୫ ଇକୋନମୀରେ ୩ ଟି ଅର୍ଦ୍ଧ ଶତକ ସହିତ ମୋଟ ୩୧୧ ରନ ସଂଗ୍ରହ କରିଛନ୍ତି। ସେଥିପାଇଁ ପାକିସ୍ତାନୀ ଟିମକୁ ୟାସିର ସାହା ଚେତାବନୀ ଦେଇଛନ୍ତି।
ସେ କହିଛନ୍ତି ବହୁତ ଦିନ ହେବ କୋହଲି ଶତକ ଲଗାଇ ନାହାନ୍ତି ମାତ୍ର ସେ କେତେବେଳେ ବି ନିଜ ସ୍ଥାନକୁ ଫେରି ପାରନ୍ତି ତେଣୁ ତାଙ୍କ ଠାରୁ ସତର୍କ ରହିବାକୁ ସେ ପାକିସ୍ତାନ ଦଳକୁ ଚେତାବନୀ ଦେଇଛନ୍ତି।
ବିରାଟ କୋହଲି ଏମିତି ଏକ ନାମ ଯାହାଙ୍କ ଦଳରେ ରହିଲେ ହିଁ ଅନ୍ୟ ଦଳର ଲୋକ ସବୁବେଳେ ଡରରେ ଥାଏ।ତାଙ୍କ ନାମରେ ହିଁ ବିରାଟ ରହିଛି ସେ ବହୁ ସମୟ ଧରି ଏହି ଅନ୍ତରାଷ୍ଟ୍ରୀୟ ସ୍ତରରେ ବହୁତ ଭଲ ପ୍ରଦର୍ଶନ କରିଛନ୍ତି।ଏହି ସବୁ କାରଣ ପାଇଁ ସେ ତାଙ୍କ ଦଳ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି।

ଆପଣ ମାନଙ୍କୁ ଜଣାଇ ଦେଉଛୁ କି ଭାରତ ଏବଂ ପାକିସ୍ତାନ ମଧ୍ୟରେ ପ୍ରଥମ ମ୍ୟାଚ ଅଗଷ୍ଟ ୨୮ ତାରିଖ ଦିନ ଖେଳାଯିବାର ଅଛି।ଏହା ହେଉଛି ଏସିଆ କପର ପ୍ରଥମ ମ୍ୟାଚ। ପୂର୍ବ ଥର ଏହି ମ୍ୟାଚ ପାକିସ୍ତାନ ଜିତିଥିଲା।ତେଣୁ ଏହି ବର୍ଷ ଏହା ଏକ ରୋମାଞ୍ଚକର ମ୍ୟାଚ ହେବାକୁ ଯାଉଛି।
ତେଣୁ ଭାରତୀୟ ଦଳର ଅଧିକାଂଶ ଫ୍ୟାନ ଆଶା ବାନ୍ଧି ବସିଛନ୍ତି କି ଏହି ଥର ଭାରତ ପାକିସ୍ତାନକୁ ପରାସ୍ତ କରୁ ଆଉ ଟି-୨୦ ବିଶ୍ୱକପରେ ଯେଉଁ ପରାଜୟ ହୋଇଥିଲା ତାର ପ୍ରତିଶୋଧ ନେଉ। ଅନ୍ୟ ପକ୍ଷରେ ପାକିସ୍ତାନ ଚାହିଁବ ସେ ଭାରତୀୟ ଦଳ ବିପକ୍ଷରେ ଯେଉଁ ରେକର୍ଡ ବିଶ୍ୱକପରେ ତିଆରି କରିଥିଲା ତାକୁ ଶେଷ ପର୍ଯ୍ୟନ୍ତ ବଜାଇ ରଖିବ।ଆଇସିସି ଟୁର୍ଣ୍ଣାମେଣ୍ଟରେ ସେ ପ୍ରଥମ ଥର ପାଇଁ ଭାରତୀୟ ଦଳକୁ ପରାସ୍ତ କରିଥିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।