ଟି-୨୦ ପରେ ଦିନିକିଆ କ୍ୟାପଟେନସି ପଦ ଛାଡିବେ ବିରାଟ କୋହଲି! କିଛି ଦିନ ଭିତରେ ହୋଇପାରେ ଫଇସଲା, ପଢନ୍ତୁ ପୁରା ଖବର

ବିରାଟ କୋହଲିଙ୍କର ଏକଦିବସିୟ ଅଧିନାୟକ ରହିବାର ଫଇସଲା କିଛି ଦିନ ଭିତରେ ହୋଇପାରେ ବୋଲି ଜଣା ଯାଉଛି। ଚେତନ ଶର୍ମାଙ୍କ ନେତୃତ୍ୱ ଚୟନସମିତି ଦକ୍ଷିଣ ଆଫ୍ରିକା ଗ୍ରସ୍ତ ପାଇଁ ଟିମ ଚୟନ କରିବେ ବୋଲି ବିଶେଷ ଖବରରୁ ଜଣା ଯାଉଛି। ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ଭ୍ୟାରିଏଣ୍ଟ ମିଳିବା ପରେ ଏହି ଗ୍ରସ୍ତ ଗୋଟେ ସପ୍ତାହ ଡେରିରେ ହୋଇପାରେ। ଦୁଇ ଦେଶର କ୍ରିକେଟ ବୋର୍ଡ ଘଟଣା ଉପରେ ପୁରା ନଜର ରଖିଛନ୍ତି।

Google

ଟି-୨୦ ବିଶ୍ୱକପ ଓ ଟେଷ୍ଟ ଚାମ୍ପିୟାନସିପ କାରଣରୁ ସବୁ ଟିମ ଟେଷ୍ଟ ଓ ଟି-୨୦ ଫର୍ମାଟ ଉପରେ ଧ୍ୟାନ ଦେଇଛନ୍ତି। ଟିମ ଇଣ୍ଡିଆ ଏହି ବର୍ଷ ମାତ୍ର ୬ ଟି ଏକଦିବସିୟ ଖେଳିଥିଲା ଯେଉଁଥିରେ ଶ୍ରୀଲଙ୍କା ଗ୍ରସ୍ତ ମଧ୍ୟ ସାମିଲ ଥିଲା ଓ ଏହି ଗ୍ରସ୍ତରେ ସିନିୟର ଖେଳାଳି ପ୍ରାୟ ନଥିଲେ।

ବର୍ଷ ୨୦୨୨ରେ ଏକଦିବସିୟରୁ ଅଧିକ ଟି-୨୦ ଇଣ୍ଟରନେସନାଲ ମ୍ୟାଚ ଖେଳାଯାଇପାରେ ଯେଉଁଥିରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ ମଧ୍ୟ ସାମିଲ ଅଛି। ଟି-୨୦ ବିଶ୍ୱକପ ୨୦୨୨ ଅକ୍ଟୋବର-ନଭେମ୍ବରରେ ହେବ। ଏହା ପରେ ବର୍ଷ ୨୦୨୩ରେ ଏକଦିବସିୟ ବିଶ୍ୱକପ ଖେଳାଯିବ । ଏବେର କାର୍ଯ୍ୟକ୍ରମ ହିସାବରେ ଭାରତ ଆଗାମୀ ସାତ ମାସରେ ମାତ୍ର ୯ ଟି ଏକଦିବସିୟ ମ୍ୟାଚ ଖେଳିବ ଯେଉଁଥିରେ ତିନୋଟି ଦକ୍ଷିଣ ଆଫ୍ରିକାରେ ଓ ତିନୋଟି ଇଂଲଣ୍ଡରେ ଖେଳାଯିବ।

Google

ବିସିସିଆଇର କିଛି ପକ୍ଷ କୋହଲିଙ୍କୁ ଏକଦିବସିୟ ଅଧିନାୟକ ରଖିବାକୁ ଚାହୁଁଥିବା ବେଳେ ଅନ୍ୟ କିଛି ପକ୍ଷ ଟି-୨୦ ଓ ଏକଦିବସିୟରେ ଗୋଟେ ଅଧିନାୟକ ରହିବା ଆବଶ୍ୟକ ବୋଲି କହୁଛନ୍ତି। ଯାହା ଦ୍ୱାରା ରୋହିତ ଶର୍ମାଙ୍କୁ ଯେପରି ୨୦୨୩ ଏକଦିବସିୟ ବିଶ୍ୱକପ ପାଇଁ ଭଲ ପ୍ରସ୍ତୁତି କରିପାରିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *