ବିରାଟ କୋହଲି ରଚିଲେ ଇତିହାସ! ପ୍ରଥମ ଖେଳାଳି ଭାବେ IPL ରେ ହାସଲ କଲେ ଏହି ରେକର୍ଡ

IPL 2022 ରେ ବାଙ୍ଗାଲୋର ଏବଂ ପଞ୍ଜାବ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଏକ ବଡ଼ ରେକର୍ଡ ହାସଲ କରିଛନ୍ତି ବିରାଟ କୋହଲି। ସେ ଇଣ୍ଟରନେସ୍ନାଲ କ୍ରିକେଟରେ ଅନେକ ରେକର୍ଡ କରିଛନ୍ତି ଏବଂ IPL ରେ ଏବେ ଯାଏ ଏହି ରେକର୍ଡ କରିପାରେ ସେ ବନିଛନ୍ତି ପ୍ରଥମ ଖେଳାଳି।

Google

IPL ଇତିହାସରେ ସେ ୬,୫୦୦ ରନ ପୁରା କରିଛନ୍ତି। ଯାହାକି ବହୁତ ବଡ଼ ରେକର୍ଡ ଅଟେ। ସେ IPL ରେ ପ୍ରଥମରୁ ହିଁ RCB ପଟୁ ଖେଳୁଛନ୍ତି। IPL 2016 ରେ ୯୭୩ ରନ ବନାଇଥିଲେ। ଏହି ରେକର୍ଡ ତାଙ୍କର ଏଯାଏ ନମ୍ବର ୧ ରେ ଅଛି। ତାଙ୍କର ଖେଳ ଶୈଳୀ ଏବଂ ସୁନ୍ଦର ଫିଲଡିଂ ପାଇଁ ସେ କ୍ରିକେଟ ଜଗତରେ ଜଣାଶୁଣା।

ହୁଏତ ତାଙ୍କ ଖେଳ ଆଗ ଅପେକ୍ଷା ଏବେ ସେତେ ଭଲ ନାହିଁ ହେଲେ ସେ ଜାଣନ୍ତି କିପରି କମବ୍ୟାକ କରିବାକୁ ହେବ। ଆଗକୁ ଟି-୨୦ ବିଶ୍ୱକପ ଆସୁଛି। ସେ ଏହି ବିଶ୍ୱକପରେ ତାଙ୍କ ପୁରୁଣା ଫର୍ମକୁ ଫେରି ପାରନ୍ତି। ସେ RCB ପଟୁ କେବଳ IPL ରେ ଖେଳିଛନ୍ତି।

 

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *