ଭାରତୀୟ ଟିମ ଦକ୍ଷିଣ ଆଫ୍ରିକା ସହ ଟେଷ୍ଟ ଖେଳିବାର ଅଛି ଓ ଏଥିପାଇଁ ଭାରତୀୟ ଟିମ ଦକ୍ଷିଣ ଆଫ୍ରିକା ପହଁଚିସାରିଛି ବୋଲି ଦେଖା ଯାଇଛି। ବିରାଟ କୋହଲି ଏହି ସିରିଜରେ ଅଧିନାୟକତ୍ୱ କରିବେ। ଅଳ୍ପଦିନ ତଳେ ପ୍ରେସ କନ୍ଫରେସରେ ଗାଙ୍ଗୁଲିଙ୍କ ବୟାନକୁ ମିଛ ସାବ୍ୟସ୍ତ କରିଥିବା କୋହଲି ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ କରିବାର ନଜର ଆସିଥିଲେ। ଏହାର କାରଣ ତାଙ୍କର ରେକର୍ଡ ନୁହେଁ ବରଂ ପ୍ରେସ କନ୍ଫରେନ୍ସରେ କହିଥିବା କଥା ଅଟେ।
Virat Kohli is the biggest brand and greatest player in cricketing world#WorldStandsWithKohli #ViratKohli pic.twitter.com/KZgyFCkcyg
— Sanskar Threja (@ThrejaSanskar) December 17, 2021
ବିରାଟ କୋହଲିଙ୍କ ପ୍ରସଂସକ ତାଙ୍କ ନାମକୁ ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ କରିବାରେ ଲାଗିଛନ୍ତି। ଶୁକ୍ରବାରକୁ ଟପ ଟ୍ରେଣ୍ଡରେ ସାମିଲ ରହିଛି ହ୍ୟାସଟ୍ୟାଗ #World stands with virat kohli।ଏହାକୁ ନେଇ ଅନେକ ୟୁଜର୍ସ ଟ୍ୱିଟ କରିଛନ୍ତି।
ବିରାଟ କୋହଲିଙ୍କ ସପୋର୍ଟରେ ତାଙ୍କ ପ୍ରସଂସକ ଓହ୍ଲାଇଛନ୍ତି। ଶୁକ୍ରବାର ଦିନ ତାଙ୍କ ନାମର ଟ୍ରେଣ୍ଡ ମଧ୍ୟ କରୁଥିଲା। ତାଙ୍କ ପ୍ରସଂସକ ହ୍ୟାସଟ୍ୟାଗ କରିଛନ୍ତି #World stands with virat kohli ଯାହା ଟପ ଟ୍ରେଣ୍ଡରେ ସାମିଲ ରହିଛି। ଏହାର କିଛି ସମୟ ପୂର୍ବରୁ ସୌରଭ ଗାଙ୍ଗୁଲିଙ୍କ ପ୍ରସଂସକ ମଧ୍ୟ ତାଙ୍କ ସପୋର୍ଟରେ ଓହ୍ଲାଇଥିଲେ ଓ ତାଙ୍କ ନାମର ହ୍ୟାସଟ୍ୟାଗ ଟ୍ରେଣ୍ଡ କରିଥିଲା।
Every one knows Who Virat Kohli is! 🐐 @imVkohli #ViratKohli #WorldStandsWithKohli pic.twitter.com/gd7bvt7ucK
— Divyansh 🔕 (@ImSpeearrs) December 17, 2021
ସୌନକ ନାମକ ଜଣେ ୟୁଜର୍ସ ବିରାଟ କୋହଲିଙ୍କ ସହିତ ଜଡିତ କିଛି ଫଟୋ ସେୟାର କରି ଲେଖିଛନ୍ତି,”କିଛି ଲୋକ ଘୃଣା କରୁଛନ୍ତି କିନ୍ତୁ କୋଟି କୋଟି ଲୋକ ଭଲ ପାଉଛନ୍ତି”। ଜଣେ ଅନ୍ୟ ୟୁଜର୍ସ ଲେଖିଛନ୍ତି,”କେହିବି ଆପଣଙ୍କ ନାମ ଖରାପ କରିପାରିବ ନାହିଁ। ଆପଣ ଯେତେ ଘୃଣା କଲେବି ଆପଣ ନିଜେ ମଧ୍ୟ ଜାଣିଛନ୍ତି ସେ ଭାରତୀୟ କ୍ରିକେଟର ମୁଖ୍ୟ ଚେହେରା ଅଟନ୍ତି”।ଆଉଜଣେ ୟୁଜର୍ସ ଲେଖିଛନ୍ତି,”ବିରାଟ କୋହଲିଙ୍କ ଅପମାନ ସହିତ ନାହିଁ ଇଣ୍ଡିଆ”।
ବିରାଟ କହିଥିଲେ କି ଟି-୨୦ ଅଧିନାୟକ ପଦ ନଛାଡିବା ପାଇଁ ତାଙ୍କୁ କୁହାଯାଇନଥିଲା। କେବଳ ଏତିକି ନୁହେଁ ସେ ଏହା ମଧ୍ୟ କହିଥିଲେ କି ତାଙ୍କୁ ଏକଦିବସିୟ ଅଧିନାୟକ ପଦରୁ ବାହାର କରିବାର ନିର୍ଣ୍ଣୟ ଚୟନ ସମିତିର ବୈଠକର ଦେଢ଼ଘଣ୍ଟା ପୂର୍ବରୁ ହିଁ ଦିଆଯାଇଥିଲା।
— 𝙑𝙞𝙧𝙖𝙩 𝙆𝙤𝙝𝙡𝙞 𝙄𝙨 𝙈𝙤𝙧𝙚 𝙋𝙤𝙬𝙚𝙧𝙛𝙪𝙡 𝙏𝙝𝙖𝙣 𝘽𝙘𝙘𝙞 😎❤️!#WorldStandsWithKohli#ViratKohli #ShameOnGanguly #KickOutShahGanguly pic.twitter.com/5nyBxGdMI6
— Sk Kaizar (@KaizarSk) December 17, 2021
ବିରାଟ କୋହଲିଙ୍କୁ ଏକଦିବସିୟ ଅଧିନାୟକ ପଦରୁ ବାହାର କରାଯିବା ପରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କହିଥିଲେକି ସେ କୋହଲିଙ୍କୁ ଟି-୨୦ ଅଧିନାୟକ ପଦ ନଛାଡିବା ପାଇଁ କହିଥିଲେ। କିନ୍ତୁ କୋହଲି ପ୍ରେସ କନ୍ଫରେସରେ କହିଥିଲେକି ଟି-୨୦ ଅଧିନାୟକ ପଦ ଛାଡିବା ପରେ ତାଙ୍କ ସହ ବିସିସିଆଇର କୌଣସି ସମ୍ପର୍କ ହୋଇନି।ତାଙ୍କୁ କେହି କେବେବି ଟି-୨୦ ଅଧିନାୟକ ପଦ ନଛାଡିବାର ଅନୁରୋଧ କରିନାହାଁନ୍ତି। ଏଥିପାଇଁ ଏବେ ଲୋକ ବିରାଟଙ୍କ ସପୋର୍ଟରେ ଓହ୍ଲାଇଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।