କ୍ରିକେଟ ଜଗତରେ ବେଶ ଚର୍ଚ୍ଚିତ ନାମ ବିରାଟ କୋହଲି ନିଜର କ୍ରିକେଟ ଷ୍ଟ୍ରାଇଲ ଏବଂ ସୁନ୍ଦର ରେକର୍ଡ ପାଇଁ ଜଣା ଯାଆନ୍ତି। ସେ IPL ଇତିହାସରେ ଏଯାଏ ସବୁଠୁ ଅଧିକ ରନ କରିବାର ରେକର୍ଡ ବି କରିଛନ୍ତି। ତାଙ୍କ ନାଁରେ IPL ରେ ଗୋଟିଏ ସିଜିନରେ ସବୁଠୁ ଅଧିକ ରନ ବନାଇବା ବି ରେକର୍ଡ ଅଛି। ୯୭୩ ରନ ସେ IPL 2016 ରେ ବନାଇଥିଲେ ଯାହା ଏବେ ବି ରେକର୍ଡ ତାଲିକାରେ ନମ୍ବର ୧ ରେ ଅଛି।

ତେବେ ବିରାଟ କୋହଲି କ୍ରିକେଟ ଛଡା ସୋସିଆଲ ମିଡିଆରେ ବି ଏକ ରେକର୍ଡ ହାସଲ କରିଛନ୍ତି। ଯାହାକୁ ଆମେ ତଳେ କହିଛୁ। ବିରାଟ କୋହଲି ଏକମାତ୍ର କ୍ରିକେଟର ଯିଏକି ଏବେ ଯାଏ ଇଂସ୍ଟଗ୍ରାମରେ ୨୦୦ ମିଲିଅନ ଫଲୋଅର୍ସ ହେବାର ରେକର୍ଡ କରିଛନ୍ତି। ସେ କ୍ରିକେଟ ଜଗତ କଣ ପୁରା ଏସିଆରେ ମଧ୍ୟ ଏହି ରେକର୍ଡ କରିବାରେ ନମ୍ବର ୧ ଭାବରେ ଅଛନ୍ତି ବିରାଟ।
????? ????? ???? ???? ????????? ?? ?????????!
He now has nearly double the followers of the IPL, IPL teams, the ICC & all full member nations combined ? #ViratKohli? #ViratKohli #Cricket #CricketTwitter pic.twitter.com/Se86Ef7JJO
— cricket.land (@cricket_land) June 7, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।