ବ୍ୟୁରୋ ରିପୋର୍ଟ: ଭାରତୀୟ ଦଳର ପୂର୍ବ ଅଧିନାୟକ ତଥା ବିଶ୍ୱର ନାମୀ ଖେଳାଳି ବିରାଟ କୋହଲି ନିଜ ଖେଳ ପାଇଁ ଚର୍ଚ୍ଚାରେ ପ୍ରାୟ ରହିଥାନ୍ତି। ସେ ଅନେକ ରେକର୍ଡ ନିଜ ନାମରେ କରିଛନ୍ତି। ତାଙ୍କୁ ରନ ମେସିନ ଭାବରେ କୁହାଯାଏ। ବିରାଟ ନିଜର ଖେଳ ଷ୍ଟାଇଲ ଦ୍ଵାରା ଅନେକ କ୍ରିକେଟରଙ୍କୁ ପ୍ରେରିତ ମଧ୍ୟ କରନ୍ତି। ଏହା ଛଡା ଦେଶର ଖେଳାଳି ଏବଂ ବିଦେଶର ଖେଳାଳି ବି କୋହଲିଙ୍କୁ ସମ୍ମାନ କରନ୍ତି।
ଧନଞ୍ଜୟ ଡି ସିଲଭା ଯିଏକି ଶ୍ରୀଲଙ୍କା ଖେଳାଳି ସେ କୋହଲିଙ୍କ ଫ୍ୟାନ ଅଟନ୍ତି। ଏହା ଖାସ ଅଟେ କି କୋହଲି ତାଙ୍କୁ ଏକ ଗିଫ୍ଟ ଦେଇଛନ୍ତି ଯାହାର ଫଟୋ ଡି ସିଲଭା ସେୟାର କରିଛନ୍ତି।
Very nice gesture from King Kohli. Virat Kohli has given a beautiful gift to Dhananjay de silva. pic.twitter.com/u42o5zoG5x
— CricketMAN2 (@ImTanujSingh) April 13, 2022
ଏହି ଗିଫ୍ଟ ଆକାରରେ ବିରାଟଙ୍କ ଟେଷ୍ଟ ଜର୍ସି ଅଛି ଯେଉଁଥିରେ କୋହଲିଙ୍କ ଅଟୋଗ୍ରାଫ ଅଛି। ଡି ସିଲଭା ଏହି ପୋଷ୍ଟରେ ହୃଦୟସ୍ପର୍ଶୀ ଲେଖା ଲେଖିଛନ୍ତି। ଶ୍ରୀଲଙ୍କା ପାଇଁ ଡି ସିଲଭା ୪୦ ଟି ଟେଷ୍ଟ ମ୍ୟାଚ ଖେଳିସାରିଛନ୍ତି। ୨୫୧୭ ରନ ବନାଇଥିବା ବେଳେ ୨୯ ଟି ୱିକେଟ ଅକ୍ତିଆର କରିଛନ୍ତି। ଅନ୍ୟପକ୍ଷରେ ସେ ୧୧୯୯ ରନ ୫୬ ODI ରେ ଖେଳିଛନ୍ତି। ଏହା ସହ ୱିକେଟ ୨୮ ଟି ଅକ୍ତିଆର କରିଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।