ଅଷ୍ଟ୍ରେଲିଆର ସମର୍ଥକ କରୁଛନ୍ତି ଭାରତର ଜୟଗାନ। ଟ୍ୱିଟରରେ ଭାଇରଲ ଭିଡିଓ, ଦେଖନ୍ତୁ ସେହି ଭିଡିଓ

ଟି-୨୦ ବିଶ୍ୱକପର ଫାଇନାଲ ଅଷ୍ଟ୍ରେଲିଆ ଜିତି ଯାଇଛି। ଏହା ପୂର୍ବରୁ ଯେବେ ଲିଗ ମ୍ୟାଚରେ ପାକିସ୍ତାନ ଭାରତକୁ ହରାଇ ଦେଇଥିଲା ପରିସ୍ଥିତି ଗରମା ଗରମ ହୋଇଯାଇଥିଲା। କିନ୍ତୁ ଯେବେ ପାକିସ୍ତାନ ସେମିଫାଇନାଲ ଅଷ୍ଟ୍ରେଲିଆ ସହ ଖେଳିଥିଲା ସେଥିରେ ପାକିସ୍ତାନ ହାରିଯାଇଥିଲା ଯାହା ପରେ ଭାରତୀୟ ପ୍ରସଂସକ ଖୁସି ହୋଇଯାଇଥିଲେ। ହେଲେ ଟ୍ୱିଟରରେ ଏକ ଭିଡିଓ ଭାଇରଲ ହେଉଛି ଯେଉଁଥିରେ ଜଣେ ଅଷ୍ଟ୍ରେଲିଆ ଫ୍ୟାନ ଭାରତର ଜୟ ଗାନ କରୁଛନ୍ତି। ତଳେ ଥିବା ଭିଡିଓ ଦେଖନ୍ତୁ

ଟ୍ୱିଟରରେ ଏହି ଭିଡ଼ିଓ ଭାଇରାଲ ହେଉଛି। ଆପଣଙ୍କୁ କହିରଖିବୁ ଏହି ଭିଡ଼ିଓରେ ଅଷ୍ଟ୍ରେଲିଆ ପୋଷାକ ପିନ୍ଧିଛନ୍ତି। ସେହି ଭିଡ଼ିଓରେ ସେହି ବ୍ୟକ୍ତି ପାକିସ୍ତାନ ହାରିବା ପରେ ଭାରତ ମାତାର ସୋଗ୍ଲାନ ଦେଉଥିବା ଲୋକମାନେ ଭାବୁଛନ୍ତି କିନ୍ତୁ ପରେ ଜଣାପଡିଛି କି ଏହି ଭିଡ଼ିଓଟି ଏହି ବର୍ଷ ଜାନୁଆରୀର ଅଟେ। ଅଷ୍ଟ୍ରେଲିଆ ଓ ଭାରତ ସିରିଜରେ ଭାରତ ଜିତିବା ପରେ ଏପରି ଘଟିଥିଲା ବୋଲି ବି କୁହାଯାଉଛି।

 

ଟି-୨୦ ବିଶ୍ୱକପ ପୂର୍ବରୁ ଭାରତକୁ ଏହି ଟି-୨୦ ବିଶ୍ୱକପର ସବୁଠୁ ଶକ୍ତିଶାଳୀ ଟିମ କୁହାଯାଉଥିଲା କିନ୍ତୁ ଭାରତ ପ୍ରଥମ ମ୍ୟାଚରେ ପାକିସ୍ତାନ ସହ ହାରିଯାଇଥିଲା। କିନ୍ତୁ ପାକିସ୍ତାନ ଲିଗ ମ୍ୟାଚର ୫ ଟି ଯାକ ମ୍ୟାଚ ଜିତି ଯାଇଥିଲା। ଏହା ପରେ ଲାଗିଥିଲା କି ପାକିସ୍ତାନ ଟିମ ଏହି ଟି-୨୦ ବିଶ୍ୱକପ ଜିତିପାରେ କିନ୍ତୁ ଅଷ୍ଟ୍ରେଲିଆ ଜିତିବା ପରେ ପାକିସ୍ତାନର ଟ୍ରଫି ଆଶା ଭାଙ୍ଗିଯାଇଥିଲା। ନ୍ୟୁଜିଲାଣ୍ଡକୁ ଫାଇନାଲ ମ୍ୟାଚରେ ପରାସ୍ତ କରି ଅଷ୍ଟ୍ରେଲିଆ ଚମ୍ପିୟାନ ହୋଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *